ବାପ ବୟସର ଲୋକ ମୋ ଉପରେ ଶୋଇଲେ ମୋତେ ବହୁତ କଷ୍ଟ ହୁଏ।

ବର୍ତମାନ ସମୟରେ ସବୁଠାରୁ ମହତ୍ତ୍ଵ ପୂର୍ଣ୍ଣ ବସ୍ତୁ ହେଉଛି ଟଙ୍କା,ଯାହାପାଖରେ ଯେତେ ପରିମାଣରେ ଟଙ୍କା ଅଛି ତାହାର ବର୍ତ୍ତମାନ ର ଦୁନିଆରେ ସେତେ ଚିହ୍ନା ମଧ୍ୟ ରହିଛନ୍ତି ।ଯେଉଁମାନଙ୍କ ପାଖରେ ଏହା ଅନେକ ପରିମାଣରେ ଥାଏ ତା ପାଖରେ ଅନେକ ସମୟରେ ଭିଡ ଲାଗି ରହିଥାଏ କାରଣ କଥାରେ ଅଛି ” ସମ୍ପଦ କାଳେ ସର୍ବେ ସଖା,ବିପଦେ ନ ଦିଅନ୍ତି ଦେଖା” ଏହା ମୂଲ୍ୟ ଯାହା ପାଖରେ ପ୍ରଚୁର ମାତ୍ରାରେ ଧନ ସମ୍ପଦ ରହିଥାଏ ତା ଠାରୁ କିଛି ପାଇବା ଆଶା ରେ ସମସ୍ତେ ତା ପାଖରେ ଭିଡ଼ ଜମାଉ ଥାନ୍ତି।

କିନ୍ତୁ ଯାହା ପାଖରେ କମ୍ ପରିମାଣରେ ଧନ ସମ୍ପଦ ଥାଏ ତା ପାଖକୁ କେହି ଯାଇ ନଥାନ୍ତି କାରଣ ତା ପାଖକୁ ଗଲେ ସିଏ କିଛି ମାଗି ଦବ ବୋଲି ଭାବିଥାନ୍ତି।ଯାହା ପାଖରେ ଟଙ୍କା ନଥାଏ ସିଏ ଅନେକ ପ୍ରକାର ଚେଷ୍ଟା କରିଥାଏ ଯାହାଦ୍ଵାରା ସେ ତାର ପରିବାରର ଭରଣ ପୋଷଣ କରିଥାଏ

ସେଥିପାଇଁ ତାକୁ ବହୁତ ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏଥିପାଇଁ ମଣିଷ ଅନେକ ପ୍ରକାରର ଖରାପ ବୃତ୍ତି କୁ ମଧ୍ୟ ଆପଣାଇଥାଏ।ଏଥିରେ ଚୋରି, ଦେହ ବ୍ୟବସାୟ , ଗୁଣ୍ଡା ଗିରି ଭଳି ରାସ୍ତା ଆପଣେଇଥାଇ ।ଯାହାଦ୍ଵାରା ସେ ଲୋକଙ୍କ ଆଗରେ ନିଜର ଭଲ ପରିଚୟ ହରାଇ ବାକୁ ବାଧ୍ୟ ହୋଇଥାଏ।

ଏହିଭଳି ଅସୁବିଧା ର ସମ୍ମୁଖୀନ ହୋଇ ଜଣେ ମହିଳା ଦେହ ବ୍ୟବସାୟ ର ରାସ୍ତା କୁ ଆପଣେଇଛନ୍ତି ।ସେ କହିଛନ୍ତି କି ସେ କାମ ପାଇଁ ଅନେକ ଘର ସଂସ୍ଥା ଏବଂ ଅନେକ ଜାଗାକୁ ଯାଇଛନ୍ତି। କିନ୍ତୁ ସେଠାରୁ ସେ ଖାଲି ହାତରେ ଫେରିଥିବା କହିଛନ୍ତି କେହି ତାଙ୍କୁ କାମ ନ ଦେବାରୁ ବାଧ୍ୟ ହୋଇ ଶେଷରେ ସେ ଦେହ ବ୍ୟବସାୟ କୁ ନିଜର ବୃତ୍ତି କରିଛନ୍ତି।ସେଥିରୁ ଆସୁଥିବା ଟଙ୍କାରେ ତାଙ୍କ ଘର ଚଳାଇବା ସହ ତାଙ୍କ ପିଲାକୁ ମଧ୍ୟ ଶିକ୍ଷା ଦେବାରେ କେବେ ଉଣା କରିନାହାନ୍ତି।ସେ କହିଛନ୍ତି କି ମୁଁ ମହା ଦେହ ସୁଖ ପାଇଁ ଏହି ରାସ୍ତାକୁ ଆପଣେଇ ନଥିଲି ,ବରଂ ମୁ ପରିସ୍ଥିତିରେ ପଡି ଏହି ରାସ୍ତା କୁ ବାଛିଥିଲି।

ମଣିଷ ପରିସ୍ଥିତିରେ ପଡିଲେ ସେ କଣ କଲେ ଠିକ୍ ହେବ ଏବଂ କଣ କଲେ ଭୁଲ ହେବା ତାହାର ସଂଜ୍ଞା ସେ ହରାଇ ସରିଥାଇ ଯାହା ଦ୍ଵାରା ଅଧିକାଂଶ କ୍ଷେତ୍ରରେ ଭୁଲ ରାସ୍ତାକୁ ବାଛି ବାକୁ ବାଧ୍ୟ ହୋଇଥାଏ।ସେ ମହିଳା ଜଣକ କହିଛନ୍ତି ଯେ ସେ ଯେତେବେଳେ କାମ ପାଇଁ କୌଣସି କାଯ୍ୟାଳୟ କୁ ଯାଉଥିଲେ।ସେଠାରେ ତାଙ୍କ ସହ ଖରାପ ବ୍ୟବହାର କରାଯାଉଥିଲା ଏବଂ ତାଙ୍କ ଶରୀର ରେ ହାତ ମାରୁଥିଲେ। ଯାହାଦ୍ଵାରା ସେ ତାଙ୍କ ଚିନ୍ତା ଧାରା ଜାଣି ପାରି ସେଠାରୁ ଫେରି ଆସୁଥିଲେ ପରେ ବାଧ୍ୟ ହୋଇ ସେ ଏହି ରାସ୍ତାକୁ ବାଛିଥିଲେ।

ସେ ଏଥିପାଇଁ କାହାକୁ ଦୋଷ ଦେଉନାହାନ୍ତି ।ସେ ଏଥିପାଇଁ ନିଜ ଭାଗ୍ୟ କୁ ଦୋଷ ଦେଉଛନ୍ତି ଏବଂ କହିଛନ୍ତି କୁ ଭାଗ୍ୟରେ ଦେହ ଜୀବି ହେବାର ଥିଲା କାହାପାଇଁ ମୁଁ ଆଜି ଏ ଅବସ୍ଥାରେ ରହିଛି।ସେ କହିଛନ୍ତି କି ଯେତେବେଳେ ସେ ଦେହଜୀବୀ ଜୀବନ ଆରମ୍ଭ କଲେ ସେତେବେଳେ ତାଙ୍କ ପାଖକୁ ବୟସ୍କ ଲୋକମାନେ ଯାଉଥିଲେ।

ଯାହାଦ୍ଵାରା ତାଙ୍କୁ ବହୁତ ଖରାପ ଲାଗୁଥିଲା ଏବଂ ସେ କହିଛନ୍ତି କି ଯେତେବେଳେ ବୟସ୍କ ଲୋକମାନେ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ। ତାଙ୍କୁ ତାଙ୍କ ବାପାଙ୍କ ସହ ଶାରୀରିକ ସଂପର୍କ ରଖିବା ଭଳି ମନେ ହେଉଥିଲା। ଏଥିପାଇଁ ସେ ବହୁତ୍ କାନ୍ଦିଛନ୍ତି ମଧ୍ୟ ,କିନ୍ତୁ କଣ ହେବ ଟଙ୍କା ପାଇଁ ସେ ଏହା କରିବାକୁ ବାଧ୍ୟ ହେଲେ ।

Leave a Reply

Your email address will not be published. Required fields are marked *