ହନିମୁନ ରେ ଘଟିଲା ଏପରି କିଛି ଘ-ଟଣା,ସ୍ତ୍ରୀ ଜାଣିଲା ସ୍ଵାମୀ ନପୁଂ-ସକ ଆଉ ତା ପରେ…

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଓ ଏହି ବ୍ୟସ୍ତ ବହୁତ ଜୀବନରେ ମାନ-ସିକ ଚାପ ର ଶି-କାର ହେଉଛନ୍ତି । ଜୀବନରେ ହସିବା ନିହାତି ଜରୁରୀ । ଯାହା ଦ୍ଵାରା ଆପଣଙ୍କ ଦେହ ଓ ମନ ଉଭୟ ସୁସ୍ଥ ରହିବ । ତେବେ ଆଜି ଆମେ ସେହି ଚାପ କୁ ଦୁର କରିବା ପାଇଁ କିଛି ମଜାଳିଆ ଜୋକ୍ସ ନେଇ ଆସିଛୁ ଯାହା ଦ୍ୱାରା ଆପଣ ନିଜ ଜୀଵନ ରେ ଟିକେ ରିଲାକ୍ସ ହୋଇ ପାରିବେ।ଯାହା ମନ ଇଚ୍ଛା ରେ ସବୁ କାମ କରିହୁଏ ।

ଆଉ ମନ ଭଲ ରହିଲେ ସବୁ ଭଲ ରୁହେ ଆପଣ ମାନେତ ଜାଣିଥିବେ।ଆଜି କା ଯୁଗ ରେ ଯୋଡି କାହାର କିଛି ହଉନାହିଁ କିନ୍ତୁ ମିଛରେ ସେ ମାନେ ରୋଗ ର ବାହାନା କରୁଛନ୍ତି ଆଉ କିଏ ନିଜ ର ରୋଗ କୁ ରଖିବା ପାଇଁ ରୋଗ ହେଇଚି ବୋଲି କହୁଛନ୍ତି।ଏମିତି ଗୋଟେ ଖବର ଆସିଛି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ କୁ ବହୁତ ପ୍ରକାର ରୋଗ ହେଇଚି ବୋଲି ସେ କହିଛନ୍ତି।ଆସନୁ ଜାଣିବା ପୁରା ଖବର।

ଜଣେ ମହିଳା ଯିଏ କି ଇନ୍ଦୋର ସହର ରେ ରୁହନ୍ତି ଆଉ ବାହା ମଧ୍ୟ ହୋଇଛନ୍ତି।ବାହା ଘର କିଛି ଦିନ ପରେ ସେ ତାଙ୍କ ଶାଶୂଘର ଲୋକ ଙ୍କ ଉପରେ କ୍ୟାସେ କଲେ ଯେ ତାଙ୍କୁ ଯୌତୁକ ନିର୍ଯା-ତନା ଦଉଛନ୍ତି।ଆଉ ତାଙ୍କ ସ୍ୱାମୀ ଜଣେ ଛ-କା ବୋଲି କହିଛନ୍ତି।ଆଉ ତାଙ୍କ ର ବହୁତ ପ୍ରକାର ରୋଗ ହେଇଛି ବୋଲି ସେ କହିଛନ୍ତି।ସେ ବାହା ଘର ପରେ ହନୀମୂନ କରିବା ପାଇଁ ଯାଇଥିଲେ ସେ ସେଠା ରେ ଜାଣିବାକୁ ପାଇଥିଲେ ଜେଏ ତାଙ୍କ ସ୍ୱାମୀ ଜଣେ ଛ-କା ବୋଲି।ଏଇ କଥା ପଚାରିବାରୁ ସେମାନେ ମହିଳା ଜଣଙ୍କୁ ବହୁତ ପି-ଟିଥିଲେ।ଆଉ ତାଙ୍କ ହବା ମଧ୍ୟ ରେ ନଗତ ୫ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ତାଙ୍କ ମନ ଶାନ୍ତି ହାଇନଥିଲା।ବାହା ଘର ପରେ ୧୦ ଲକ୍ଷ ତାଙ୍କ ମାଗିଥିଲେ।

ପରେ ମହିଳା ଜଣଙ୍କ ଥା-ନା ଅଧିକାରୀ ଜ୍ୟୋତି ଶର୍ମା କହିଛନ୍ତି ନେହେରୁ ନଗର ରେ ରହୁଥିବା ତାଙ୍କ ସ୍ୱାମୀ ଭୁପେନ୍ଦ୍ର , ଶାଶୁ ସିଳ୍ପା , ନଣଦ ମେଗନାମେଗନା, ନେଣଦେଇ ନିଖିଲିଙ୍କ ନାଁ ରେ ଯୌତୁକ ମା-ମ-ଲା ହଇଛି।ସେ କହିଛନ୍ତି ଫେବୃଆରୀ ରେ ବିବାହ ହାଇଥିଲା ତାଙ୍କ ଶାଶୂଘର ଲୋକ ୫ ଲକ୍ଷ ତାଙ୍କ ଆଉ ୫ ଭରି ସୁନା ମାଗିଥିଲେ ।ସେ ଏସବୁ ତାଙ୍କୁ ଦେଇ ବିବାହ କରିଥିଲେ ।ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କ ସହ କୌଣସି ସ-ମ୍ପ-ର୍କ ରଖିନଥିଲେ।ପରେ ସେମାନେ ହାନୀମୂନ ଙ୍କୁ ମଧ୍ୟ ଯାଇଥିଲେ ସେଥିବି ସ୍ୱାମୀ ସ୍ତ୍ରୀ ଙ୍କୁ ଦୂରେଇରଖିଲେ।ଏକ କୁ ମହିଳା ପ୍ରତି-ବାଦ କରିଥିଲେ।ପରେ ପୋ-ଲି-ସ ଙ୍କ ପାଖରେ ମା-ମ-ଲା ରୁ-ଜୁ ହାଇଥିଲା।

Leave a Reply

Your email address will not be published. Required fields are marked *