ସୁପ୍ରିମ କୋର୍ଟ ଙ୍କ ରାୟ । ରେଡ୍ ଲାଇଟ୍ ଏରିଆରେ ଆଉ ପୋ-ଲି-ସ କରିପାରିବ ନାହିଁ ରେଡ୍ ।

ଭାରତ ଏପରି ଏକ ଦେଶ ଯେଉଁଠାରେ ଅନେକ ପ୍ରକାର ଲୋକ ରହିବା ସହିତ ଅନେକ ଧରଣ ର ପେଶା ବୃତ୍ତି ମଧ୍ୟ ରହିଛି । ତେବେ ଏକ ପେଶା ରହିଛି ଦେହଜୀବୀ ବୃତ୍ତି । ଏହାକୁ ସମସ୍ତେ ଏକ କଳ-ଙ୍କିତ ବୃତ୍ତି ବୋଲି କହିଥାନ୍ତି । ତେବେ ଏହି ବୃତ୍ତି ରେ ଅନେକ ମହିଳା ନିଜ ଇଚ୍ଛା ରେ ଆସିଥାନ୍ତି ତା ଅନେକ ମହିଳା ପରିସ୍ଥିତି ଚାପ ରେ ପଡ଼ି ପାଦ ରଖିଥାନ୍ତି । ତେବେ ଆଉ କିଛି ଜଣଙ୍କ ଠାରେ ଏପରି ଘ-ଟ-ଣା ଘ-ଟିଥାଏ ଯେ କିଛି ଦଲାଲ ମହିଳା ଙ୍କୁ ବାଧ୍ୟ କରି ବିକ୍ରୀ କରି ଦେଇଥାନ୍ତି ।

ତେବେ ଏମାନଙ୍କ ବୃତ୍ତି କୁ ନେଇ ଅନେକ ଲୋକ ଅନେକ କଥା କହିଥାନ୍ତି । ଏହାକୁ ମଧ୍ୟ ପୂର୍ବରୁ ଆ-ଇ-ନ୍ ସଂ-ଗତ ବୋଲି ମନା ଯାଇନଥିଲା । ତେଣୁ ପୋଲିସ ଅନେକ ସ୍ଥାନ ରେ ଅନେକ ସମୟ ରେ ରେଡ୍ ମା-ରୁଥିଲା । ଫଳରେ ଦେ-ହଜୀ-ବୀ ମାନଙ୍କ ରୋ-ଜଗା-ର ରେ ବାଧା ପଡୁଥିଲା । ତେବେ ବର୍ତମାନ ଏହାକୁ ସୁପ୍ରିମ କୋର୍ଟ ଆ-ଇ-ନ୍ ସ-ଙ୍ଗତ କରିଦେଇଛି । ଯାହା ଫଳରେ ସେମାନେ ମଧ୍ୟ ସମ୍ମାନ ଓ ସମାନ ଅଧିକାର ପାଇବେ ।

ତେବେ ଆଜି ଯାଏ ଯେତେ ବି ଏହି ବୃତ୍ତିରେ ଅଛନ୍ତି ସେମାନେ ପ୍ରାୟ ସାକ୍ଷାତ କାରରେ କୁହନ୍ତି ଯେ,ଆମେ ମଜବୁରୀରେ ବାଧ୍ୟ ହୋଇ ଏ କାମ କରୁଛୁ । ସେ ମଜବୁରୀକୁ ଆଜି ଯାଏ କାହିଁକି ସରକାର ସମାଧାନ ନ କରି ,ସେମାନଙ୍କୁ ମୁଖ୍ୟରାସ୍ତାରେ ଆଣିବାକୁ ପ୍ରୟାସ ପଦକ୍ଷେପ ନେଉ ନାହାନ୍ତି । ମାନବ ଅଧିକାର ରୂପେ ତ ସମସ୍ତଙ୍କର ଅଧିକାର ଅଛି । ଯେହେତୁ ଏହାକୁ ଅସାମାଜିକ ବୃତ୍ତି ବୋଲି ସଭ୍ୟ ସମାଜ ଘୃଣାକରେ ଓ ଏହା ଦ୍ବାରା ସମାଜର ଭଲାୟୀ କିଛି ହେବାର ନାହିଁ ସମାଜ ଗ୍ରହଣ କରେ ।

ତେବେ ବର୍ତମାନ ସୁପ୍ରିମ କୋର୍ଟ ମଧ୍ୟ ରାୟ ଦେଇଚି ଯେ ଦେ-ହଜୀ-ବୀ ନିଜ ଇଚ୍ଛା ରେ ଏହି ବୃତ୍ତି କରୁଥିଲେ ସେଠାରେ ପୋ-ଲି-ସ ରେଡ୍ ମା-ରିପା-ରିବେ ନାହିଁ । ଏହି ରାୟ ପରେ ଦେ-ହଜୀ-ବୀ ବୃତ୍ତିଗତ ସ୍ବାଧୀନତା ମିଳିଛି । ଏହି ରାୟ ଶୁଣି ରେଡ୍ ଲାଇଟ୍ ର ମହିଳା ମାନେ ଖୁସି ହୋଇଛନ୍ତି । ତଥା ସୁପ୍ରିମକୋର୍ଟ କୁ ଧନ୍ୟବାଦ୍ ମଧ୍ୟ ଦେଇଛନ୍ତି । ଏହି ରାୟ ଅନୁସାରେ ସେମାନେ ମଧ୍ୟ ଆମ ପରି ସାଧାରଣ ଜୀବନୀ ସ୍ରୋତ ରେ ପାଦ ଦେଇ ପାରିବେ ।

Leave a Reply

Your email address will not be published. Required fields are marked *