ପୋ-ଲିସ ହେପା-ଜତରେ ଥିବା ବେଳେ କଣ ଖାଇଥିଲେ ଗୋପାଳ ଦାସ ?

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଥିବା ମାମ-ଲାରେ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି କଡ଼ା ସୁର-କ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା। ଯେଉଁଠାରେ ସେ ଗୁ-ଳିକା-ଣ୍ଡ କରି ହ-ତ୍ୟା କରିଥିବା ନେଇ ସ୍ୱୀକାର କରିସାରିଛନ୍ତି।

ତେବେ ଝାରସୁଗୁଡ଼ା ଜେଏମଏଫସିଙ୍କ ଆବାସିକ କୋର୍ଟରେ ହାଜର ହେବା ପରେ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଏଥିସହିତ ଗୋପାଳଙ୍କୁ 7 ଦିନିଆ ରିମା-ଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଜଣାପଡ଼ିଛି।

ତେବେ ଜେ-ଲରେ ଗୋପାଳ ଦାସ ଥିବା ବେଳେ ପୋ-ଲିସ ତତ୍ୱାବଧାନରେ ସେ ଭାତ, ଡାଲି, ଭଜା ଏବଂ ଖଟା ଖାଇଥିଲେ। ଜେ-ଲର ଚାରିକାନ୍ଥରେ ଆବଦ୍ଧ ହୋଇ ବସି ବସି ଏବେ ଏହିପରି ଶୁଖିଲା ଖାଦ୍ୟ ଖାଇବେ ଗୋପାଳ। ମିଳିବ ନାହିଁ ଘରର ଖାଦ୍ୟ।

ତେବେ କ୍ରାଇମବ୍ରାଞ୍ଚ ଦ୍ୱାରା ଗି-ରଫ ହୋଇଥିବା ଗୋପାଳଙ୍କୁ ଗତକାଲି ଚାକିରିରୁ ବରଖାସ୍ତ କରିଥିଲେ ଝାରସୁଗୁଡ଼ା ଏସପି। ଗୋପାଳଙ୍କଠାରୁ ଜ-ବତ ହୋଇଥିବା ବନ୍ଧୁ-କକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ। ଅନ୍ୟପକ୍ଷରେ ନବଙ୍କ ର-କ୍ତଭି-ଜା ପୋଷାକ, ମେଡିକାଲ ରେକ-ର୍ଡକୁ ମଧ୍ୟ ଜ-ବତ କରାଯାଇଛି।

ଏଥିସହିତ ପୋ-ଷ୍ଟମ-ର୍ଟମ କରିଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରାଯାଇ ନବଙ୍କ ଭିସେରା ନମୂନା ସଂର-କ୍ଷିତ କରି ରଖାଯାଇଛି। ଜଣେ ରାଜନେତାଙ୍କୁ ଜଣେ କର୍ତ୍ତବ୍ୟରତ ପୋ-ଲିସ ଅଧିକାରୀ ଗୁ-ଳି କରି ହ-ତ୍ୟା କରିବା ଘ-ଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *