ଆଗରୁ ମୁଁ ତାକୁ ମହମହ ହୋଇ ବାସୁଥିଲି ,କିନ୍ତୁ ଦେ-ହ ସୁଖ ନେବା ପରେ ମୋତେ ଛାଡି ଚାଲିଗଲା ଅଟୋ ଡ୍ରାଇଭର

ଗଞ୍ଜାମ ଜିଲା ପାଟପୁର ଥା-ନା ଅନ୍ତର୍ଗତ ସୁମନ୍ତପୁର ଗାଁରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ପୁଣି ଥରେ ଦେଖିବାକୁ ମିଳିଛି ଟୁଙ୍ଗୁରଭୋଳ ପରି ମାମ-ଲା। ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯା-ତନାର ଶି-କାର ହୋଇଥିବା ଅଭି-ଯୋଗ ହୋଇଛି।

ନ୍ୟା-ୟ ପାଇଁ ସୋମବାର ଦିନ ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା। ସୂଚନା ଅନୁସାରେ ସୁମନ୍ତପୁର ଗାଁର ଅଟୋ ଚାଳକ ସୁରଥ ନାଇକଙ୍କ ଅଟୋରେ ସେହି ଗାଁର ବନିତା ନାଇକ ମୁରୁଜ ବେପାର କରିବା ଲାଗି ବିଭିନ୍ନ ଗାଁକୁ ଯିବା ଆସିବା କରୁଥିଲେ।

ସେହି ସମୟ ମଧ୍ୟରେ ଅଟୋ ବଳାଙ୍କ ସହ ତାଙ୍କର ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା। ତାପରେ ଚାଳକ ଜଣକ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଆସୁଥିଲେ। ଏପରିକି ତାଙ୍କ ସହ ବିବାହ କରିବାକୁ ଚାପ ପକାଇ ଆସୁଥିଲେ ବୋଲି ନିର୍ଯା-ତିତା ମହିଳା ଜଣକ କହିଛନ୍ତି।

ଅଟୋ ଚାଳକ ଜଣଙ୍କ ମଧ୍ୟ ପୂର୍ବରୁ ପୁଣି ବିବାହିତ। ତାଙ୍କର 3ଟି ସନ୍ତାନ ଥିବାରୁ ଯୁବତୀ ଜଣକ ବିବାହ ପାଇଁ ରାଜି ହେଉ ନ ଥିଲେ। କିନ୍ତୁ ପରେ ଉଭୟ ପଳାସପୁର ଗାଁର କାଳୀ ମନ୍ଦିରରେ ବିବାହ କରିଥିଲେ। ଏହାପରେ ପରେ ଯୁବକ ଜଣକ ସେହି ମହିଳାଙ୍କୁ ଭଡା ଘରେ ନେଇ ରଖିଥିଲେ।

କିଛିଦିନ ପରେ ଯୁବକ ଜଣକ ନିର୍ଯା-ତନା ଦେବା ଆରମ୍ଭ କରିବା ସହ ଆଉ ପାଖରେ ରଖିବେନି ବୋଲି ମନା କରିଥିଲେ। ଏସବୁ ଆଉ ସହି ନପାରି ମହିଳା ଜଣଙ୍କ ପାଟପୁର ଥା-ନାରେ ଅଭି-ଯୋଗ କରିଥିଲେ। ପରେ ଅଭି-ଯୁକ୍ତ ଅଟୋ ଚାଳକ ଗି-ରଫ ହୋଇ ଜେ-ଲ ଯାଇଥିଲେ।

ଜାମି-ନରେ ଜେ-ଲରୁ ବାହାରିବା ପରେ ପୁଣି ନିର୍ଯା-ତନା ଦେଉଥିବା ମହିଳା ଜଣଙ୍କ ଅଭି-ଯୋଗ କରିଛନ୍ତି। ବର୍ତ୍ତମାନ ମହିଳା ଜଣକ ନିଜ ମାଆଙ୍କ ଘରେ ରହୁଥିବା ବେଳେ ଏବେ 5 ମାସର ଗର୍ଭ-ବତୀ ଅଛନ୍ତି। ପାଟପୁର ଥା-ନା ପୋ-ଲିସ ନ ଶୁଣିବାରୁ ନ୍ୟା-ୟ ପାଇଁ ଏବେ ମହିଳା ଜଣକ ନିଜ ମାଆ, ପରିବାରଲୋକ ଏବଂ ସାମାଜିକ କର୍ମୀଙ୍କ ସହ ଏସପିଙ୍କ ନିକଟକୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *