୧୧ଜଣ ନର୍ସ ଏକା ସାଙ୍ଗରେ ହୋଇଗଲେ ଗର୍ଭ-ବତୀ,ହସ୍ପିଟାଲ ବି ଆଶ୍ଚର୍ଯ୍ୟ, ଲୋକ କହିଲେ – ପ୍ରକୃତରେ କଣ ଚାଲିଛି

ପ୍ରେଗ-ନେସି କୌଣସି ବି ମହିଳାଙ୍କ ଜୀବନର ସବୁଠାରୁ ଭଲ ଅନୁଭବ ହୋଇଥାଏ | ପ୍ରାୟତଃ ଏହି ଅନୁଭବ ମହିଳାମାନଙ୍କୁ ଏକୁଟିଆ ହିଁ ଅନୁଭବ କରନ୍ତି | କିନ୍ତୁ କଣ ହେବ ଯେତେବେଳେ ଆପଣ ଏକା ସାଥିରେ 10 ଜଣ ପ୍ରେଗ-ନେଟ ମହିଳାଙ୍କ ସାଥ ମିଳିଯିବ? ଏମିତି ହିଁ କିଛି ଆମେରିକାର ଗୋଟେ ହସ୍ପିଟାଲରେ ହୋଇଛି | ଯେଉଠାରେ ଏକା ସାଥିରେ 9ଜଣ ନର୍ସ ପ୍ରେଗ-ନେଟ ହୋଇଛନ୍ତି | ଏହି ସମସ୍ତ ମେଡିକାଲ ପ୍ରଫେସନାଲ୍ ମାନଙ୍କର ଡେ଼ଲିଭରି ଜୁଲାଇ ରୁ ନଭେମ୍ବର ମଧ୍ୟରେ ହେବ | ମଜାଳିଆ କଥା ତ ହେଉଛି ଏହା ଯେ ଦୁଇ ଜଣ ନର୍ସଙ୍କ ଡେ଼ଲିଭରି ତାରିଖ ମଧ୍ୟ ଗୋଟେ ଅଟେ |

ଗୋଟେ ହିଁ ହସ୍ପିଟାଲରେ ଏକା ସାଥିରେ 11 ନର୍ସ ହେଲେ ଗର୍ଭ-ବତୀ :-

ଏହି ଅନୋଖା ଘ-ଟ-ଣା ଆମେରିକାର ମିଜୁରୀ ରାଜ୍ୟର ଲିବର୍ଟି ହସ୍ପିଟାଲରେ ଦେଖିବାକୁ ମିଳିଛି | ଏଠାରେ 10 ଜଣା ନର୍ସ ଏବଂ ଜଣେ ଡାକ୍ତର ଏକା ସାଥିରେ ଗର୍ଭ-ବତୀ ହୋଇଗଲେ | ବର୍ତ୍ତମାନ ସମସ୍ତେ ଏହି ବର୍ଷ ପିଲାଙ୍କୁ ଜନ୍ମ ଦେବେ | ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ ଏହିମାନେ ଏହି ପ୍ରେଗ-ନେସି କୌଣସି ପ୍ଲାନ୍ କରି କରିନଥିଲେ | ବରଂ ଏହା ହେଉଛି ଏକ ସଂଯୋଗ ଅଟେ | ମଜାଳିଆ କଥା ହେଉଛି ଏହା ଯେ ପ୍ରେଗ-ନେଟ ହେଇଥିବା ସବୁ ନର୍ସ ପ୍ରସୂତି ଲେବର ଏବଂ ଡେ଼ଲି-ଭରି ଡିପାର୍ଟମେଣ୍ଟରେ କାମ କରନ୍ତି |

କେଟି ବେଷ୍ଟଜେନ ଲେବର ଏବଂ ଡ଼ଲିଭରି ଡିପାର୍ଟମେଣ୍ଟରେ ନର୍ସ ଅଟନ୍ତି | ସେ 20 ଜୁଲାଇରେ ପିଲା କୁ ଜନ୍ମ ଦେବେ | ସେହିପରି ଥେରମ ବାୟରମ ପ୍ରସୂତି ଫ୍ଲୋର ନର୍ସ ଅଟନ୍ତି ଏବଂ ତାଙ୍କର ଡେ଼ଲିଭରି ନଭେମ୍ବରରେ ହେବ | ବର୍ଥୀଙ୍ଗ ସେଣ୍ଟରଙ୍କୁ ଡାଇରେକ୍ଟର ନିକି କୋଲିଙ୍ଗଙ୍କ କହିବ ଅନୁଯାୟୀ ଏହା ବଡ଼ ଅନୋଖା ମା-ମ-ଲା ଅଟେ | ଏହି ସବୁ ନର୍ସ ସାଥିରେ ହିଁ କାମ କରନ୍ତି | ଏହା ପୂର୍ବ ମଧ୍ୟ ଏଠାରେ 10 ଜଣ ମହିଳା ଷ୍ଟାପ୍ ଙ୍କ ପ୍ରେଗ-ନେଟ ହେବାର କୌଣସି ମା-ମ-ଲା ସାମ୍ନାକୁ ଆସିନାହିଁ |

ହସ୍ପିଟାଲର ପାଣିରେ ଅଛି କିଛି ଗଡବଡ :-

29 ବର୍ଷୀୟ ହାନ୍ନା ମିଲର୍ କହିଛନ୍ତି ଯେ ଅନେକ ଲୋକ ଥଟ୍ଟା କରି କୁହନ୍ତି ଯେ ଏହି ହସ୍ପିଟାଲର ପାଣିରେ କିଛି ଏମିତି ଅଛି ଯାହାକୁ ପିକରି ମହିଳାମାନେ ଗର୍ଭ-ବତୀ ହୋଇଯାଆନ୍ତି | ଏମିତିରେ ଅନେକ ନର୍ସ ଏଠାକାର ପାଣି ପିଅନ୍ତି ନାହିଁ | ସେମାନେ ଘରୁ ପାଣି ବୋତଲ ଆଣନ୍ତି | ଯଦିଓ ଏହା କେବଳ ମଜାଦାର ବିଷୟ ହିଁ ଅଟେ | 10 ଜଣ ନର୍ସଙ୍କ ବ୍ୟତୀତ 1 ଡାକ୍ତର ଡକ୍ଟର ଏନ୍ନା ଗୋରମେନ ମଧ୍ୟ ଗର୍ଭ-ବତୀ ହୋଇଛନ୍ତି | ସେ ମଧ୍ୟ ଏହାକୁ ଏକ ଗଜବ ସଂଯୋଗ ବୋଲି କହୁଛନ୍ତି |

ଏକା ସାଥିରେ ପ୍ରେଗ-ନେଟ ହେବା ଲାଭଦାୟକ ଅଟେ :-

ପ୍ରେଗ-ନେଟ ହେଇଥିବା ନର୍ସ ମାନେ କହିଛନ୍ତି ଯେ ଏକା ସାଥିରେ ଏତେ ମହିଳାଙ୍କର ଗର୍ଭ-ବତୀ ହେବା ବହୁତ ମଜାଦାର ପ୍ରମାଣିତ ହୋଇଥାଏ | ଆପଣ ପରସ୍ପରଙ୍କ ସହ ନିଜର କଥା ଏବଂ ଅଭିଜ୍ଞାତା ସେୟାର କରିପାରିବେ | ଯଦି କିଛି ପ୍ରଶ୍ନ କିମ୍ବା କିଛି ଅସୁବିଧା ଥିବ ତେବେ ତୁରନ୍ତ ତାଙ୍କ ସହ ସଂ-ପ-ର୍କ କରିପାରିବେ |

ଗର୍ଭ-ବତୀ ନର୍ସ ବର୍ନସ୍ ମଧ୍ୟ ଏହା ବିଶ୍ୱାସ କରନ୍ତି ଯେ ଏକା ସାଥିରେ ଗର୍ଭ-ବତୀ ହେବା ଅତ୍ୟନ୍ତ ଆରାମଦାୟକ ଏବଂ ଲାଭଦାୟକ ଅଟେ | ଏହା ଏକ ଅ-ଦ୍ଭୁ-ତ ଅନୁଭୂତି ଅଟେ | ଏହା ମଧ୍ୟମରେ ଆମ ବଡିଙ୍ଗ ଆଜୀବନ ରହିବ | ପିଲାମାନେ ବଡ ହେଲେ ମଧ୍ୟ ପରସ୍ପର ପାଇଁ ସମର୍ଥନ ରହିବ |

ପ୍ରଥମରୁ ବି ହୋଇଛି ଏମିତି ସଂ-ଯୋ-ଗ :-

ସେମିତିରେ କହିରଖୁଛୁ ଯେ ଏହା ବର୍ତ୍ତମାନ ପ୍ରଥମଥର ପାଇଁ ନୁହେଁ ଯେ କି ଗୋଟେ ହସ୍ପିଟାଲର ଏତେ ନର୍ସ ଗୋଟେ ସାଥିରେ ପ୍ରେଗ-ନେଟ ହୋଇଯାଇଛନ୍ତି | ଏହା ପୂର୍ବରୁ 2019 ରେ ମେନ ମେଡିକାଲ ସେଣ୍ଟରର ଲେବର ଏବଂ ଡ଼ିଲିଭରି ୟୁନିଟର 9 ନର୍ସ ମଧ୍ୟ ଏକା ସାଥିରେ ଗର୍ଭ-ବତୀ ହୋଇଥିଲେ |

ସେହିଠାରେ 2018ରେ ଏଣ୍ଟରସନ ହସ୍ପିଟାଲର ଆଷ୍ଟ୍ରୋଟ୍ରିଶିଯାନ ଡିପାର୍ଟମେଣ୍ଟର 8 ମେଡିକାଲ ପ୍ରଫେସନାଲ ଏକା ସାଥିରେ ପ୍ରେଗ-ନେଟ ହୋଇଯାଇଥିଲେ |

Leave a Reply

Your email address will not be published. Required fields are marked *