“ଜନସାଧାରଣଙ୍କ ସାମ୍ନାରେ ଚାଲିକି kiss ଦିଆ ଦି ହେଉଥିଲେ..ଗାଡ଼ିରୁ ଓହ୍ଲେଇକି ଢ଼ୋ କି ଦେଲି କାନ୍ଦି କାନ୍ଦି ଗଲେ”

ଆପଣମାନେ ତ ଦୁନିଆରେ ଚାଲିଥିବା ସବୁ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ପର୍କରେ କିଛି ନା କିଛି ଜାଣିଥିବେ ନିଶ୍ଚୟ।ସବୁ ଦେଶରେ ନିଜର ସ୍ଵତନ୍ତ୍ର ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି।ଆମ ଭାରତ ଦେଶରେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି।ତେବେ ଆଜି କାଲି ଯେଉଁ ଫିଲ୍ମ ଇଣ୍ଡଷ୍ଟ୍ରି ପୁରା ଭାରତରେ ଚହଳ ସୃଷ୍ଟି କରିଛି ସେହି ଇଣ୍ଡଷ୍ଟ୍ରି କୁ ତ ଆପଣମାନେ ନିଶ୍ଚୟ ଅତି ଭଲ ଭାବରେ ଜାଣିଥିବେ। ହଁ,ଆଜ୍ଞା ପାଠକ ଗଣ ଆପଣ ମାନେ ଯେଉଁ ଇଣ୍ଡଷ୍ଟ୍ରି କଥା ଭାବୁଛନ୍ତି ମୁ ବି ସେହି ଇଣ୍ଡଷ୍ଟ୍ରି କଥା କହୁଛି।ସେହି ଇଣ୍ଡଷ୍ଟ୍ରି ଟି ହେଉଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଅର୍ଥାତ ଓଲିଉଡ।ଏବେ ଓଲିଉଡର ଏକ ଫିଲ୍ମ ଦମନ ପୁରା ଦେଶରେ ଲୋକପ୍ରିୟତା ସାଉଁଟିବାରେ ଲାଗିଛି।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ତେବେ ଆଜି ଆମେ ଯେଉଁ ଖବର ନେଇ ଆସିଛୁ ସେହି ଖବରଟି ହେଉଛି ଏହି ଇଣ୍ଡଷ୍ଟ୍ରିରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ଜଣେ ଅଭିନେତା ଏହି ସମ୍ପର୍କ ରେ କିଛି କହିଛନ୍ତି।ସେହି ଅଭିନେତା ଜଣଙ୍କ କହିବା ଅନୁସାରେ ସେ ଅନୁପମ ଖେର୍ ଙ୍କୁ ଦେଖି ଭିଲିଆନ୍ ହବା ପାଇଁ ଭାବିଥିଲେ।ବହୁତ ଲୋକ ତାଙ୍କୁ ପୋଜିଟିଭ ରୋଲ୍ କରିବା ପାଇଁ କହିଥିଲେ ହେଲେ ସେ ନେଗେଟିଭ ରୋଲ୍ କରିବା ପାଇଁ ଚାହିଁଥିଲେ।ତେବେ ସେହି ଅଭିନେତାଙ୍କ କହିବା ଅନୁଯାୟୀ ଯେତେ ପର୍ଯ୍ୟନ୍ତ ଦମନ ଏବଂ ପ୍ରତୀକ୍ଷା ଭଳି ଫିଲ୍ମ ସବୁ ତିଆରି ହେଉଥିବ ସେତେ ପର୍ଯ୍ୟନ୍ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗେଇ ଚାଲିଥିବ।

ସେ ଲଭ୍ ଷ୍ଟୋରି କିଛି କାମ କୁ ନାହିଁ।ଆଗରୁ ସବୁ ଓଡ଼ିଆ ଫିଲ୍ମ ଗୁଡ଼ିକ ଅଲଗା ହିନ୍ଦୀ ଫିଲ୍ମ କିମ୍ବା ତେଲୁଗୁ ଫିଲ୍ମର ରିମେକ କରୁଥିଲେ ସେଥି ପାଇଁ କେହି ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁନଥିଲେ।ଆମ ଭଳି ଅଭିନେତା ମାନଙ୍କ ଘରେ ଆଉ ଖାଇବା ପାଇଁ କିଛି ନାହିଁ ଯେହେତୁ ଫିଲ୍ମ ଭଲ ସେ ଚାଲୁନଥିଲା ବୋଲି କହିଛନ୍ତି ସେହି ଅଭିନେତା ଜଣଙ୍କ।ସେ କହିଲେ ଯେ ସେମାନେ ବହୁତ ପରିଶ୍ରମ କରି ଫିଲ୍ମରେ ନାମ କରିଥିଲେ ,ପରେ ନାମ ହୋଇଗଲା ପରେ ଆଉ ଫିଲ୍ମ ଚଳିଲାନି।କିନ୍ତୁ ଏବେ ସବୁ ଫିଲ୍ମ ଚାଲିବ ଯେଉଁ ଫିଲ୍ମ ସତ କଥା ଉପରେ ଆଧାରିତ ଥିବ ଏବଂ ଲୋକ ମାନଙ୍କର ମନ ଜିତି ପାରୁଥିବ।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ସେ ଆହୁରି କହିଥିଲେ ଯେ ଅମେୟ ପଟ୍ଟନାୟକ ଯିଏ ଜଗନ୍ନାଥଙ୍କ ଉପରେ ଆଧାରିତ ଫିଲ୍ମ ଗୁଡ଼ିକ କରି ଫିଲ୍ମ ହଲ୍ ସବୁ ଲୋକଙ୍କୁ ଭର୍ତ୍ତି କରିଦେଉଥିଲେ ସେହିପରି ତାଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ ମଧ୍ୟ ଦମନ ଭଳି ଫିଲ୍ମ କରି ପୁରା କମାଲ କରିଦେଲେ।ତେବେ ସେ ଓଡ଼ିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ଓଡ଼ିଆ ସଭ୍ୟତାକୁ ବଞ୍ଚାଇବା ପାଇଁ।ସେ କହିଲେ ସେ ଥରେ ଯାଉଥିଲେ ରାସ୍ତାରେ କିଟ୍ କଲେଜ ପାଖରେ ପବ୍ଲିକରେ ଦୁଇଜଣ ପୁଅ ଝିଅ କିସ୍ ଦିଆ ଦେଇ ହେଉଥିଲେ ସେ ସେଠି ଓହ୍ଲାଇ ସେମାନଙ୍କୁ ଢୋ ଢୋ କରି ଦୁଇ ଚାପୁଡ଼ା ବସାଇଥିଲେ। ଏ ଗୁଡା ସବୁ ଜନସାଧାରଣରେ କରିବା ଠିକ୍ ନୁହେଁ ବୋଲି କହିଥିଲେ ସେ।

Leave a Reply

Your email address will not be published. Required fields are marked *