ପ୍ରଭୁଙ୍କ କୃପାରୁ ମୃ-ତ୍ୟର ଗାତରୁ ଫେରିଲା ଶ୍ରମିକଙ୍କ ଜୀବନ

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରତ୍ୟେକ ଦିନ ଟିଭି ରେ ଦେଖୁଥିବେ ଏବଂ ନ୍ୟୁଜ ପେପର୍ ରୁ ମଧ୍ୟ ପଢ଼ୁଥିବେ ଦୁର୍ଘ-ଟଣା ହେବା ଘ-ଟଣା । ଦିନକୁ ଦିନ ଆହୁରି ବଢ଼ି ବଢ଼ି ଚାଲିଛି ଏହି ଦୁର୍ଘ-ଟଣା ଜନିତ ମୃ-ତ୍ୟୁ । ତେବେ ଦର୍ଶକ ବନ୍ଧୁ ମୃ-ତ୍ୟୁ କେବେ କେବେ ଏମିତି ମଧ୍ୟ ସମ୍ମୁଖକୁ ଆସି ଯାଇଥାଏ । କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକ ମଧ୍ୟରେ କଣ ସବୁ ଘଟିଯିବ ସେ କଥା କହିବା କାହାରି ପକ୍ଷେ ଅସମ୍ଭବ

ଦର୍ଷକବନ୍ଧୁ ଆପଣ ମାନେ ତ ସମସ୍ତେ ଏକଥା କୁ ନେଇ ଅଜ୍ଞ ଥିବେ ଯେ ଅନେକ ପ୍ରକାର ସବୁ ଦୁର୍ଘ-ଟଣା ଆମ ଅଖ ପାଖରେ ନୀତିଦିନ ଘଟୁଛି । ହେଲେ ଏପରି ଏକ ଦୁର୍ଘ-ଟଣା ବିଷୟର ଆପଣ ହୁଏତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ବିଧିର ବିଧାନ ବଡ଼ ଅଜବ । ଟିକକୁ ମୃ-ତ୍ୟୁର ଗାତରୁ ଫେରି ଆସିଲା ଶ୍ରମିକଙ୍କ ଜୀବନ । କଥାରେ ଅଛି ନା “ରଖିଲେ ଶିବ, ମା-ରିବ କିଏ” । ତେବେ ଭଗବାନ ହିଁ ବଂଚାଇଦେଲେ ଜୀବନ । ତେବେ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ତାମିଲନାଡୁରେ ଘଟିଯାଇଛି ଏକ ଅଭା-ବନୀୟ ଘ-ଟଣା ।

ଖଣିରେ କାମ କରୁଥିବା ବେଳେ ୩୦୦ ଫୁଟ ଗଭୀର ଗାତରେ ପଡିଗଲେ ୬ ଶ୍ରମିକ, ଉ-ଦ୍ଧାର କାର୍ଯ୍ୟ ଜାରି ରହିଛି । ଶ୍ରମିକ ମାନଙ୍କ ଦେହରେ ସବୁ ହୁକ ଲଗାଯାଇ ସେଥିରେ ଦଉଡ଼ି ଲଗାଇ କ୍ରେନ୍ ସାହାଯ୍ୟରେ ଉପରକୁ ଉଠା ଯାଉଛି । ଗତକାଲି ବିଳମ୍ବିତ ରାତିରେ ମୁନେରପାଲ୍ଲାମ ଅଞ୍ଚଳରେ ଏଭଳି ଏକ ଦୁଃ-ଖ-ଦ ଘ-ଟଣା ଘଟିଥିବା ସୂଚନା ମିଳିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୁନେରପାଲ୍ଲାମରର ଏକ ଖଣିରୁ ପଥର ଖସିବାରୁ ଟ୍ରକରେ ଆସିଥିବା ଶ୍ରମିକ ଗଭୀର ଗାତରେ ପଡି ଯାଇଥିଲେ । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଟ୍ରକ ଡ୍ରାଇଭର ସେଲଭା କୁମାର, ରାଜେନ୍ଦ୍ରନ, ସେଲଭାମ, ମୁରୁଗାନ ଓ ବିଜୟ ବୋଲି ପ୍ରାଥମିକ ତଦ-ନ୍ତରୁ ଜଣା ପଡିଛି ।

ଏନେଇ ଖବର ପାଇଁ ଅଗ୍ନିଶମ ବାହିନୀ ଘ-ଟ-ଣା ସ୍ଥଳରେ ପହଞ୍ଚି ଉ-ଦ୍ଧା-ର କାର୍ଯ୍ୟ ଆରମ୍ଭ କରିଛି । ଆଉ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏପର୍ଯ୍ୟନ୍ତ ଉ-ଦ୍ଧା-ର କରା ଯାଇଥିଲେ ମଧ୍ୟ ଏବେବି ଆହୁରି ୪ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଧୀରେ ଧୀରେ ଖରାପ ହେଉଥିବାରୁ ରେସକ୍ୟୁ ଟିମ ବର୍ତମାନ ହେଲିକପ୍ଟର ମାଧ୍ୟମରେ ଉ-ଦ୍ଧା-ର ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ଆଗକୁ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି

Leave a Reply

Your email address will not be published. Required fields are marked *