ସାବିତ୍ରୀ ଓଷାରେ ପର ପୁରୁଷ ସହ ସମ୍ପ-ର୍କ ରଖିଲା ସ୍ତ୍ରୀ,ଗଛରେ ବାନ୍ଧି ନିର୍ଧୂମ୍ ପି-ଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ……..

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନ-ସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ଖାଲି ଯେ କେବଳ ଲୋକ ମାନଙ୍କର ମାନ-ସିକତାରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବି-ଚା-ର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁ-ଷିତ ମନଭାବ ଦେଖା ଦେଉଛି।ଯାହା ବହୁତ ଲ-ଜ୍ୟା ର କଥା ।

କେଉଁଠି ବିବାହିତା ମହିଳା ଅନ୍ୟ ପୁରୁଷଙ୍କ ସହିତ ସମ୍ପ-ର୍କ ସ୍ଥାପନ କରୁଛି ତ ଆଉ କେଉଁଠି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହିତ ରିଲେସନସିପ ରେ ରହୁଛି ।ଏହା କରିବା ପୂର୍ବରୁ ସେମାନେ ଟିକେ ବି ଆଗକୁ କଣ ହବ ଚିନ୍ତା କରନ୍ତି ନାହିଁ। ଯାହା ଫଳରେ ସେମାନେ ଭାଇରଲ ହୁଅନ୍ତି ଆଉ ସେମାନଙ୍କ ଇଯତ ସବୁ ମାଟିରେ ମିଶିଯାଏ ।ଆସନ୍ତୁ ଦେଖିବା ଏମିତି ଏକ ଘ-ଟଣା।

ତେବେ ଏପରି ଏକ ଘଟ-ଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି । ପର-କ୍ରୀୟା ପ୍ରୀ-ତିର ମଜା ନେଉଥିବା ବେଳେ ଧ-ରାପଡ଼ିଛନ୍ତି ପ୍ରେମୀଯୁଗଳ ।ନୀଳଗିଳି ଥା-ନା ଅଧିନ କେପିଲାଖରାଜ ପଞ୍ଚାୟତର ମର୍ଦ୍ଦରାଜପୁର ଗ୍ରାମର ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଥିଲେ ।ଯାହା ସେମାନେ ଧରାପଡ଼ିଯାଇଥିଲେ ଆଉ ତାଙ୍କୁ ଗଛରେ ବାନ୍ଧି ସମସ୍ତଙ୍କ ଆଗ ଅପ-ମାନ କରିଥିଲେ।ଆଉ ମନ ଇଛା ଯିଏ ପାରୁଛି ସିଏ ତାଙ୍କୁ ପି-ଟୁଛି ଆଉ ଖରାପ ଭାଷା ରେ ଗଲି ମଧ୍ୟ ଦେଉଛନ୍ତି।କିଏ ଗୋଇଠା କରୁଛି ତୋ ଆଉ କିଏ ବିଥା , ମୁଖା, ଚା-ପୁଡ଼ା ଆଦି ମା-ଡ଼ ମା-ରୁଛନ୍ତି ଯାହା ଦେଖି ହବନି କି ଶୁଣି ବି ହବନି ଏମିତି ଭାବରେ ପି-ଟୁଥିଲେ।

ପରେ ପୋ-ଲିସ ଆସି ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିଥିଲେ କାରଣ ସେମାନେ ବହୁତ ଆ-ହତ ହୋଇଥିଲେ।ସେ ଚି-ତ୍କାର କାର କରିବା ସତ୍ତ୍ୱେ ତାଙ୍କୁ ଛାଡୁ ନଥିଲେ ପୋ-ଲିସ ଆସି ତାଙ୍କୁ ଉ-ଦ୍ଧାର କଲେ।ତେବେ ଆଜି ସାବିତ୍ରୀ ଅମାବସ୍ୟା ହୋଇଥିବାରୁ ମହିଳାମାନେ ତାଙ୍କର ସତ୍ୟବାନଙ୍କ ପାଇଁ ବ୍ରତ, ଉପବାସ ରଖିଥାନ୍ତି । ମାତ୍ର ଏମିତି କାମ କରି ସମାଜ କୁ ଅପ-ମାନ କରୁଛନ୍ତି ।ଏହି ଘ-ଟଣା ଏବେ ଚର୍ଚାର ବିଷୟ ହୋଇଯାଇଛି।

Leave a Reply

Your email address will not be published. Required fields are marked *