ନାରୀ ଜାତିକୁ କଳ-ଙ୍କିତ କରନାହିଁ ବର୍ଷା – ଅନୁଭବ .

କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରି-ବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି । ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛିଦିନ ହେବ ପାରିବାରିକ ସମସ୍ୟା ଅନବରତ ଚାଲିଛି ଯାହାକି ସମସ୍ତେ ଜାଣିଛନ୍ତି । ଏନେଇ କୋର୍ଟରେ ମଧ୍ୟ କେ-ଶ ରହିଛି । ଉଭୟଙ୍କ ମଧ୍ୟରେ ଲାଗିରହିଥିବା ପାରିବାରିକ ବିବା-ଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।

ଏହାରି ମଧ୍ୟରେ ଅନୁଭବ ମହାନ୍ତି ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃ-ଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ତେବେ ସେ କହିଛନ୍ତି ଯେ ସାବିତ୍ରୀ ବ୍ରତ ରେ ସ୍ତ୍ରୀ ବଢିଆ ଶାଢ଼ୀ ପିନ୍ଧି,ମୁଣ୍ଡରେ ସିନ୍ଦୂର ଲଗାଇ ସାବିତ୍ରୀ ବ୍ରତ କରନ୍ତି।ସ୍ଵାମୀ କେଉଁଠୀ ଅଛନ୍ତି ସେ ଜାଣି ନାହାନ୍ତି ବର୍ଷା କିନ୍ତୁ ସେ ଭଲ ଶାଢ଼ୀ ଓ ସିନ୍ଦୂର ଲଗାଇ ସାବିତ୍ରୀ ବ୍ରତ କରନ୍ତି।ତେବେ ଅନୁଭବ କହୁଛନ୍ତି ଯେ ବର୍ଷା ତାଙ୍କ ଲାଇଫ ସହ ଅଧିକ ଥର ଖେଳି ସାରିଲେଣି।

ପ୍ରତିଦିନ ତୁମର ଗୋଟେ ଅଭ୍ୟାସ ହୋଇ ଯାଇଚି ପୋ-ଲି-ସ୍ ଷ୍ଟେ-ଷ-ନକୁ ଯାଇ ମୋ ନାଁ ରେ ଫେକ ଆଲିଗେଶନ କରିବା।ପୂର୍ବରୁ ବର୍ଷାଙ୍କ ଯେଉଁ ଅଡିଓ ଭାଇରାଲ ହୋଇଥିଲା ବୋଲି ମୁହଁ ଖୋଲିଛନ୍ତି ଅନୁଭବ ।ସେ କହିଛନ୍ତି ଯେ କିଭଳି ସେ ଓଡ଼ିଓ ରେ ମୋତେ ମୋ ପରିବାରକୁ ଗାଳି କରୁଛ।ତୁମେ ଗଣମାଧ୍ୟମ କୁ କହିଦେଲ ସେଟା ତୁମ ଭଏସ ନୁହେଁ।ଏହାକୁ ଅନୁଭବ ଚା-ଲେ-ଞ୍ଜ ଦେଇ କହିଚନ୍ତି ଯେ ଯଦି ସେହି ଭଏସ ବର୍ଷାଙ୍କ ର ହୋଇଥିବ ତାହେଲେ ସ୍ଵାମୀ ବୋଲି ଡାକିବା ବ-ନ୍ଦ୍ କର।ତେବେ ଅନୁଭବ କହିଚନ୍ତି ଯେ ସେ ସିଦ୍ଧାନ୍ତ କରିସାରିଛନ୍ତି ଯେ ଏହି କେ-ସ କୁ ଲ-ଢ଼ିବେ ଦରକାର ପଡ଼ିଲେ ସେ ସୁପ୍ରିମକୋର୍ଟ ଯାଏ ଯିବେ।

Leave a Reply

Your email address will not be published. Required fields are marked *