ଥରେ ମୋ ସହିତ କରି ଭୁଲ ମାଗିଲା, ତାପରେ ସିନ୍ଦୁର ଦେବୀ କହି ମାସ ମାସ ଦେହ ସୁଖ ନେଲା……

ଯାଜପୁର ଜିଲା ସୁକିନ୍ଦା ଥା-ନା ଅନ୍ତର୍ଗତ ଲେମ୍ବ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ଏଠାରେ ଜଣେ ଯୁବତୀଙ୍କୁ ବିବାହ କରିବାର ଆଶା ଦେଇ ବାର୍ ବାର୍ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଯୁବକ ଜଣକ ଆଉ ବିବାହ ନକରିଥିବା ଅଭି-ଯୋଗ ହୋଇଛି।

ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଉକ୍ତ ଲେମ୍ବ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଲକ୍ଷ୍ମୀଧର ମହାନ୍ତିଙ୍କ ପୁଅ ସ୍ୱାଧୀନ ମହାନ୍ତି ପ୍ରେମ କରୁଥିଲେ। ତେବେ ଉକ୍ତ ଯୁବକ ଜଣକ ସେହି ଯୁବତୀଙ୍କୁ ବିବାହ କରିବାର ଆଶା ଦେଇ 1 ବର୍ଷ ଧରି ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଥିଲେ।

ତେବେ ଯୁବତୀଙ୍କର ଇଛା ନଥିଲେ ମଧ୍ୟ ସେ ନିଜ ଦେ-ହ ଦେବାକୁ ବାଧ୍ୟ ହେଉଥିଲେ। ତେବେ ଜାନୁଆରୀ 18 ତାରିଖ ଦିନ ଯୁବତୀ ଜଣକ ନିଜର କୌଣସି କାମ ପାଇଁ ସୁକିନ୍ଦା ଗଡ଼ ଯାଇଥିବା ବେଳେ ଉକ୍ତ ଯୁବକ ଜଣକ ଆସି ହଠାତ ଯୁବତୀଙ୍କୁ ଟେକି ନେଇ ପାଖ କେନାଲରେ ଦୁ-ଷ୍କର୍ମ କରିଥିଲେ।

ଏହାପରେ ଯୁବତୀ ଜଣକ ଆସି ସେହି ଯୁବକଙ୍କୁ ଯେତେବେଳେ ବିବାହ କରିବାକୁ କହିଲେ ସେତେବେଳେ ଯୁବକ ଜଣକ ମନା କରିଦେଲେ। ଏହାପରେ ଯୁବତୀ ଜଣକ ଯାଇ ସୁକିନ୍ଦା ଥା-ନାରେ ଅଭି-ଯୋଗ କରିଥିଲେ। କିନ୍ତୁ ଅଭି-ଯୋଗକୁ ପୋ-ଲିସ ପଞ୍ଜିକୃତ କରିନଥିଲା।

ଏହାପରେ ଯୁବତୀ ଜଣକ ବାଧ୍ୟ ହୋଇ ଯାଜପୁର ଜିଲ୍ଲା ଆରକ୍ଷା କାର୍ଯ୍ୟାଳୟକୁ ଯାଇ ଅଭି-ଯୋଗ କରିଛନ୍ତି। ଅଭି-ଯୋଗ ଆଧାରରେ ଶୀଘ୍ର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ପ୍ରତି-ଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *