ଶଶୁର ନାଁ ରେ ସାଙ୍ଘା-ତିକ ଅଭି-ଯୋଗ ଆସିଲା ବୋହୂ।ବୋହୂ ପ-ରି-ସ୍ରା କଲାବେଳେ ନଜର କରୁଚି ଶଶୁର।

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘ-ଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘ-ଟ-ଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେଉଛି।ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଜଣେ ଓଡିଆ ବୋହୁ ନିଜ ଶଶୁରଙ୍କ ବି-ରୋ-ଧରେ ଏକ ସାଂଘା-ତିକ ଅଭି-ଯୋଗ ଆଣିଛନ୍ତି । ଏହି ଅଭି-ଯୋଗ ବିଷୟରେ ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ବୋହୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ଶଶୁରଙ୍କ କୁ ଦ୍ରୁ-ଷ୍ଟି ସବୁବେଳେ ମୋ ଉପରେ ରହୁଛି । ସେ ମୋତେ ବୋହୁ ବୋଲିକି ଝିଅ ବୋଲିକି ଗ୍ରହଣ କରି ପାରୁ ନାହାନ୍ତି । ଏମିତିକି ମୋତେ ଅ-ଶ୍ଳୀ-ଳ ଭାଷାରେ ଗା-ଳି ଗୁ-ଳଜ କରିବା ସହ ମୁଁ କେଉଁଠି ପ-ରି-ସ୍ରା କରୁଛି ସେ ନଜର ରଖୁଛନ୍ତି ।

https://youtu.be/tRrBmW2amLY

ଏମିତି କି ମୋ ଦେହକୁ ବି ସେ ଟଚ କରୁଛନ୍ତି ଏସବୁ କୁ ମୁଁ ବି-ରୋ-ଧ କରୁଛି ଆଉ ମୋ ସ୍ଵାମୀ ବି ବି-ରୋ-ଧ କରୁଛନ୍ତି । ଏହାର ପ୍ର-ତିବା-ଦ କରିବା ବେଳେ ସେ ଆମକୁ ଧ-ମ-କ ଦେଉଛନ୍ତି । ସେ ଚାହୁଁ ଛନ୍ତି ମୋ ସ୍ଵାମୀ ଉପସ୍ଥିତ ନଥିବା ବେଳେ ତାଙ୍କ ପାପ ନଜର ମୋ ଉପରେ ପକାଇବାକୁ ଚାହୁଁ ଛନ୍ତି ।ମୁଁ ଚାହୁଁଛି ମୋତେ ନ୍ୟା-ୟ ମିଳୁ’,ଏହି ଘଟ-ଣାଟି ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅନ୍ତର୍ଗତ କେନ୍ଦୁଠପି ଗ୍ରାମରୁ। ସୂଚନା ଅନୁଯାଇ କେନ୍ଦୁଠପି ଗ୍ରାମର ବାବନ ସାହୁ ତାଙ୍କ ବୋହୁକୁ ଖରାପ ଭାଷାରେ ଗା-ଳିଗୁ-ଲଜ କରିବା ସହ ବୋହୁର ଦେହକୁ ଟଚ କରୁଥିବା ନିଜେ ଅଭି-ଯୋଗ କରିଛନ୍ତି ବୋହୁ ।

ବାପାଙ୍କର ଏହି ବ୍ୟବହାରକୁ ଦେଖି ପୁଅ ସବୁବେଳେ ବି-ରୋ-ଧ କରି ଆସିଛୁ ଏନେଇ ବୋହୁ ଜଣକ ସୁକିନ୍ଦା ଥା-ନାରେ ଏକାଧିକ ବାର ଲିଖିତ ଅଭି-ଯୋଗ କରିଥିଲେ ମଧ୍ୟ ପୋ-ଲି-ସ ଅଭି-ଯୁକ୍ତ ଶଶୁରଙ୍କ ବି-ରୋ-ଧରେ କୌଣସି କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରି ନାହିଁ ।ଆଉ ବୋହୁକୁ ପୋ-ଲି-ସ ନ୍ୟା-ୟ ଦେଇପାରି ନାହିଁ । ଦେଖାଯାଉ ଆଗକୁ କି ପଦକ୍ଷେପ ନେଉଛି ପୋ-ଲି-ସ।

Leave a Reply

Your email address will not be published. Required fields are marked *