ଜାଣନ୍ତୁ ଅନୁଭବଙ୍କ ସବୁଠୁ ବଡ଼ ଦୁଃ-ଖ… ଯାହା ପ୍ରଥମଥର ପାଇଁ କ୍ୟାମେରା ଆଗରେ ଖୁଲାସା କଲେ ଅନୁଭବ

ଦୁଃ-ଖ କାହା ଜୀବନରେ ନଥାଏ। ସେ ସାଧାରଣ ମଣିଷ ହୁଅନ୍ତୁ କିମ୍ବା ସୁପରଷ୍ଟାର ସମସ୍ତଙ୍କ ଜୀବନରେ ଦୁଃ-ଖ ନିଶ୍ଚିତ ଥାଏ। ଆଜି ଆମେ ସେହି ସୁପରଷ୍ଟାର ଅନୁଭବଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଦୁଃ-ଖକୁ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି।

ଆଗରୁ ତ ଆପଣ ଜାଣିଥିବେ ଯେ ଅନୁଭବଙ୍କ ଜୀବନରେ କେତେ ଅସୁବିଧା ଚାଲିଥିଲା। ସେଥିରେ ଜର୍ଜ-ରିତ ହୋଇ ମଧ୍ୟ ଭା-ଙ୍ଗି ନଥିଲେ ଅନୁଭବ। ଏବେ ସେ କ୍ୟାମେରା ଆଗରେ କହିଛନ୍ତି ଯେ,” ମୁଁ ମୋ ଦୁଃ-ଖ ବିଷୟରେ ଆଉ କଣ କହିବି।
କଥା ଆରମ୍ଭ କଲେ ମୋ ଲୁ-ହ ଆଉ ଅଟକିବ ନାହିଁ।

ତଥାପି ମୁଁ ଆଜି ଗୋଟେ କଥା କହିବାକୁ ଯାଉଛି। ମୁଁ ସିନା ମୋ ବାପମାଆଙ୍କୁ ବୋହୂର ସୁଖ ଏବଂ ନାତିର ସୁଖ ଦେଇପାରିଲିନି କିନ୍ତୁ ମୁଁ ଆଜି ମୋ ବାପାମାଆଙ୍କ ପାଇଁ ଦୁଇଟି ପାସପୋର୍ଟ ତିଆରି କରିଦେଇଛି।

ସେମାନଙ୍କୁ ଏବେ ମୁଁ ଦୁନିଆ ବୁଲାଇବି। ସବୁ ସ୍ଥାନ ଦେଖାଇବି। ଏଥିପାଇଁ ମୁଁ ବହୁତ ଉସାହରେ ଅଛି। ମୋ ସହ ମୋ ବାପାମାଆ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରିବେ। ମୋ ବାପାଙ୍କର ଏବେ ଦେହ ଭଲ ନାହିଁ। ତାଙ୍କର ଏକ ଅ-ସ୍ତ୍ରୋପ-ଚାର ହେବାର ଅଛି।

ସେହି ଅ-ସ୍ତ୍ରୋପ-ଚାର ହେବା ପରେ ମୁଁ ତାଙ୍କୁ ଏବଂ ମୋ ମାଆଙ୍କୁ ନେଇ ବୁଲିବା ପାଇଁ ଯିବି।ମୁଁ ମୋ ଜୀବନର ଚିନ୍ତାରୁ ଟିକେ ମୁକ୍ତି ପାଇବାକୁ ଚାହେଁ। ମୁଁ ଏ ସବୁରୁ ଟିକେ ଦୁରେଇ ରହି ମୋ ବାପାମାଆଙ୍କ ସହ ସମୟ କା-ଟିବାକୁ ଚାହେଁ।”

Leave a Reply

Your email address will not be published. Required fields are marked *