ସ୍ତ୍ରୀ ଦେଲା ସ୍ୱାମୀକୁ ଧୋ-କ୍କା, ସ୍ୱାମୀ ସାଙ୍ଗ ସହ ଲୁ-ଚି ଲୁ-ଚି କରୁଥିଲା ଖେଳ

ଆଜିକାଲିର ସମାଜରେ ସ୍ୱାମୀ-ସ୍ତ୍ରୀର ସ-ମ୍ପର୍କ ଏକ ଖେଳ ପାଲଟିଗଲାଣି। ସ୍ୱାର୍ଥ ପୂରଣ ହୋଇଗଲେ ନିଜ ସାଥିକୁ ଛାଡ଼ିଦେଉଛନ୍ତି ଲୋକେ। ପର ପୁରୁଷ ତଥା ନାରୀ ସହ ସ-ମ୍ପର୍କ ରଖି ନିଜ ସାଥିକୁ ଦେଉଛନ୍ତି ଧୋ-କ୍କା। ସମାଜରେ ମାଟିରେ ମିଶାଉଛନ୍ତି ନିଜର ସମ୍ମାନ। ତେବେ ଏହି ପରି ଏକ ଖବର ଭଦ୍ରକ ଜିଲ୍ଲାରୁ ଶୁଣିବାକୁ ମିଳିଛି।

ସ୍ୱାମୀକୁ ଛାଡ଼ିଦେଇ ସାଙ୍ଗ ସହ ଶୋଇଲା ସ୍ତ୍ରୀ। ସ୍ୱାମୀକୁ ଦେଲା ଧୋ-କ୍କା, ସ୍ୱାମୀର ସାଙ୍ଗ ସହ କଲା ରୋ-ମାନ୍ସ। ସାଙ୍ଗ ସହ ସ୍ତ୍ରୀକୁ ଚିହ୍ନା କରେଇବା ପଡିଗଲା ମହ-ଙ୍ଗା।ସାଙ୍ଗ ସାଙ୍ଗ କହି ସ୍ତ୍ରୀକୁ ପ-ଟେଇ ଶୋଇଲା ଧୋ-କ୍କାବା-ଜ ସାଙ୍ଗ। ପର ପୁରୁଷ ସହ ସ-ମ୍ପର୍କ ରଖି ନିଜ ସ୍ୱାମୀକୁ ମି-ଛ କେ-ସରେ ଫ-ସାଇ ଜେ-ଲକୁ ପଠାଇଦେଇଛି ସ୍ତ୍ରୀ।

ତେବେ ଶାଶୁଙ୍କ କହିବା ଅନୁସାରେ ଏପରି ମହିଳା କାହାର ସ୍ତ୍ରୀ ହୋଇପାରିବ ନାହିଁ। କାହାର କୂଳବଧୁ ହୋଇପାରିବ ନାହିଁ। ଏପରି ମହିଳା ବେ-ଶ୍ୟା ଠାରୁ କମ ନୁହନ୍ତି। ପୁଅକୁ ବାହା ହୋଇ ପୁଅ ନାମରେ ସିନ୍ଦୁର ଲଗାଇ ପରପୁରୁଷକୁ ଦେଉଥିଲା ନିଜର ଶରୀର

ତେବେ ଖବର ଅନୁସାରେ ସ୍ୱାମୀର ନାମ ବିଶ୍ୱରଞ୍ଜନ ଦାସ, ସ୍ତ୍ରୀ ର ନାମ ଶୁଭଶ୍ରୀ ଦାସ ଏବଂ ସେହି ପର ପୁରୁଷର ନାମ ହେଉଛି ଚନ୍ଦନ ଦାସ। ସ୍ୱାମୀ ସହ ସାଙ୍ଗ ହେବାର ଅଭିନୟ କରି ବାର୍ ବାର୍ ଘରକୁ ଆସି ସ୍ତ୍ରୀ ସହ ଖେଳ କରୁଥିଲା ଚନ୍ଦନ। ନିଜେ ବିବାହିତ ହୋଇ ମଧ୍ୟ ପର ନାରୀ ଉପରେ ରଖିଥିଲା ନଜର। ସ୍ୱାମୀ କାମ କରିବାକୁ ଘରୁ ବହାରିଯିବା ପରେ ଘରକୁ ଆସୁଥିଲା ଚନ୍ଦନ।

ଝିଅର ବାପ ଘରେ ସବୁ କଥା କହିବା ପରେ ମଧ୍ୟ ବାପ ଘରଲୋକ କିଛି ବି ପଦକ୍ଷେପ ନେଇନଥିଲେ। ତେବେ ଏହି ଲୁ-ଚା ସମ୍ପ-ର୍କକୁ ସ୍ୱାମୀ ଯେତେବେଳେ ପ୍ରଥମ ଥର ପାଇଁ ଜାଣିଲେ ସେ ବିଶ୍ୱାସ କରିପାରିଲେ ନାହିଁ। ଏହାପରେ ସ୍ତ୍ରୀ ନିଜ ସ୍ୱାମୀ ଠାରୁ ଛା-ଡପ-ତ୍ର ମାଗିଥିଲେ। ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ଜଣାଇ ମଧ୍ୟ ଭରଣପୋଷଣ ପାଇଁ ସ୍ତ୍ରୀ ମାଗିଥିଲେ ଟଙ୍କା।

ତେବେ ବିଶ୍ୱରଂଜନଙ୍କର ମାଆ ଏହି ଘଟ-ଣାକୁ ନେଇ ପୋଲି-ସରେ ଅଭି-ଯୋଗ କରିଥିଲେ ଏବଂ ମିଡିଆରେ ମଧ୍ୟ ସବୁ ଘଟ-ଣାକୁ କହିଥିଲେ। ଏବେ ଦେଖିବାକୁ ବାକି ରହିଲା ଯେ ପୋ-ଲିସ କିପରି ନ୍ୟା-ୟ କରୁଛି।

Leave a Reply

Your email address will not be published. Required fields are marked *