ସ୍ୱାମୀର ମୁଣ୍ଡକୁ ଗଣ୍ଡିରୁ ଅଲଗା କଲା ସ୍ତ୍ରୀ ।ସୁମିତ୍ରାକୁ ଡରାଉଛି ଏବେ ସେହି କ-ଟାମୁ-ଣ୍ଡ ।

ତେବେ ବନ୍ଧୁଗଣ ନିକଟରେ ଦେଖିବାକୁ ମିଳିଛି ପର-କୀୟା ପ୍ରୀତିର ପୁଣିଥରେ କରୁଣ ପରିସ୍ଥିତି । ବାଲେଶ୍ୱର ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହ-ତ୍ୟା ଅଭି-ଯୋଗରେ ମୃତ-କଙ୍କ ସ୍ତ୍ରୀ ସୁମିତ୍ରା ନାୟକ ଓ ତାଙ୍କ ପ୍ରଥମ ସ୍ୱାମୀ ଫକୀର ନାୟକଙ୍କୁ ଗି-ରଫ କରିଛି ପୁଲିସ । ଗତ ସପ୍ତାହରେ ଏକ ମୁଣ୍ଡ ବିହୀନ ମୃ-ତଦେହ ମିଳିଥିଲା ଓ ପରେ ତାଙ୍କୁ ହ-ତ୍ୟା କରାଯାଇଥିବା ଜଣା ପଡିଥିଲା । ମୃ-ତକ ଜଣକ ଶ୍ରୀଧର ଦଳ ବେହେରା ବୋଲି ଜଣାପଡିଛି । ନଭେମ୍ବର ୧୨ରେ ବାଲେଶ୍ୱର ସହର ନିକଟ ଖାନନଗର ଶ-ବଦାହ ଗୃ-ହ ନିକଟରୁ ଶ୍ରୀଧରଙ୍କ ମୁଣ୍ଡ ବିହୀନ ମୃ-ତଦେହ ମିଳିଥିଲା । ସେଠାରୁ ୯୦ କିଲୋମିଟର ଦୂର ଛତାବର ନିକଟରୁ ପୁ-ଲିସ କଟା ମୁଣ୍ଡ ପାଇଥିଲା ।

ସୂଚନା ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀ ଓ ମୃତକ ନୟାଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ବସୁଧା ପ୍ରକଳ୍ପ ନିର୍ମାଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ପ୍ରାଥମିକ ଅନୁସ-ନ୍ଧାନରୁ ଜଣାପଡିଛି ଯେ କିଛି ବିବାଦକୁ ନେଇ ଶ୍ରୀଧରଙ୍କୁ ଅତି ନି-ର୍ମମ ଭାବରେ ହ-ତ୍ୟା କରା ଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ସୁମିତ୍ରା ଓ ଫକୀର ବିବାହିତ ହୋଇଥିଲେ ମଧ୍ୟ ଶ୍ରୀଧରଙ୍କ ସହ ସୁମିତ୍ରାଙ୍କ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥିଲା ।

ଆଉ ଶେଷରେ ବହାହୋଇ ଉଭୟ ଏକାଠି ରହିଥିଲେ । ଫଳରେ ପ୍ରଥମ ସ୍ୱାମୀ ଫକୀର ନିଜ ଗାଁକୁ ପଳେଇ ଯାଇଥିଲେ । ନଭେମ୍ବର ୫ରେ ଶ୍ରୀଧର ସୁମିତ୍ରାଙ୍କୁ କୌଣସି କାରଣକୁ ନେଇ ପ୍ରବଳ ମା-ଡ଼ ମା-ରିଥିଲେ । ପର-କୀୟା ପ୍ରୀ-ତି ପାଇଁ ସ-ନ୍ଦେହ କରି ଶ୍ରୀଧର ପ୍ରାୟ ସମୟରେ ମ-ଦ ନି-ଶାରେ ସୁମିତ୍ରାଙ୍କୁ ମା-ର୍‌ପି-ଟ୍‌ କରୁଥିଲେ । ଏପରିକି ନିଜର ଛୋଟ ପିଲାକୁ ମଧ୍ୟ ମା-ରି ଦେବାକୁ ଶ୍ରୀଧର ଉଦ୍ୟମ କରିଥିଲେ ବୋଲି ମଧ୍ୟ ଅଭି-ଯୋଗ ହୋଇଛି । ଏଥିରେ ଉତକ୍ଷୀପ୍ତ ହୋଇ ଶେଷରେ, ଗତ ୧୧ ତାରିଖ ରାତିରେ ଶ୍ରୀଧର ଶୋଇଥିବା ଅବସ୍ଥାରେ ସୁମିତ୍ରା ଏକ ଧାରୁଆ କୁରାଢ଼ୀ ସାହାଯ୍ୟରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ ।

ଆଉ ହ-ତ୍ୟା କରିବା ପରେ ତା ପରଦିନ ପୂର୍ବ ସ୍ୱାମୀ ଫକୀର ନାୟକଙ୍କୁ ସୁମିତ୍ରା ଡାକି ମୁଣ୍ଡ ବିହୀନ ମୃତଦେହକୁ ବାଲେଶ୍ଵରର ଖାନନଗରରେ ପକାଇ ଦେଇଥିଲେ । ଏହାସହ କଟା ମୁଣ୍ଡକୁ ଏକ ବ୍ୟାଗରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇ ଦେଇଥିଲେ । ଆଉ ଏବେ କୁଆଡେ ଶୁଣିବାକୁ ମିଳୁଛି ସୁମିତ୍ରାଙ୍କୁ ଡ-ରାଉଛି ସେହି କଟା ମୁ-ଣ୍ଡ । କାରଣ ଫିଙ୍ଗିବାକୁ ଗଲା ବେଳେ ସ୍ତ୍ରୀ ସୁମିତ୍ରା ସେଇ କଟାମୁଣ୍ଡ ଭର୍ତି ଆଖାକୁ କୋଳରେ ଧରି ବସିଥିଲା । ଆଉ ସେସବୁ ସ୍ବପ୍ନରେ ଭାବି ଭାବି ଭ-ୟରେ ବାଉଳି ହେଉଛି ଏବେ ସୁମିତ୍ରା ।

Leave a Reply

Your email address will not be published. Required fields are marked *