ମୋ ଡ୍ରେସ ଖୋଲିବା ଯଦି ତୁମକୁ ପସନ୍ଦ ନୁହେଁ ତେବେ ଟିକେଟ କା-ଟି ଦେଖୁଛ କେମିତି |

ମଞ୍ଚ ମଞ୍ଚରେ ଉପରେ ନୃତ୍ୟ କରୁଥିଲେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ। ରେକର୍ଡ ଡ୍ୟାନ୍ସରେ ମଜି ଯାଇଥିଲେ ସମସ୍ତ ଦର୍ଶକ। ଛୋଟ ଛୋଟ ପୋଷାକ ପିନ୍ଧିଥିଲେ ଭଲ ମେ-କଅ-ପ ନେଇ ନାଚୁଥିଲେ ରାନୀ ପ୍ରିୟଦର୍ଶିନୀ। କିନ୍ତୁ ଠିକ ସେତିକି ବେଳେ ଜଣେ ମହିଳା ହଠାତ ରାଗିଯାଇ ରାନୀଙ୍କ ଉପରକୁ ଚପଲ ଫି-ଙ୍ଗିଥିଲେ। ତେବେ ଏହି ଘ-ଟଣା ଘ-ଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳରେ ଚାଲୁଥିବା ଏକ ଯାତ୍ରା ପେଣ୍ଡାଲରେ।

ଏହି ଘଟ-ଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ତେବେ ନାଚକୁ ବି-ରୋଧ କରିଥିଲେ ଯାତ୍ରା ଦେଖିବାକୁ ଆସିଥିବା ଜଣେ 52 ବର୍ଷିୟା ମହିଳା ମନ୍ଦାକିନୀ ପଣ୍ଡା। ମହିଳା ଜଣକ ହଠାତ ରା-ଗିଯାଇ ଏପରି ନୃତ୍ୟକୁ ବି-ରୋଧ କରି ମଂଚ ଉପରକୁ ଚଢି ଚପଲ ପି-ଙ୍ଗିଥିଲେ। ମଞ୍ଚ ଉପରକୁ ଉଠି ନାଚ ବନ୍ଦ କରିବାକୁ ଦାବି କରିଥିଲେ।

ଏହି ଘଟ-ଣାକୁ ନେଇ ଏବେ ବିତ-ର୍କ ସୃଷ୍ଟି ହୋଇଛି। ଓଡ଼ିଶାବାସୀ ଯାତ୍ରାପ୍ରିୟ ଅଟନ୍ତି। ଯାତ୍ରା ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମେ। ତେବେ ବର୍ଷ ବର୍ଷ ଧରି ଯାତ୍ରାରେ ରେ-କର୍ଡ ଡ୍ୟାନ୍ସ ପରିବେଷଣ କରାଯାଉଛି। ଗୋଟିଏ ପଟେ ରେ-କର୍ଡ ଡ୍ୟାନ୍ସର ଚାହିଦା ବଢ଼ିବାକୁ ଲାଗୁଥିବା ବେଳେ ଅନ୍ୟପଟେ ନାଚ ନାମରେ ଅଙ୍ଗ ପ୍ରଦର୍ଶନ କରାଯାଉଛି ବୋଲି ଅଭି-ଯୋଗ ହେଉଛି।

ଘଟ-ଣାକୁ ନେଇ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି ଯେ, “ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ। ମୁଁ ନୃତ୍ୟରେ ମଗ୍ନ ଥିଲି। ଆଉ ଏମିତି ରେ ବି ଯଦି ତୁମକୁ ଭଲ ଲାଗୁନି ତେବେ ଟିକେଟ କା-ଟି ଦେଖିବାକୁ କାହିଁକି ଆସୁଛ।” ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ସୀମା ଭିତରେ ରହି ନାଚିଛନ୍ତି। ପେଶାଦାର ଭାବେ ସେ ଦର୍ଶକଙ୍କ ମନୋରଂଜନ କରୁଥିଲେ ଏବଂ ଏଥିରେ କିଛି ଅଶ୍ଳୀ-ଳତା ନଥିଲା ବୋଲି ସେ କହିଛନ୍ତି। ତେବେ ରାନୀ ଏହି ମାମ-ଲାକୁ ନେଇ ନିଜର ପ୍ରତି-କ୍ରିୟା ଦେଇଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନି-ନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *