ଯିଏ ଯେମିତି ପାରିଲା ସେମିତି ଛେଚିଲା, ଠ-କ ପ୍ରଡ୍ୟୁସର ସଭିଁଙ୍କ ଆଗରେ ମା-ଡ ଖାଇଲା

ପିଣ୍ଟୁ ନନ୍ଦଙ୍କୁ ଯେଉଁ ଠ-କ ପ୍ରଡ୍ୟୁସର 50 ହଜାର ଟଙ୍କାର ଚେକ ଦେଇଥିଲା ସେ ବିଷୟରେ ତ ଆପଣ ଜାଣିଥିବେ। ତେବେ ସେହି ଠ-କ ବ୍ୟକ୍ତିକୁ ନେଇ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ବ୍ୟକ୍ତିଟି ଖାଇଲା ପ୍ରବଳ ଛେ-ଚା। ଯିଏ ଯେମିତି ପାରିଲା ମା-ଡ଼ ମା-ରିଲା।

ମା-ଡ଼ ଖାଇବାର ଭିଡ଼ିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ନିଜକୁ ସାଧୁ କହି ଅନ୍ୟଙ୍କ ଉପରକୁ ଆଙ୍ଗୁଠି ଉଠାଉଥିବା ଏହି ବ୍ୟକ୍ତି ଆଜି ପବ୍ଲିକ ସ୍ଥାନରେ ସମସ୍ତଙ୍କ ଆଗରେ ମା-ଡ ଖାଇଛି। ତେବେ Ola ରେ ଗାଡି ବୁକିଙ୍ଗ କରି ଗୋଟେ ସ୍ଥାନକୁ ଆସିବା ପରେ ବ୍ୟକ୍ତିଟି ଟଙ୍କା ଦେବାକୁ ମନା କରିଥିଲା।

ଯାହାପରେ ଲୋକ ଏକାଠି ହୋଇ ତାକୁ ତାର ନାମ ପଚାରିଥିଲେ ଯେଉଁଥିରେ ସେ ନିଜ ନାମ ରଞ୍ଜନ ମହାନ୍ତି କହିଥିଲା। କିନ୍ତୁ Ola ଆପରେ ନିଜ ନାମକୁ ସେ ରାଜା ମହାନ୍ତି ଲେଖିଥିଲା। ତେବେ ଏହି ବ୍ୟକ୍ତି ନାମରେ ପୂର୍ବରୁ ମଧ୍ୟ ଅନେକ ଚୋ-ରି ମାମ-ଲା ରହିଥିଲା ଯାହାକୁ ଲୋକେ ଜାଣିଥିଲେ। ଏହାପରେ ବ୍ୟକ୍ତିକୁ ନି-ର୍ଧୁମ ଛେ-ଚିଲେ ଲୋକେ।

ତେବେ ପୂର୍ବ ଘଟ-ଣାକୁ କହିବାକୁ ଗଲେ ପିଣ୍ଟୁ ନନ୍ଦଙ୍କ ପାଇଁ ସେ 50 ହଜାର ଟଙ୍କା ଦେବାକୁ ଯାଇଥିଲେ। 50 ହଜାର ଟଙ୍କାର ଏକ ଚେକ ତିଆରି କରି ବ୍ୟକ୍ତିଟି ପିଣ୍ଟୁ ଭାଇଙ୍କୁ ଦେଇଥିଲା। କିନ୍ତୁ ତା ପରଦିନ ଚେକରୁ ଟଙ୍କା ଉଠାଇବାକୁ ଗଲା ବେଳେ ଚେକ ଟି ବାଉନ୍ସ ହୋଇଥିଲା ଆଉ ସେହି ଵ୍ୟକ୍ତିର ଆକାଉଣ୍ଟରେ ଥିଲା କେବଳ 108 ଟଙ୍କା। ତାପରେ ବ୍ୟକ୍ତିର ଅସଲି ରୂପ ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *