ବିନା ଚାବି ରେ କଣ BMW ଖୋଲିବ……….

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘ-ଟଣା ମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

୨୫ ନଭେମ୍ବର ୨୦୨୦ ମସିହା ଆୟବହିର ଭୂତ ସମ୍ପତି ଠୁଳ ଅଭି-ଯୋଗ ରେ ପୂର୍ବତନ IFS ଅଭୟକାନ୍ତ ପାଠକ ଙ୍କ ଘରେ ଭିଜିଲାନ୍ସ ଛାପା ମାରିଲା।ଭିଜିଲାନ୍ସ ତ-ଦନ୍ତ କଲା ଏବଂ ପ୍ରେସ ନୋଟ ନିଆ ଗଲା କି କେମିତି ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି ଅଭୟ ପାଠକ । ଏବଂ ତାଙ୍କର ସାହାଯ୍ୟ କରିଛନ୍ତି ତାଙ୍କ ପୁଅ ଆକାଶ ପାଠକ।ଏହି ଘଟନା ରେ ଉଭୟଙ୍କୁ ଗି-ରଫ କରାଗଲା।

ପରବର୍ତ୍ତୀ ସମୟରେ ଯେତେବେଳେ କ୍ରାଇମବ୍ରଞ୍ଚ୍ ତ-ଦନ୍ତ କଲା ସେତେବେଳେ କୁହାଗଲା ଟାଟା ରେ ଚାକିରି ଦେବା ନା ରେ କୋଟି କୋଟି ଟଙ୍କା ଠକି ନେଇଛନ୍ତି ଆକାଶ ପାଠକ।ପ୍ରଥମେ କ୍ରାଇମବ୍ରାଞ୍ଚ୍,ପରେ ଭିଜିଲାନ୍ସ ଏବଂ ଏବେ ED ଏହାକୁ ତ-ଦନ୍ତ କରୁଛି।ହଁ ଆଜ୍ଞା ଆକାଶ ପାଠକ ଙ୍କ କାର୍ ଟିକୁ ଓଡ଼ିଶା ବାହାରୁ ଅଣାଯାଇଛି ବୋଲି ED କହିଛି ।ଏହାକୁ ନେଇ ଆକାଶ ପାଠକ କହିଛନ୍ତି ସେ ସେହି କାର୍ ତିକୁ ସଂପୂଣ୍ଣ ଭାବେ ତାଙ୍କ ଆକାଉଣ୍ଟ ରୁ କିଣା ଯାଇଛି ବୋଲି କହିଛନ୍ତି ।

୧.୦୯.୨୦୨୦ ରେ ସେ କାର୍ ଟିକୁ କିଣା ଯାଇଛି ବୋଲି କହିଛନ୍ତି।ସେ କହିଛନ୍ତି ତାଙ୍କ ପାଖରେ ଆହୁରି ମଧ୍ୟ କାର ରହିଛି।ଯଦି ED ମାଗିବ ତାହେଲେ ସେ ଦେ ସେ ସିଜ କରନ୍ତୁ।ସେ କହିଛନ୍ତି ଯେ ଜଉ ଗାଡ଼ି ଯେବେ କିଣା ଯାଇଛି ତାହାର ପ୍ରୁଫ୍ ଭିଜିଲାନ୍ସ ଆଟଜ୍ କରି ରଖିଛି ।ଯଦି ED ସେହି କାର୍ ଜ-ବତ କରିଛି ତାହେଲେ କଣ ବିନା ଛବିରେ ସେ କାର୍ ଖୋଲିଦେଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *