ମୁଁ କୁଆଡେ 10,000ଟଙ୍କା ଲେଖାଏଁ ନିଏ ଓ ତା ସହ 24 ଥର ଶୋଇଛି

ଆଜିକାଲି ଆମ୍ଭେମାନେ ଦୁନିଆର ବିଭିନ୍ନ ଖବର ବିଭିନ୍ନ ମାଧ୍ୟମରେ ପାଇଥାଉ।ଦୁନିଆ ଏତେ ଉନ୍ନତ ହେଲାଣି ଯେ ଗୋଟେ ଜାଗାରେ କିଛି ଘ-ଟଣା ହେଉଛି ସେହି ବିଷୟରେ ଖବର ଆମ୍ଭେ କିଛି କ୍ଷଣିକ ସମୟ ମଧ୍ୟରେ ଜାଣିପାରୁଛୁ। ପ୍ରତିଦିନ କିଛି ନା କିଛି ଘଟ-ଣା ଘଟିଥାଏ।

ଆଉ ସେହି ଘଟ-ଣା ଯଦି ସେଲେବ୍ରିଟିଙ୍କ ଉପରେ ଥିବ ତେବେ ତାହା ଜଲଦି ଚର୍ଚ୍ଚାର ବିଷୟ ପାଲଟି ଥାଏ। ପାଠକଗଣ ଆପଣମାନେ ଏହି ଖବର ସମ୍ପ-ର୍କରେ ଜାଣିଥିବେ ନିଶ୍ଚୟ ଯେଉଁଠି ଜଣେ ଲୋକ ଏକ ଅଭିନେତ୍ରୀଙ୍କ ଉପରେ ଅଭି-ଯୋଗ ଆଣିଛନ୍ତି ଯେ ସେହି ଅଭିନେତ୍ରୀ ଜଣଙ୍କ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଛନ୍ତି ବୋଲି।

ତେବେ ଏହି ଖବର ବିଷୟରେ ନିଜର ମତ ରଖିଛନ୍ତି ସେହି ଅଭିନେତ୍ରୀ ଜଣଙ୍କ।ଆସନ୍ତୁ ଜାଣିବା କ’ଣ କହିଛନ୍ତି ସେ।ସେହି ଲୋକ ଜଣଙ୍କ ପୋ-ଲିସ ପାଖରେ ଅଭି-ଯୋଗ କରିଛନ୍ତି ଯେ ଅଭିନେତ୍ରୀ ଜଣଙ୍କ ସେହି ଲୋକ ପାଖରେ ୨୪ ଥର ଶୋଇଛନ୍ତି ଏବଂ ସେ ତାଙ୍କ ପାଖରୁ ୧୦,୦୦୦ ଟଙ୍କା ଲେଖାଏଁ ନେଇଛନ୍ତି।ତେବେ ସେହି ଅଭିନେତ୍ରୀଙ୍କୁ ଏହି ସମ୍ପ-ର୍କରେ ପଚାରିବାରୁ ସେ କହିଲେ ତାଙ୍କ ଇ-ଜ୍ଜତ ଉପରେ ଆଞ୍ଚ ଆଣୁଛନ୍ତି ସେହି ଲୋକ।ତାଙ୍କ ରେପୁଟେସନକୁ ଖରାପ କରିବା ପାଇଁ ସେ ଏପରି କଥା କହୁଛନ୍ତି।

ସେ ହେଉଛନ୍ତି ଅଭିନେତ୍ରୀ ସେ ପରଦା ଉପରେ ଅଭିନୟ କରନ୍ତି।ଏମିତି ରିଏଲ ଲାଇଫରେ ଅଭିନୟ କରନ୍ତି ନାହିଁ।ସେହି ଲୋକ ଜଣଙ୍କ ଆହୁରି ଧ-ମକ ଦେଇଛନ୍ତି ଯେ ସେ ସେହି ଅଭିନେତ୍ରୀଙ୍କ ବିବାହ ହେବ ପାଇଁ ଦେବେ ନାହିଁ।ଅଭିନେତ୍ରୀ ଜଣଙ୍କ ଆହୁରି କହିଛନ୍ତି ଯେ ସେହି ଲୋକ କଣ କହିଛନ୍ତି ପୋ-ଲିସ୍ ପାଖରେ ସମସ୍ତେ ଜାଣିଛନ୍ତି।ସେହି ଲୋକ ଜଣଙ୍କ ନିଜ କଥା ଠିକ୍ କହିନାହାନ୍ତି।କେତେବେଳେ ୧୦,୦୦୦ କହୁଛନ୍ତି ତ କେତେବେଳେ ଏକ ଲକ୍ଷ ବା ସାତ ଲକ୍ଷ କହୁଛନ୍ତି।ଏଇ କଥା ସମସ୍ତେ ଜାଣିପାରୁଥିବେ ଯେ ସେ କେତେ ସତ କଥା କହୁଛନ୍ତି ବୋଲି।

Leave a Reply

Your email address will not be published. Required fields are marked *