ସାବିତ୍ରୀ ଓଷାରେ ବୋହୁ ଚାଲିଗଲା ଆଉ କାହା ସହ,ସ୍ବାମୀ ରୁହନ୍ତି କେରଳରେ ଆଉ ଘରେ ଅଛି ୩ ବର୍ଷର ପୁଅ …

ବନ୍ଧୁଗଣ ଆମର ପବିତ୍ର ଭୂମିରେ ଓଡିଶା ରେ 12 ମାସରେ 13 ପର୍ବ ପାଳନ କରାଯାଏ । ତେବେ ସେହି ପର୍ବ ମାନଙ୍କ ମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ ଅଟେ । ଏବଂ ଏହା ଆମ ଓ଼ଡିଆ ଘରର ନାରୀ ମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ସାବିତ୍ରୀ ବ୍ରତରେ ସଧବା ସ୍ତ୍ରୀ ମାନେ ଓଷା କରି ନିଜର ସ୍ୱାମୀ ମାନଙ୍କର ଦିର୍ଘାୟୁ କାମନା କରିଥାନ୍ତି । ସାବିତ୍ରୀ ଙ୍କ ପରି ସଧବା ରହିବା ପାଇଁ ସଧବା ନାରୀ ମାନେ ଏହି ବ୍ରତ ପାଳନ କରନ୍ତି । ଏହି ବ୍ରତ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ୍ୟ ଅମାବାସ୍ୟା ଦିନ ପାଳନ କରାଯାଏ । ଏହି ଦିନ ସତ୍ୟବାନ ଏବଂ ଯମରାଜ ଙ୍କୁ ମଧ୍ୟ ପୂଜା କରାଯାଏ ।

ତେବେ ପୁରାଣ କଥା ଅନୁସାରେ ସାବିତ୍ରୀ ଏହି ବ୍ରତ ପାଳନ କରି ଯମରାଜ ଙ୍କ ଠାରୁ ନିଜ ସ୍ୱାମୀ ଙ୍କୁ ଛଡେଇ ଆଣିଥିଲେ । ତେଣୁ ସେହି ଦିନ ଠାରୁ ଏହି ବ୍ରତକୁ ପାଳନ କରାଯାଏ । ତେବେ ଏହି ବର୍ଷ ଚଳିତ ମାସ 30 ମେ ସୋମବାର ରେ ଓଡିଶାରେ ଏହି ପର୍ବ ପାଳନ ହେବାକୁ ଯାଉଅଛି । ତେବେ ଆପଣ ମାନେ ନିଜ ସ୍ୱାମୀ ର ମଙ୍ଗଳ କାମନା କରନ୍ତି ତେବେ କେବେ ବି ଏହି ସବୁ ଭୁଲ କରନ୍ତୁ ନାହିଁ ଜଣେ ମହିଳା ମନ୍ଦିର ଯାଉଛି ବୋଲି କହି କାହା ସହ ପଳେଇଗଲା ଯାହା କିଛି ବି ଖବର ନାହିଁ।ବୋହୁ ଶାଶୁସହ ବଜାର ଯିବା କହିକି ସାଙ୍ଗରେ ଗଲେ କିନ୍ତୁ ବୋହୁ ସେଇଠୁ ଫେ-ରା-ର ହୋଇଗଲେ।

ଘରେ ୩ ବର୍ଷ ର ଛୁଆ ଅଛି ସ୍ୱାମୀ କେରଳ ରେ ଚାକିରୀ କରନ୍ତି କିନ୍ତୁ ବୋହୁ ଏଠି ଏମିତି କାମ କରୁଛି।ଘରେ ୩ବର୍ଷ ଛୁଆଟି ଅଛି ଆଉ ଶନିବାର ଦିନ ଗାଧୋଇ ପାଧୋଇ ରୋଷେଇ କରିକି ଶାଶୁଙ୍କୁ କହିଲେ ବୋଉ ମୁ ଟିକେ ମାର୍କେଟ ଯାଉଛି ପୂଜା ପାଇଁ କିଛି ଜିନିଷ ଆଣିବି। ଏହା କହି ସେ ମାର୍କେଟ କୁ ଗଲେ କିନ୍ତୁ ଆଉ ଆସିଲେ ନାହିଁ।ଯାହା ଦେଖିପାରୁଥିବେ ଶାଶୁ ମୁଣ୍ଡରେ ହାତ ଦେଇକି ବସିଛନ୍ତି ଚିନ୍ତାରେ ପୁରା ବୁଡିକି ଅଛନ୍ତି।ଆସିଛନ୍ତି ପୋ-ଲି-ସ ବାବୁଙ୍କ ପାଖକୁ ଦେଇଛି ଏତଲା ବଙ୍ଗଳା ଥା-ନାରେ ସେ ଏ-ତ-ଲା ଦେଇଛନ୍ତି। ପୋ-ଲି-ସ ଖୋ-ଜାଖୋ-ଜି କରିବା ପରେ ମହିଳା ଜଣଙ୍କ ସଫେଇ ଦବା ପାଇଁ ଥା-ନାକୁ ଆସିଛନ୍ତି ସେ କହୁଛନ୍ତି ମୁ ମୋ ଇଛାରେ ଯାଉଛି ଆଉ ସେ କାହା ସହ ଯାଇଛନ୍ତି ଆଉ କୁଆଡେ ଯାଇଛନ୍ତି ତାହା କିଛି କହୁଛନ୍ତି।

ତାହା ଏବେ ଖଲାସ ହୋଇପାରିନାହିଁ। ତେବେ ଏହା ସବୁ ଶୁଣି ଶଶୁର ଥା-ନା ରେ ଅଭି-ଯାଗ କରିଛନ୍ତି ଆଉ ପୋଲିସ ତାହାକୁ ତଦା-ରଖ କରୁଛି କଥାଟି କଣ, କଣ ପାଇଁ ମହିଳା ଜଣଙ୍କ ଏମିତି ନିଷ୍ପତି ନେଲେ ।ଏହାକୁ ନେଇ ପିରିବାର ଲୋକ ଚିନ୍ତା ପୋଡ଼ିଯାଇଛନ୍ତି। ତେବେ ଏଠି କହିରଖୁଛୁ ଯେ ,ଶନିବାର ଦିନ ୧୧ ଟା ରେ ପ୍ରଭାକର ଙ୍କ ସାନ ବୋହୁ ତାଙ୍କ ୩ ବର୍ଷ ଛୁଆକୁ ଛାଡି ଯା ମାନଙ୍କ ସହ ଫଳ କିଣିବା ପାଇଁ ମଙ୍ଗଳା ମାର୍କେଟ କୁ ଆସିଥିଲେ।

ଯା ମାନେ ଜିନିଷ କିଣିବା ସମୟ ରେ ସାନ ବୋହୁ ଯମୁନା ମୋବାଇଲ ଦୋକାନକୁ ଯାଇଥିଲେ।ଯା ମାନଙ୍କ ଜିନିଷ କିଣିସାରିବେ ପରେ ସେମାନେ ଗାଡି ନିକଟକୁ ଯାଇଥିଲେ କିନ୍ତୁ ଯମୁନା ଆସିନଥିଲେ।ଲୋକ ମାନେ ବହୁତ ଖାଜିଲେ ପରେ ପୋ-ଲି-ସ ରେ ଏ-ତ-ଲା ଦେଲେ ।କିଛି ସମୟ ପରେ ଯମୁନା ନିଜେ ଆସି କହିଛନ୍ତି ମୁ ମୋ ନିଜ ଇଛା ଯାଉଛି ବୋଲି ଏହାକୁ ଶୁଣି ବଙ୍ଗଳା ଠାରେ ଏ-ତ-ଲା ଦେଇଥିଲେ ପରେ ପୋ-ଲି-ସ ତ-ଦ-ନ୍ତ କରୁଛି।

Leave a Reply

Your email address will not be published. Required fields are marked *