ପ୍ରେମିକାର ଘର ଆଗରେ ପ୍ରେମିକର ମିଳିଲା ମୃ-ତଦେହ, ମୃତ-କଙ୍କ ଘରଲୋକ ଆଣିଲେ ହ-ତ୍ୟାର ଅଭି-ଯୋଗ

ନୂଆବର୍ଷରେ ବଲାଙ୍ଗିର ଜିଲ୍ଲା ସଦର ଥା-ନା ଦୁଆନପାଲି ଗାଁରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ପ୍ରେମିକାର ଘର ଆଗରୁ ମିଳିଲା ପ୍ରେମିକର ମୃ-ତଦେ-ହ। ଗତକାଲି ନୂଆବର୍ଷରେ ହି ଘଟିଛି ଏପରି ଦୁଃ-ଖଦ ଘ-ଟଣା।

ତେବେ ଘଟ-ଣାଟି ହ-ତ୍ୟା ନା ଆ-ତ୍ମହ-ତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କାରଣ ମୃ-ତଦେହ ପଡ଼ିଥିବା ସ୍ଥାନରୁ ଶହେ ମିଟର ଦୂରତାରେ ଛୁ-ରୀ ପଡ଼ିଥିବା ବେଳେ ଜଙ୍ଗଲରୁ ମିଳିଛି ଚପଲ। ଯୁବକଙ୍କ ମୃ-ତ୍ୟୁକୁ 2 ଦିନ ପୂରି ଯାଇଥିବା ବେଳେ ତାଙ୍କ ମୃ-ତଦେହ ସେହି ଗାଁର ପ୍ରେମିକାର ଘର ଆଗରେ ପଡ଼ି ରହିଛି।

ତେବେ ସୂଚନା ଅନୁସାରେ ମୃ-ତକ ଜଣକ ହେଉଛନ୍ତି ଦେଓଗାଁ ଥା-ନା କୁମପଥର ଗାଁର ଗାନ୍ଧି ଷଣ୍ଡ। ସେ ସ୍ଥାନୀୟ କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଯୁବତୀ ଜଣକ ମଧ୍ୟ ସେହି ଯୁବକଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକେ ଜାଣିବା ପରେ ସଂପର୍କକୁ ଗ୍ରହଣ କରିନଥିଲେ।

ତାପରେ ଗତ ନୂଆଖାଇ ଦିନ ପ୍ରେମିକ ଏବଂ ପ୍ରେମିକା ବି-ଷ ପିଇ ଆ-ତ୍ମହ-ତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ପରିବାର ଲୋକ। ଏହାପରେ ଯୁବତୀଙ୍କ ପରିବାର ଲୋକ ସେହି ଯୁବକଙ୍କ ସହ ମିଳାମିଶା କରିବାକୁ ରୋକ ଲଗାଇଥିଲେ।

ତେବେ ଏତେ ଦିନ ପରେ ନୂଆ ବର୍ଷରେ ପ୍ରେମିକାକୁ ଦେଖା କରିବ ପାଇଁ ଆସିଥିଲେ ଗାନ୍ଧୀ ଷାଣ୍ଢ। ତେବେ ଯୁବକ ଜଣକ କେବଳ ଦେଖା କରିବାକୁ ଆସିଥିଲେ ନା ଝିଅକୁ ନେଇ ଫେ-ରାର ହେବାକୁ ଯୋଜନା କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ତେବେ ଗତକାଲି ସକାଳେ ପ୍ରେମିକାଙ୍କ ଘର ସମ୍ମୁଖରେ ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ଯୁବକଙ୍କୁ ଦେଖି ପୋ-ଲିସକୁ ଲୋକମାନେ ଖବର ଦେଇଥିଲେ। ଫଳରେ ଘ-ଟଣା ସ୍ଥଳରେ ପୋ-ଲିସ୍‌ ପହଞ୍ଚି ତଦ-ନ୍ତ ଆରମ୍ଭ କରିଛି। ଆଜି ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଯାଇଛି।

ତେବେ ତ-ଦନ୍ତ ପରେ ହିଁ ଏହା ହ-ତ୍ୟା ନା ଆ-ତ୍ମହ-ତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋ-ଲିସ କହିଛି। ଏପଟେ ମୃତ-କଙ୍କ ପରିବାର ଲୋକ ଅଭି-ଯୋଗ କରିଛନ୍ତି ଯେ ଝିଅର ଘର ଲୋକେ ପୁଅକୁ ମା-ରିବା ପରେ ତା ପେଟରେ ଛୁ-ରୀ ଭୁସି ଦେଇଛନ୍ତି।
ତେବେ ପ୍ରକୃତରେ କାହା କଥା ସତ , କାହା କଥା ମି-ଛ, ଯୁବକଙ୍କ ମୃ-ତ୍ୟୁ ହ-ତ୍ୟା ନା ଆ-ତ୍ମହ-ତ୍ୟା ଏସବୁ ପ୍ରଶ୍ନର ଉତ୍ତର ପୋ-ଷ୍ଟମ-ର୍ଟମ ରି-ପୋର୍ଟ ଏବଂ ତ-ଦନ୍ତ ପରେ ହିଁ ଜଣାପଡିବ।

Leave a Reply

Your email address will not be published. Required fields are marked *