ସ୍ବାମୀ ସ୍ତ୍ରୀକୁ କହୁଛି ପର ପୁରୁଷକୁ ଦେହ ଦେଖା,ଆମେ ରୋଜଗାର କରିବା ।

ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳି ଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।ବାପା ମା ମାନେ ପିଲା ମାନଙ୍କ ପାଇଁ ଜୀବନ ସାଥି ଖୋଜୁଥିଲେ ।କିନ୍ତୁ ଏବେ ସବୁ ବଦଳିଗଲାଣି।ଏବେ ପିଲାମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।ପୁଅମାନେ ଝିଅ ମାନଙ୍କୁ ମିଠା ମିଠା କଥାରେ ଫସାଇ ବିବାହ କରୁଛନ୍ତି।ବିବାହର କିଛି ମାସ ହସ ଖୁସିରେ ରହିଲା ପରେ ଆଉ ସେ ହସ ଖୁସି ରହୁନାହିଁ।ଏଭଳି ଅନେକ ଘଟଣା ସବୁଦିନ ନ୍ୟୁଜ୍ କିମ୍ବା ଖବରକାଗଜ ରୁ ଜାଣିବାକୁ ମିଳିଥାଏ।କିନ୍ତୁ ଏପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।

ହଁ ଆଜ୍ଞା ଏହିପରି ଏକ ଅବିଶ୍ବାସନୀୟ ଘଟଣା ଘଟିଯାଇଛି ଉତ୍ତରପରଦେଶର ଲକ୍ଷ୍ନୌରେ । ସ୍ବାମୀ ସ୍ତ୍ରୀକୁ କହୁଛି ପର ପୁରୁଷକୁ ଦେହ ଦେଖା।ଭିଡିଓ କଲରେ ପରପୁରୁଷକୁ ଦେହ ଦେଖାଇ ମୁଁ ହେବି କୋଟିପତି। ପରକୁ ଦେହ ଦେଖାଇବାକୁ ବାଧ୍ୟ ହେଲା ସ୍ବାମୀ। ଉତ୍ତରପରଦେଶର ଲକ୍ଷ୍ନୌରେ ଏହିପରି ଏକ ବିରଳ ଘଟଣା ଆଗକୁ ଆସିଛି। ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ବେଶ୍ୟା ବୃତ୍ତି ପାଇଁ ବାଧ୍ୟ କରୁଥିବାରୁ କୋର୍ଟରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏମିତି କି ଯେ ସେ ମହିଳା ଜଣକ ଆଗରୁ ଫୋନ୍ କଲ ମାଧ୍ୟମରେ ଅନେକ ପୁରୁଷକୁ ଟାର୍ଗେଟ କରି ପଇସା କମାଉଥିଲେ।

ସେ ମହିଳା ଜଣକ ସୋସିଆଲ ମିଡିଆ ରେ ଗୋଟିଏ ଆପ ବାହାର କରିଥିଲେ।ଏହି ଆପରେ ସେ ପୁରୁଷଙ୍କ ସହ ଅଶ୍ଲୀଳ ବାର୍ତ୍ତାଳାପ କରି ଭିଡିଓ କଲ କରି ଅର୍ଥ ଉପାର୍ଜନ କରୁଥିଲେ।ଏଥିରୁ ସେ ୮୦,୦୦୦ ରୁ ୧୦ ଲକ୍ଷ୍ୟ ଟଙ୍କା ଉପାର୍ଜନ କରିଥିଲେ।ସେ କୁହନ୍ତି ସେ ସୋସିଆଲ ମିଡିଆରେ ସେ ଫଟୋ ପୋଷ୍ଟ କରିଥିଲେ ତାଙ୍କ ସ୍ଵାମୀ ପଚାରିବାରୁ ସେ ସେଥିରୁ ଲାଇକ ଆଉ କମେଣ୍ଟ ଆସିବ ବୋଲି କହିଥିଲେ।ଆଉ ସେଥିରୁ ଅର୍ଥ ଆସିଥାଏ ବୋଲି ସେ ସ୍ବାମୀକୁ କହିଥିଲେ।ଏହିପରି ସେ ତାଙ୍କ ସ୍ଵାମୀକୁ ଚକମା ଦେଉଥିଲେ।

ଏହିପରି ସେ ମହିଳା ଜଣକ ସହ ଭିଡିଓ କଲରେ ଅର୍ଦ୍ଧ ନଗ୍ନ ଅବସ୍ଥାରେ କଥା ହେଉଥିଲେ ମାତ୍ର ସେ ପୁରୁଷ ଜଣକ ସେହି ଭିଡ଼ିଓ କଲରେ କିଛି ସ୍କ୍ରିନସର୍ଟ ନେଇ ଯାଇଥିଲେ।ତାପରେ ସେ ପୁରୁଷ ମହିଳାଙ୍କୁ ଦେଖା କରିବାକୁ କହିଥିଲେ ସେ ମନା କରିବାରୁ ସେ ଫଟୋ କୁ ତାଙ୍କ ସ୍ବାମୀଙ୍କ ନିକଟକୁ ପଠାଇ ଦେଇଥିଲେ।ଏହା ଜାଣି ସେ ନିଜ ସ୍ତ୍ରୀ କୁ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରି ଅର୍ଥ ଉପାର୍ଜନ କରିବାକୁ ବାଧ୍ୟ କରିଥିଲେ।ଏଥିପାଇଁ ମହିଳା ଜଣକ ଛାଡପତ୍ର ପାଇଁ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *