ଲକ୍ଷେ ଟଙ୍କା ପାଇଁ ମୁଁ ବୁଢା ସହିତ ଶୋଇବି,ସେମିତି ହେଲାନି ବୋଲି ମୋତେ ପ୍ରଷ୍ଟି-ଚ୍ୟୁଟ ବନେଇ ଦେଲା

ଆଲବମ୍ ହିରୋଇନ୍ ପ୍ରିୟଙ୍କା ଦାସ ନାମକ ଜଣେ ଯୁବତୀଙ୍କୁ ଆଲବମ କରିବା ନେଇ ଦୁର୍ବ୍ୟ-ବହାର କରାଯାଇଛି । ମହିଳା କହୁଛନ୍ତି ମୁଁ ୨୦୧୦ ମସିହାରୁ ଇଣ୍ଡଷ୍ଟ୍ରିରେ କାମ କରୁଛି । ମତେ କଣ ଡାଇରେକ୍ଟର ପ୍ରଡ୍ୟୁସର ମିଳିଲେନି ନା କଣ ଯେ ମୁଁ ଗୋଟେ ବୁଢ଼ା ସହିତ ଶୋଇବି । ଗୋଟେ ଆଲବମ ପାଇଁ ପ୍ରିୟଙ୍କା ଦାସକୁ ପଇସା ଦେବ ତମର ମୁଣ୍ଡ ନାହିଁ । ଗୋଟେ ଝିଅକୁ ସେ ମିଡିଆ ସାମ୍ନାରେ ପଷ୍ଟି-ଚ୍ୟୁଟ ବୋଲି କହୁଛି । ଏମିତି କିଛି ସେ କହିଥିଲେ । ମାଡ଼ମ ଆପଣଙ୍କର ତାଙ୍କ ସହିତ ସ-ମ୍ପର୍କ କଣ ପ୍ରଶ୍ନରେ ସେ କହିଲେ କି, ସମ୍ପ-ର୍କ କଣ ସେଇଟା ମୁଁ ଆପଣଙ୍କୁ କହି ଦଉଛି ସେ ଗୋଟେ ଥର ମୋର ସେଲୁନକୁ ଆସିଥିଲା ।

ଆପଣଙ୍କର କଉଠି ସେଲୁନ? ସେ କହିଲେ କି, ଆଜ୍ଞା ମୋର ବାପୁଜୀ ନଗର ସେଲୁନ ପ୍ରିୟଙ୍କା ଦାସ କହିଲେ ସବୁ ଲୋକ ମତେ ଜାଣିଛନ୍ତି ମୁଁ କେତେ ପୁରୁଣା କଳାକାର ଆଉ କଣ । ଏଇ ଭଳି ମୁଁ ଯଦି ଧ-ନ୍ଦା କରୁଥାନ୍ତି ତାହେଲେ ମୁଁ ଦ୍ଵିତୀୟ ଅର୍ଚ୍ଚନା ନାଗ ହେଇ ଯାଇଥାନ୍ତି । ସେ ଜଉ ଷ୍ଟୋରି ବନେଇକି କହୁଛନ୍ତି ଆଜ୍ଞା ସେ ଷ୍ଟୋରି ପାଇଁ ମୋ ପାଖରେ ସମୟ ନାହିଁ ମୁଁ ଗୋଟେ ଝିଅଟେ ।

ଆଜ୍ଞା ଆପଣଙ୍କର କଣ ଅଭି-ଯୋଗ ବୋଲି ମିଡ଼ିଆ ପ୍ରଶ୍ନରେ ସେ କହିଲେ କି, ମୋର ଅଭି-ଯୋଗ ହେଲା ସେ ୨୦ ଦିନ ପୂର୍ବରୁ ମୋ ସେଲୁନକୁ ଯାଇଥିଲା ଆଉ ମୋ ପିଲା ମାନଙ୍କୁ ଖରାପ ବ୍ୟବହାର କରିକି ଆସିଛନ୍ତି । ଆଜ୍ଞା ମୁଁ ଯଦି ଆପଣଙ୍କର ପଇସା ନେଇଯିବି ଆଉ ଦେବି ନାହିଁ ଆଉ ମୁଁ ଗୋଟେ ଚୋ-ର ବୋଲି ମଧ୍ୟ ଆପଣ ଜାଣିଗଲେ ଆପଣ ପୋ-ଲିସ ଷ୍ଟେ-ସନ ଯିବେ ନା ଆପଣ ତାର ବିଜନେସକୁ ଡିଷ୍ଟର୍ବ କରିବେ । ଆପଣ ତା ଘରକୁ ଯିବେ ଯେତେବେଳେ ତା ଭାଇ ନଥିବ ।

ଆଜି କାଇଁ ସେ ଦୌଡିକି ପଳେଇଲା ମୋ ଭାଇର ଚପଲର ଆବଜଟା ଶୁଣିକି? ସିକ୍ୟୁରିଟିକୁ ଯାଇକି କହୁଛନ୍ତି ମାଡ଼ମ ମୋର ପଇସା ନେଇଯାଇଛନ୍ତି । ଏମିତି କିଛି ସେ କହିଥିଲେ । ମାଡ଼ମ ଆପଣ ତାଙ୍କ ଘରକୁ ଯାଇଛନ୍ତି କି? ସେ କହିଲେ କି, ମୁଁ ତା ଘରକୁ କେବେ ଯାଇନି କି ତାଙ୍କର କଣ ଘର ଦୁଆର ଅଛି ନ ଅଛି ସେକଥା ମଧ୍ୟ ମୁଁ ଜାଣିନି ଆଉ ମୋର ଜାଣିବାର ମଧ୍ୟ କୌଣସି ଇଚ୍ଛା ନାହିଁ । ଲକ୍ଷେ ଟଙ୍କା ପାଇଁ ମୁଁ ବୁଢା ସହିତ ଶୋଇବି । ମୋତେ କଣ ଟୋକା ଅ-ଭାବ । ଆଉ ସେମିତି ହେଲାନି ବୋଲି ହିଁ ମୋତେ ସେ ଆଜି ପ୍ରଷ୍ଟି-ଚ୍ୟୁଟ ବନେଇ ଦେଲେ ।

Leave a Reply

Your email address will not be published. Required fields are marked *