ପୁଣିଥରେ ପରସ୍ପର ଦେଖାହେଲେ ଅର୍ଚ୍ଚନା ଏବଂ ଜଗବନ୍ଧୁ, ନିୟମ ଅନୁସାରେ କେବଳ 15 ମିନିଟ ପାଇଁ ହେଲେ କଥାବାର୍ତା

ରାଜ୍ୟରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ଏବଂ ଜଗବନ୍ଧୁ ଏବେ ପୁଣିଥରେ 30 ଅକ୍ଟୋବର ରବିବାର ଦିନ ଭୁବନେଶ୍ୱର ଝାରପଡ଼ା ଜେ-ଲରେ ପରସ୍ପରକୁ ଭେଟିଛନ୍ତି। ଜେ-ଲ ଭିତରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଛନ୍ତି ଏହି ଦମ୍ପତି। ସୁର-କ୍ଷାକ-ର୍ମୀଙ୍କ ଉପସ୍ଥିତିରେ ଉଭୟ 15 ମିନିଟ ପାଇଁ କଥାବାର୍ତ୍ତା ହୋଇଛନ୍ତି। ତେବେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲା-କମେ-ଲ ଘଟ-ଣାରେ ଉଭୟ ଜେ-ଲରେ ଥିବାବେଳେ ପରସ୍ପରକୁ ସପ୍ତାହରେ ଥରେ ଭେଟିବାକୁ ଜେ-ଲରେ ନିୟମ ରହିଛି।

ବ୍ଲା-କମେ-ଲ ଅଭି-ଯୋଗରେ ଅକ୍ଟୋବର 7 ରେ ଅର୍ଚ୍ଚନା ନାଗ ଗି-ରଫ ହୋଇଥିଲେ। ଏହାପରେ ଅକ୍ଟୋବର 21 ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋ-ଲିସ ଗି-ରଫ କରିଥିଲା। ଏବେ ପୋ-ଲିସ ସହଯୋଗୀ ଖଗେଶ୍ୱରକୁ ଟା-ର୍ଗେଟ କରୁଛି। ତେବେ ଅର୍ଚ୍ଚନାଙ୍କ ଘରୁ ପୋ-ଲିସ ମୋବାଇଲ ଫୋନ୍‌, ଲାପଟପ, ପେନଡ୍ରାଇଭ ଏବଂ ହାର୍ଡଡିସ୍କ ଜ-ବତ କରି ଯା-ଞ୍ଚ କରୁଛି।

ଏହାସହ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି ଯେ ଜେ-ଲ୍‌ ର ଖାଦ୍ୟ ରୁଚୁ ନ ଥିବାରୁ କର୍ମଚାରୀଙ୍କୁ ଗା-ଳିଗୁ-ଲଜ କରି ଜେ-ଲ୍‌ କ୍ୟାଣ୍ଟିନରୁ ଖାଦ୍ୟ ମଗାଇ ଖାଉଛନ୍ତି ଅର୍ଚ୍ଚନା। ଶନିବାର ଦିନ ଅର୍ଚ୍ଚନାଙ୍କୁ ରାତିରେ ରୁଟି ଏବଂ ସନ୍ତୁଳା ଖାଇବାକୁ ଦିଆଯାଇଥିଲା। କିନ୍ତୁ ଅର୍ଚ୍ଚନା ତାକୁ ନ ଖାଇ ଫି-ଙ୍ଗି ଦେଇଥିଲେ। ଅର୍ଚ୍ଚନା ଏବେ ଝାରପଡ଼ା ଜେ-ଲର ମହିଳା ସେଲ୍‌ରେ ରହୁଛନ୍ତି।

ଅର୍ଚ୍ଚନାଙ୍କ ସମ୍ପ-ର୍କରେ କଏ-ଦୀମାନେ ସବୁକଥା ଜାଣିବା ପରେ ଏବେ ତାଙ୍କ ସହ ଆଉ କେହି ମିଶୁନାହାନ୍ତି। ତେବେ ଅର୍ଚ୍ଚନା ମଧ୍ୟ କାହା କଥା ହେଉ ନାହାନ୍ତି। କେବଳ 4 ଜଣ କଏ-ଦୀଙ୍କ ବ୍ୟତୀତ ଅନ୍ୟମାନଙ୍କଠାରୁ ସେ ଦୂରତା ଅବଲମ୍ବନ କରୁଛନ୍ତି।

Leave a Reply

Your email address will not be published. Required fields are marked *