ଖଗେଶ୍ୱରଙ୍କୁ ଉଠାଇନେଲା ଇଡି, ଗି-ରଫ ହେବାପରେ ଚାଲିଛି ପଚ-ରାଉ-ଚରା

ଲେଡି ବ୍ଲା-କମେ-ଲର ଅର୍ଚ୍ଚନାଙ୍କ ମାମ-ଲାକୁ ନେଇ ଏବେ ନୂଆ ବଡ଼ ଖବର ସାମ୍ନାକୁ ଆସିଛି। ଏହି ମାମ-ଲାରେ ଇଡି ଏକ ବଡ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଛି। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଏବେ ଉଠାଇ ନେଇଛି ଇଡି। ବେଆ-ଇନ ଅର୍ଥ କାରବାର ମାମ-ଲାରେ ଖଗେଶ୍ବର ଅର୍ଚ୍ଚନାଙ୍କର ଥିଲେ ସହଯୋଗୀ।

ଖଗେଶ୍ବରଙ୍କୁ ଇଡି ଉଠାଇନେବା ସହ ତାଙ୍କ ଘରେ ଏବଂ କାର ସୋରୁମରେ ଚଢ଼ାଉ କରିଥିଲା। ଅର୍ଚ୍ଚନାଙ୍କ ଘର ନିକଟରେ ଥିବା ନାଲି ରଙ୍ଗର କାରକୁ ମଧ୍ୟ ଯା-ଞ୍ଚ କରିଛି ଇଡି। ଯାଞ୍ଚ କଲା ବେଳେ କାର ଭିତରୁ ଏକ ଛୁ-ରୀ, ଗୋଟିଏ ନକଲି ବ-ନ୍ଧୁକ ଏବଂ କିଛି କାଗଜପତ୍ର ମିଳିଛି।

ଏହାସହ ଅର୍ଚ୍ଚନା ନାଗଙ୍କ ପୈତୃକ ଘରେ ମଧ୍ୟ ଇଡି ଚଢ଼ାଉ କରିଛି। କଡ଼ା ସୁର-କ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ ଯା-ଞ୍ଚ କରୁଛନ୍ତି। ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ 6 ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତରେ ଲାଗିଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ଆର୍ଥିକ କାରବାରରେ ମଧ୍ୟ ଖୋଳତାଡ଼ ଚାଲିଛି। ଚଢ଼ାଉ ପରେ ମଧ୍ୟ ଇଡି ନଜରରେ ଆହୁରି 10ରୁ ଅଧିକ ବ୍ୟକ୍ତି ଅଛନ୍ତି।

Leave a Reply

Your email address will not be published. Required fields are marked *