ମୁଁ ସିଙ୍ଗଲ ଅଛି ,ମୋତେ କଣ ଟୋକା ଅଭାବ ହେବେ ମୁଁ ବୁଢା ସହିତ ଶୋଇବି

ବନ୍ଧୁଗଣ ବର୍ତ୍ତମାନ ସମୟରେ ବିଏମ୍‌ସି ଡେପୁଟି କମିଶନରଙ୍କ ନାଁରେ ସାଙ୍ଘା-ତିକ ଅଭି-ଯୋଗ । ଆଲବମ୍ କରିବାକୁ କହି ଜଣେ ଆଲବମ୍ ହିରୋଇନଙ୍କୁ କଲେ ଅସ-ଦାଚରଣ । ଦୁ-ର୍ବ୍ୟବ-ହାର ସହ କଲେ ବ୍ଲା-କମେ-ଲିଂ । ପୀ-ଡିତା ହେଉଛନ୍ତି ଓଡ଼ିଶା ଆଲବମ୍ ଦୁନିଆର ଜଣେ ନାୟିକା ପ୍ରିୟଙ୍କା । ଏକାଧିକ ଗୀତରେ ସେ ଅଭିନୟ ମଧ୍ୟ କରିଛନ୍ତି । ନିଜ ଡ୍ୟାସିଂ ଲୁକ୍‌ ଆଉ ଆକର୍ଷଣୀୟ ଚେହେରା ପାଇଁ ସେ ଦିନେ ପାଲଟିଥିଲେ ଆଲବମ୍‌ କୁଇନ୍ । ଆଉ ଏତିକି ବେଳେ ତାଙ୍କ କ୍ୟାରିଅର ଭିତରକୁ ପ୍ରବେଶ କରନ୍ତି ଯୋଗେଶ୍ବର ନାୟକ ।

ବାବୁ ଏବେ ବିଏମସିର ବା ଭୁବନେଶ୍ବର ମହାନଗର ନିଗମ ଓ୍ବେଷ୍ଟ ଜୋନ୍ ଡେପୁଟି କମିଶନର ଯୋଗେଶ୍ବର ନାୟକ । ଯିଏ ଏହି ଆଲବମ୍‌ ଅଭିନେତ୍ରୀଙ୍କୁ ଅସ-ଦାଚରଣ କରିଛନ୍ତି ବୋଲି ଲିଙ୍ଗରାଜ ଥା-ନାରେ ଅଭି-ଯୋଗ ହୋଇଛି । ଆଉ ଏବେ ବିଏମ୍‌ସି ଡେପୁଟି କମିଶନର ଥା-ନାରେ ଅଟକ ଅଛନ୍ତି । ତ-ଦନ୍ତ କରୁଛି ଲିଙ୍ଗରାଜ ଥା-ନା ପୋ-ଲିସ । ତେବେ ଗଣମାଧ୍ୟମ ସାମ୍ନାରେ ଯୁବତୀଙ୍କ ଅଭି-ଯୋଗକୁ ସେ ଖଣ୍ଡନ କରିବା ସହ ପାଲଟା ଅଭି-ଯୋଗ ଆଣିଛନ୍ତି କମିଶନର ଯୋଗେଶ୍ବର ନାୟକ ।

ଯୋଗେଶ୍ଵରଙ୍କ କହିବା ମୁତାବକ ପୀଡ଼ିତା ପ୍ରିୟଙ୍କା ତାଙ୍କୁ ଫସେଇବା ପାଇଁ ଏସବୁ ଯୋଜନା କରି କରୁଛନ୍ତି । ପ୍ରିୟଙ୍କା କହିଥିଲେ ତାଙ୍କୁ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ । ତେବେ ଏହାର ଉତ୍ତରରେ ପ୍ରିୟଙ୍କା ମିଡ଼ିଆ ସାମ୍ନାରେ ନିଜର ପ୍ରତି-କ୍ରିୟା ରଖି କହିଛନ୍ତି ଯେ, “ମୁଁ ସିଙ୍ଗଲ ଅଛି ମୋତେ କଣ ଟୋକା ମିଳିବେନି ଯେ ମୁଁ ସେ ବୁଢା ସହିତ ଶୋଇବି । ସେ ଯୋଗେଶ୍ୱର ଲକ୍ଷେ ଟଙ୍କ ଫୋପାଡି କହିଲା ଡାଇରେକ୍ଟ ମୋ ସହ ଶୁଅ ବୋଲି । ମୁଁ ପଇସା ନେଇକି କଣ ଗୋଟେ ବୁଢ଼ା ସହିତ ଶୋଇବି ।

ମୋତେ ଯଦି ଇଚ୍ଛା ହେବ କାହା ସହିତ କିଛି କରିବାକୁ ମୋତେ କଣ ଟୋକା ଅଭାବ ହେବେ । ସେ ଯେଉଁ କହୁଛନ୍ତି ମୁଁ ପ୍ରଷ୍ଟି-ଚ୍ୟୁଟ୍ କାମ କରିଛି ତାର ତୋ କିଛି ପ୍ରମାଣ ଥିବ ନା ତାଙ୍କ ପାଖରେ । ମୋର ଗୋଟେ ସେଲୁନ ଅଛି ଆଉ ସେ କଷ୍ଟମର ହେଇକି ହିଁ ଆସନ୍ତି । ଟଙ୍କା ନେବା ସତ କିନ୍ତୁ ସେଟା ଆଲବମ୍ ସୁଟିଂ ପାଇଁ ପୁଣି ତାଙ୍କ ସ୍ତ୍ରୀ ନାଁରେ । ଆଉ ଏହାର ସୁଟିଂ ମଧ୍ଯ ସରି ଯାଇଛି । ବିବାହତି ହୋଇ ମଧ୍ୟ ସେ ମୋ ସହ ଶୋଇବା ପାଇଁ ଟଙ୍କା ଦେଉଥିଲା” ।

Leave a Reply

Your email address will not be published. Required fields are marked *