ବାହାଘର ଭୋଜି ଚାଲୁଥିବା ବେଳେ ଝିଅକୁ ଦୁ-ଷ୍କର୍ମ କରିଥିଲା ଅଭି-ଯୁକ୍ତ, ଏନେଇ ଅଭି-ଯୋଗ ଆଣିଲେ ପରିବାର ଲୋକେ।

ପାରାଦୀପ ଅଭୟଚାନ୍ଦପୁର ଅଞ୍ଚଳରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ଏଠାରେ ଏକ 6 ବର୍ଷର ନାବା-ଳିକାକୁ କୁରୁକୁରିର ଲୋଭ ଦେଖାଇ ଦୁ-ଷ୍କର୍ମ ହୋଇଥିବା ଅଭି-ଯୋଗ ହୋଇଛି। ଅଭି-ଯୁକ୍ତକୁ ଏବେ ଗି-ରଫ କରିଛି ଅଭୟଚାନ୍ଦପୁର ପୋ-ଲିସ।

ତେବେ ସୂଚନା ଅନୁସାରେ ନାବା-ଳିକା ଜଣକ ଘର ପାଖରେ ହେଉଥିବା ଏକ ବାହାଘର ଭୋଜିରେ ବୁଲି ବୁଲି ଖେଳୁଥିଲେ। ଆଉ ସେତିକି ବେଳେ ସନିଆ ବେହେରା ନାମକ ଜଣେ ଯୁବକ ଝିଅଟିକୁ କୁରୁକୁରି ଦେବାର ଲୋ-ଭ ଦେଖାଇ ନିଜ ସାଙ୍ଗରେ ଡାକି ନେଇଯାଇଥିଲା।

ବହୁତ ସମୟ ଧରି ଝିଅ ନି-ଖୋଜ ଥିବା ଦେଖି ଘର ଲୋକ ଚାରିଆଡେ ଖୋ-ଜାଖୋ-ଜି କରିଥିଲେ। ଆଉ ଏତିକି ବେଳେ ନାବା-ଳିକାକୁ କ୍ଲବ ନିକଟରୁ ଉ-ଦ୍ଧାର କରିଥିଲେ। ଏହାପରେ ଝିଅକୁ ସବୁ କଥା ପଚାରିଥିଲେ। ଝିଅଟି ସମସ୍ତ ଘ-ଟଣା କହିବା ପରେ ଅଭି-ଯୁକ୍ତ ନାମରେ ଅଭି-ଯୋଗ କରି ଥା-ନାକୁ ଖବର ଦେଇଥିଲେ।

ଘ-ଟଣା ସ୍ଥଳରେ ଅଭୟଚାନ୍ଦପୁର ପୋ-ଲିସ ପହଞ୍ଚି ଅଭି-ଯୁକ୍ତକୁ ଗି-ରଫ କରି ଦଫା 376 ଏବି, 294 , 323 ଆଇପିସି ଏବଂ ପୋସ୍କୋ ଆକ୍ଟ ରେ କେ-ସ ରୁଜୁ କରାଯିବା ସହିତ ଅଧିକ ତ-ଦନ୍ତ ଜାରି ରଖିଛି ପୋ-ଲିସ। ଏହି ଘଟ-ଣାରେ ସମ୍ପୃକ୍ତ ଅଭି-ଯୁକ୍ତ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ନାବା-ଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *