ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା ସ୍ୱାମୀ, ଝିଅ ଜନ୍ମ ହେଲା ପରେ ପଚାରିଲା ଝିଅ କାହାର, ଆଉ 20 ଦିନ ପରେ ଝିଅକୁ…

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି ଏକ ଅମା-ନବୀୟ ହୃଦୟ ବିଦା-ରକ ଘ-ଟଣା। ସ୍ତ୍ରୀର ଚରିତ୍ର ଉପରେ ସ-ନ୍ଦେହ କରି ନିଜର 20 ଦିନର ଶିଶୁ କନ୍ୟାକୁ ବି-ଷ ଇଞ୍ଜେକ୍ସନ ଦେଲା ନି-ର୍ଦୟ ବାପା। ଗୁରୁ-ତର ଅବସ୍ଥାରେ ଶିଶୁଟି କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛି। ଏହି ଘଟ-ଣାରେ ବାପାକୁ ନୀଳଗିରି ଥା-ନାରେ ଅଟକ ରଖାଯାଇଛି।

ତେବେ ସୂଚନା ଅନୁସାରେ ନୀଳଗିରି ଥା-ନା ସିଙ୍ଗିରି ଅଞ୍ଚଳର ଚନ୍ଦନ ମାହାର୍ଣ୍ଣା ନାମକ ଜଣେ ଯୁବକଙ୍କ ସ୍ତ୍ରୀ ବବିତା 20 ଦିନ ପୂର୍ବେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୋଟିଏ ଦିନ ପରେ ପାଳନ ହୋଇଥାନ୍ତା ଶିଶୁ କନ୍ୟାର ଏକୋଇଶିଆ ଉତ୍ସବ। କିନ୍ତୁ ହଠାତ ବାପା ଘଟାଇଲା ଜ-ଘନ୍ୟ କା-ଣ୍ଡ।

ଅଭି-ଯୁକ୍ତ ବାପାର ଘର ବାଲେଶ୍ୱର ମଲିକାଶପୁର ଅଞ୍ଚଳରେ ହୋଇଥିବା ବେଳେ ରବିବାର ଦିନ ଶ୍ୱଶୁର ଘରକୁ ଆସିଥିଲେ। ସୋମବାର ଦିନ ସକାଳେ ଝିଅକୁ ବି-ଷ ଇଞ୍ଜେକ୍ସନ ଦେଇ ମା-ରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଶିଶୁ କନ୍ୟାର ମାଆ ବବିତା ଦେଖି ଦେଇଥିଲେ।

ଏହାପରେ ଶିଶୁକୁ ଉ-ଦ୍ଧାର କରି ଗୁରୁ-ତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଶିଶୁ କନ୍ୟାର ଅଜା ଭାଗିରଥି ସିଂହଙ୍କ ଅଭି-ଯୋଗ କ୍ରମେ ପୋ-ଲିସ ପ୍ରାଥମିକ ପଦକ୍ଷେପ ନେଇ ଅଭି-ଯୁକ୍ତ ବାପା ଚନ୍ଦନକୁ ଅଟକ ରଖିଛି।

ତେବେ 20 ଦିନ ତଳେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋ-ପଚାର ମାଧ୍ୟମରେ ଚନ୍ଦନଙ୍କ ସ୍ତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକନ୍ୟା ସହ ମାଆ ନୀଳଗିରି ସିଙ୍ଗିରି ସ୍ଥିତ ନିଜ ବାପଘରକୁ ପଳାଇ ଯାଇଥିଲେ।

ରବିବାର ଦିନ ଶିଶୁକନ୍ୟାର ପିତା ଚନ୍ଦନ ଶ୍ୱଶୁର ଘରକୁ ଆସି ରାତିରେ ରହିଥିଲେ। ସୋମବାର ପୂର୍ବାହ୍ନରେ ଶିଶୁର ମାଆ ଶୌଚ ପାଇଁ ଯାଇଥିବା ବେଳେ ଚନ୍ଦନ ଶିଶୁକନ୍ୟାକୁ ବି-ଷ ଇଞ୍ଜେକସନ ଦେଇଥିଲା। ଶିଶୁର ଚି-ତ୍କାର ଶୁଣି ତୁରନ୍ତ ମାଆ ଘଟ-ଣାସ୍ଥଳରେ ପହଞ୍ଚି ଝିଅ କାହିଁକି କା-ନ୍ଦିଲା ବୋଲି ଚନ୍ଦନକୁ ପ୍ରଶ୍ନ କରିଥିଲେ।

କିନ୍ତୁ ଚନ୍ଦନ କୌଣସି ପ୍ରତି-କ୍ରିୟା ଦେଇନଥିଲେ। ତେବେ ଶିଶୁଟିକୁ ଡାକ୍ତରଖାନା ନିଆଯିବା ପରେ ଉକ୍ତ ଅଭି-ଯୁକ୍ତକୁ ଅଟକ ରଖି ପଚ-ରା ଉ-ଚରା କରାଯାଇଥିଲା। ଯାହାପରେ ଜନ୍ମିତ ଝିଅଟି ଚନ୍ଦନଙ୍କର ନୁହେଁ ବୋଲି କହିଛି ଚନ୍ଦନ। ସ୍ତ୍ରୀର ପର-କୀୟା ପ୍ରୀ-ତି ଥିବା ସ-ନ୍ଦେହ କରି ଏମିତି କା-ଣ୍ଡ କରିଥିବା ନିଜ ମୁଖରେ ସ୍ୱୀକାର କରିଛନ୍ତି ଚନ୍ଦନ।

Leave a Reply

Your email address will not be published. Required fields are marked *