ଫେ-ରାର ହୋଇଯାଇଛନ୍ତି ସୁଭଶ୍ରୀଙ୍କ ପ୍ରେମିକ ଦିବ୍ୟରଞ୍ଜନ, ଛାନବିନ ଚଳାଇଛି ପୋ-ଲିସ।:-

ଡାକ୍ତର ଶୁଭଶ୍ରୀ କରଙ୍କର ମୃ-ତ୍ୟୁ ମାମ-ଲାରେ ଦେଖାଦେଇଛି ଏବେ ଏକ ନୂଆ ମୋଡ଼। ମିଳୁନାହିଁ ଶୁଭଶ୍ରୀ କରଙ୍କ ପ୍ରେମିକର ପତ୍ତା। ମୃ-ତ୍ୟୁର 10 ଦିନ ପୂର୍ବରୁ ନିଜ ପ୍ରେମିକ ନାମରେ ଶୁଭଶ୍ରୀ ଦୁ-ଷ୍କର୍ମ ଏତ-ଲା ଦେଇଥିଲେ। ତେବେ ଶୁଭଶ୍ରୀଙ୍କ ମୃ-ତ୍ୟୁ ପଛରେ ପ୍ରେମିକର ହାତ ରହିଛି ବୋଲି ଚର୍ଚ୍ଚା ହେଉଛି। ଏବେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ପ୍ରେମିକ ଦିବ୍ୟରଞ୍ଜନଙ୍କୁ ଖୋଜିବାରେ ଲାଗିଛି।

ଏହାସହ ମୃ-ତ୍ୟୁ ହେବା ପୂର୍ବରୁ ତାଙ୍କ ସହ ନାଚୁଥିବା ଯୁବକ ଜଣକ କହିଛନ୍ତି ଯେ ଜେତେବେଳେ ସେ ଡାକ୍ତରାଣୀଙ୍କୁ ହସ୍ପିଟାଲରେ ପାର୍ଟି କରିବାକୁ ମନା କରିଥିଲେ ସେତେବେଳେ ସେ ରା-ଗିଯାଇ ପାର୍ଟି ନିଶ୍ଚିତ ହେବ ବୋଲି କହିଥିଲେ। ଏହାପରେ ଅନ୍ୟ ସଦସ୍ୟ ମାନଙ୍କ ସହ ସେ ହସ୍ପିଟାଲରେ ବହୁତ ଧୁମଧାମରେ ପାର୍ଟି କରିଥିଲେ।

ତେବେ ନୂଆବର୍ଷରେ କର୍ମଚାରୀମାନଙ୍କ ସହିତ ଡାକ୍ତରଖାନାରେ ଜିରୋ ନାଇଟ ସେଲିବ୍ରେସନ ପରେ ଶୁଭଶ୍ରୀ ନିଜ ଭଡା ଘରକୁ ଫେରିଥିଲେ। ତେବେ ପରଦିନ ତାଙ୍କର କୌଣସି ସ୍ୱର ଶବ୍ଦ ନମିଳିବାରୁ ଡାକ୍ତରଖାନା କର୍ମଚାରୀମାନେ ଡାକ୍ତରଖାନା ଉପରେ ଭଡା ଘରେ ରହୁଥିବା ଶୁଭଶ୍ରୀଙ୍କ ଘରକୁ ଯାଇ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ପରେ ପୁଲିସର ସହାୟତାରେ ଘରର କବାଟ ଭାଙ୍ଗି ତାଙ୍କର ମୃ-ତ ଦେହ ଉ-ଦ୍ଧାର କରାଯାଇଥିଲା।

ଏହାସହ ଏବେ ଖବର ମିଳିଛି ଯେ ସୁଭଶ୍ରୀଙ୍କ ପୋ-ଷ୍ଟମ-ର୍ଟମ ରି-ପୋର୍ଟ ଆସିସାରିଛି।ଶୁଭଶ୍ରୀ କରଙ୍କର ବି-ଷ ପିଇବା କାରଣରୁ ମୃ-ତ୍ୟୁ ଘଟିଛି। ପୋ-ଷ୍ଟମ-ର୍ଟମ ରିପୋ-ର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜ-ବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ।ସେପଟେ ତାଙ୍କ ରୁମ୍‌ରୁ ଏକ ଶିଶିରେ କିଛି ଗୁଣ୍ଡ ଔଷଧ ମିଳିଥିବା ବେଳେ ଶୁଭଶ୍ରୀଙ୍କ ମୋବାଇଲ୍ କଲ୍ ରେ-କର୍ଡ ଯା-ଞ୍ଚ କରାଯାଉଛି।

ସେହିପରି ମୃ-ତଦେ-ହ ନିକଟର ଏକ ବି-ଷ ବୋତଲ ଜ-ବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃ-ତ୍ୟୁ ଉକ୍ତ ବୋତଲର ବି-ଷ ଯୋଗୁ ହୋଇଛି ନା ଅନ୍ୟ କିଛି ବି-ଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଯାଞ୍ଚ ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *