ଚତୁର୍ଥି ରାତି ନ କରିବା ପାଇଁ ବାହାନା କରିଛନ୍ତି ମେଘନାଦ, ମେ-ନ୍ସ ହୋଇଛି କହି ବାହାନା କଲେ ମେଘନାଦ,ଦେଖନ୍ତୁ ଏ ଭିଡ଼ିଓ,ମାଉସୀ କଣ କହୁଛନ୍ତି

ଆପଣମାନେ ତ ରଙ୍ଗନମ୍ବର ପ୍ରେମ ବିଷୟରେ ଜାଣିଥିବେ।ତେବେ ସେହିଭଳି ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି।ସେ ହେଉଛନ୍ତି ମେଘନାଦ।ପୁଅପିଲା ପରି ଡ୍ରେସ ପିନ୍ଧିଚି କିନ୍ତୁ ଚୁଟି ଲମ୍ବା ଅଛି।ଆଉ ଜଣେ ହେଉଛି ମେଘନା।ଶାଢ଼ୀ ପିନ୍ଧିଚି ଓ ମୁହଁକୁ ନୁଆଇଁ ଦେଉଛି। କାହାକୁ ମୁହଁ ଦେଖାଉନାହିଁ।ନୂଆ ନୂଆ ବାହା ହୋଇଛି ପାଦରେ ଅଳତା ନାଇଁଛି,ଆଉ ଲାଜ କରୁଛି।ମେଘନାଦ କେତେବେଳେ ମେଘନା ହୋଇଯାଉଛି ଆଉ ମେଘନାଦ କେତେବେଳେ ମେଘନା ହୋଇ ପୁଅଟିକୁ ବାହା ହୋଇଥିଲା ତାହାହିଁ ଏବେ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ। ତା କଥା ଏଭଳି ଥିଲା ଲାବଣ୍ୟତାରେ ଆଲୋକ ନାମକ ସେହି ଯୁବକ ସହ ଘ-ଟିଛି ଏଭଳି କା-ଣ୍ଡ।ଆସନ୍ତୁ ଜାଣିବା କଣ ହେଇଚି।

ମେଘନାଦ ସେ ଯାହା କରିଛନ୍ତି ବା କହୁଛନ୍ତି ଆପଣ ଶୁଣି ଲେ ପାଗଳ ହେଇଯିବେ।ସେ ଏମିତି ଡ୍ରାମା କରୁଚି ଆପଣ ଆଶ୍ଚର୍ଯ ହୋଇଯିବେ।ଆଉ ଚତୁର୍ଥୀ ଯେମିତି ନହଉ ଆଉ ତାଙ୍କ ସତ ଯେମିତି କାହା ସାମ୍ନାକୁ ନ ଆସୁ ସେମିତି କିଛି କାମ କରିଥିଲେ। ଚତୁର୍ଥୀ ପୂର୍ବଦିନ ସେ ପଡୋସି ଘରେ ବସିଥିଲେ ହଠାତ ସେ ସେଠୁ ଆସି ବାଥରୁମ କୁ ଗଲେ, ଆଉ ଆସିକି କହିଲା କି ମୋର ମେ-ନ୍ସ ହୋଇଛି ବୋଲି।ଲୋକଙ୍କ କହିବା ମୁତାବକ ସେ ବାଥରୁମରେ ଯାଇ ନିଜର କୌଣସି ଅଙ୍ଗକୁ କା-ଟି ତାଙ୍କ ଶାଢ଼ୀ ରେ ଲଗାଇଥିଲେ ଆଉ ସମସ୍ତଙ୍କୁ କହିଲେ ଯେ ମୋର ଋ-ତୁସ୍ରା-ବ ହୋଇଛି ବୋଲି।

ଆଉ ଏଇ ସମୟ ଚତୁର୍ଥୀ କଲେ ବି-ପ-ଦ ବୋଲି ସେ କହିଥିଲେ।ଶାରୀ-ରିକ ସ-ମ୍ପର୍କ ରଖିଲେ ପା-ପ ବୋଲି ସେ କହିଛନ୍ତି।ଆଉ ସେ ତାଙ୍କ ର ମେନ ପା-ର୍ଟ କୁ ଏମିତି ଭାବରେ ରଖିଛନ୍ତି ଯେ କେହିବି ଜାଣିପାରିବେନି ଆଉ ତାଙ୍କ ମିଛ ଯେମିତି ବାହାରକୁ ନ ଆସୁ।ସେପଟେ ମେଘନାଦ କରିଛନ୍ତି ଆଲୋକ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବ , ତୁ ପୁଅ ହୋ କି ଝିଅ ହୋ ମୁ ତୋ ସହ ଶାରୀ-ରିକ ସମ୍ପ-ର୍କ ରଖିବି ବୋଲି ଆଲୋକ କହିଛନ୍ତି।ଏହି ଘଟ-ଣା ଟି ଶୁଣି ହସ ଲାଗୁଥିଲେ ଏଠାରେ ପୁଅ ଟି ଝିଅ ହୋଇ ଆଲୋକଙ୍କୁ ଫସେଇବାକୁ ଲାଗିଥିଲେ ଯାହା ଏବେ ସବୁ ସାମ୍ନାରେ ଅଛି।

ତେଣୁ ଆଲୋକ କୋଲକାତା ରୁ ଚଣ୍ଡିଖୋଲ ଏବଂ ମେଘନା କେନ୍ଦ୍ରାପଡାରୁ ଚଣ୍ଡିଖୋଲ ଆସି ବିବାହ କରି ଉଭୟେ ଆଲୋକଙ୍କ ମାମୁଁ ଘର ବାସୁଦେବପୁର ବିନୋବଭାବେ ନଗରକୁ ଯାଇଥିଲେ।ସେଠାରେ ପହଁଚିବା ପରେ ମାମୁ ଘର ଲୋକଙ୍କ ପାଦ ମାଟିରେ ଲାଗିନଥିଲା ତାକୁ ବହୁତ ଆଦର କରୁଥିଲେ। ଏମିତି ଘରେ ବିବାହ ପାଇଁ ଭୋଜିର ଆୟୋଜନ କରାଯାଇ ରାତିରେ ଗାଁ ସାହି ପଡ଼ିଶା ଲୋକଙ୍କୁ ମଧ୍ୟ ଡକା ସରିଥିଲା । ଭୋଜିକୁ ଆସିଥିବା ଜଣେ ମହିଳା ମେଘନାଙ୍କୁ ଦେଖି ସେ ଝିଅ ନୁହେଁ ପୁରୁଷ ଏବଂ ତାଙ୍କର ଅସଲ ନାମ ମେଘନାଦ କହିଥିଲେ ।ଏହା ପରେ ତାଙ୍କ ମି-ଛ ପଦାକୁ ଆସିଥିଲା।

Leave a Reply

Your email address will not be published. Required fields are marked *