ବାଥରୁମ୍ ଭିତରେ ସରକାରୀ ଅଫିସର ବାବୁ ମହିଳାଙ୍କ ସହ କରୁଛନ୍ତି ରାସ-ଲୀଳା …….ଦେଖନ୍ତୁ ଭିଡ଼ିଓ

ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରଙ୍ଗୀନ୍‌ କା-ରନା-ମା । ଅସ-ଞ୍ଜତ ଅବସ୍ଥାରେ ଧ-ରାପ-ଡ଼ିଲେ ବାବୁ । ସରକାରୀ ଅଧିକାରୀଙ୍କ ପାଇଁ ଅନେକ ନୀତି ନିୟମ ଥିବାବେଳେ ଅନେକ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି । କିଛି ଅଧିକାରୀଙ୍କ ଏପରି ଉତ୍ପାତ ଯୋଗୁଁ ବଦନାମୀ ବଢ଼ି ବଢ଼ି ଚାଲିଛି । ଟିଟିଲାଗଡ଼ରେ ଏପରି ଏକ ଭିଡିଓକୁ ନେଇ ଏବେ ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଘଟ-ଣାର ବାସ୍ତବତା ନେଇ ଯଦିଓ ସଂପୂର୍ଣ୍ଣ ତଥ୍ୟ ନାହିଁ, କିନ୍ତୁ ଘଟ-ଣାଟି ଜଳଜଳ ଜଣାପଡ଼ିଯାଉଛି ।

ଭିଡିଓରେ ଥିବା ସରକାରୀ କର୍ମଚାରୀଙ୍କୁ କିଛି ସ୍ଥାନୀୟ ଲୋକ ରେଡ୍ ହ୍ୟା-ଣ୍ଡେ-ଡ୍ ଧରିଥିଲେ ଓ ଭିଡିଓ କରିଥିଲେ । ଟିଟିଲାଗଡ ବ୍ଳକର ଓଡିଶା ଲାଇଭଲି ହୁଡ ମିସନର ଡି.ପି.ଏମ ରେଗନସ ଇକ୍କା । ଗତ ଗୁରୁବାର ଅପରାହ୍ନ ତିନିଟାରେ ବ୍ଳକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିଜ କ୍ୱାର୍ଟରକୁ ଡାକି ଅସଞ୍ଜତ ଅବସ୍ଥାରେ ଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ବିଭିନ୍ନ ବାହାନା କରି ପୂର୍ବରୁ ମଧ୍ୟ ଯୁବତୀଙ୍କୁ ଏପରି ଡାକୁଥିଲେ ବୋଲି ଅଭି-ଯୋଗ ହେଉଛି । ତେବେ ବାବୁଙ୍କୁ ଧରିବାକୁ ସୁଯୋଗ ଅପେକ୍ଷାରେ ଥିଲେ ସ୍ଥାନୀୟ ଲୋକ ଓ କିଛି ଗଣମାଧ୍ୟମ ପ୍ରତିନିଧି ।

ସୁଯୋଗ ମିଳିବା ପରେ ସରକାରୀ ଅଧିକାରୀଙ୍କ ଘରେ ପଶିଥିଲେ । ଆଉସେତିକି ବେଳେ ସରକାରୀ କର୍ମଚାରୀ ଖାଲି ଦେହରେ ଥିବା ଦେଖିବାକୁ ମିଳିଥିଲେ। । ସେପଟେ ବାହାର ଲୋକଙ୍କୁ ଦେଖି ଘର ଭିତରେ କବାଟ ଦେଇ ଲୁ-ଚି ଯାଇଥିଲେ ମହିଳା କର୍ମଚାରୀ । ଲୋକେ କବାଟ ପି-ଟିବା-ରୁ ଯୁବତୀ ଜଣକ ବାହାରି, ବାହାରକୁ ପଲାଇ ଯାଇଥିଲେ । କିନ୍ତୁ ସେ କୌଣସି ଅନୈତିକ କାମରେ ଲି-ପ୍ତ ନଥିଲେ ବୋଲି କହିଥିଲେ । ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ସେ ସରକାରୀ କାମରେ ଆସିଥିଲେ, କବାଟ କିଳି କାହିଁକି ରହିଥିଲେ

ଅନ୍ୟପଟେ ବାବୁ ଜଣଙ୍କ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ବେଶରେ କାହିଁକି ଥିଲେ ? ସାଧାରଣ ସୌଜନ୍ୟତା ଦୃ-ଷ୍ଟିରୁ ସାର୍ଟ ଟିଏ ପିନ୍ଧି ପାରି ଥାଆନ୍ତେ? କାହିଁକି ଓ କଣ ପାଇଁ ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ବାର ବାର ଗୋଡ ଧରି ଭୁଲ ମାଗୁଥିଲେ ? ସୋସିଆଲ ମିଡିଆରେ ଘଟ-ଣାଟି ଭାଇରାଲ୍ ହେବା ପରଠାରୁ ଅଧିକାରୀ ଜଣକ ଫେ-ରା-ର ଅଛନ୍ତି । ସେଥିପାଇଁ ଘ-ଟ-ଣା ସଂପର୍କରେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତି-କ୍ରିୟା ମିଳିନାହିଁ ।

Leave a Reply

Your email address will not be published. Required fields are marked *