ଶର୍ମିଷ୍ଠାକୁ ନେଇ ଆସିଲା ବଡ ଖବର ! ଛା-ଡପ-ତ୍ର ପାଇଁ ମାଗୁଥିଲା ୫୦ ଲକ୍ଷ ଟଙ୍କା ..ଆଉ ରଖୁନଥିଲା ସ୍ୱାମୀଙ୍କ ସହ କୌଣସି ସର୍ମ୍ପକ !

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା ଘଟ-ଣାରେ ଚାନ୍ଦବାଲି ଥା-ନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ପହଞ୍ଚିଥିଲେ । ଦୁଇ ଜଣ ଅଭି-ଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା ଜାରି ରଖିଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେ-ରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ପୋ-ଲି-ସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମା-ମ-ଲାରେ ଜ-ଡ଼ିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଏକାଠି ଜେ-ରା କରୁଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଟିମ୍ ଦୁଇ ଜଣଙ୍କୁ ଜେ-ରା କରୁଛନ୍ତି । ବ୍ୟକ୍ତିଗତ ଜେ-ରା ବେଳେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଏକାଠି ଜେରା କରାଯାଉଛି । ତେବେ ଏହି ଘ-ଟ-ଣା ରେ ତ-ଦ-ନ୍ତ ପରେ ତ-ଦ-ନ୍ତ ଚାଲିଛି ଓ ନୂଆ ନୂଆ ତଥ୍ୟ ମଧ୍ୟ ମିଳୁଛି ।

ରି-ମା-ଣ୍ଡ ଅବଧି ଶେଷ ହେବା ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟାକା-ଣ୍ଡ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ଏବେ ଭଦ୍ରକ ଜେ-ଲରେ ଅଛନ୍ତି । ଓଆଇଏସ ନିରଞ୍ଜନ ସେଠୀ ବି ଜେ-ଲରେ ଅଛନ୍ତି । ତେବେ ବାହା ହୋଇ ରହିବା ପାଇଁ ଯଦି ସେହି ନିଜର ମଣିଷ ଟି ଭୁଲ ସିଲେକସନ ହୋଇଯାଏ , ତେବେ ଜୀବନ ରେ ବଞ୍ଚିବା କଷ୍ଟ ହୋଇଯାଏ । ଦୁଇ ଜଣ ମିଶି ସଂସାର କରିଥାନ୍ତି । ଜଣେ କେବେ ହେଲେ ସଂସାର କରିପାରିନାହିଁ । ତେବେ ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ବାଇଁ ହ-ତ୍ୟା ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ତାଙ୍କ ସହଯୋଗୀ ଝୁନା ଭୋଇ ସହ ଯାଜପୁରର କାଳିଆପାଣିରେ ୪ଦିନ ଧରି ଲୁ-ଚିଥିଲେ ।

ତେବେ ଶର୍ମିଷ୍ଠା ଙ୍କ ସ୍ବାମୀ ଦିଲ୍ଲୀ ରେ ରହୁଥିବା ବେଳେ ଶର୍ମିଷ୍ଠା ଭୁବନେଶ୍ଵର ରେ ରହୁଛନ୍ତି । ଯାହା ଫଳରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସେପରି କୌଣସି ସମ୍ପର୍କ ହୋଇପାରି ନାହିଁ । ତେବେ ପୋ-ଲି-ସ ଶର୍ମିଷ୍ଠା ଙ୍କ ସ୍ବାମୀ କୁ ମଧ୍ୟ ପ୍ରଶ୍ନ ପଚାରିବା ପାଇଁ ଆସି କ୍ରାଇମବ୍ରାଞ୍ଚ୍ ଥା-ନା ରେ ପହଞ୍ଚିବ ପାଇଁ କହିଛନ୍ତି । କାରଣ ସ୍ବାମୀ ଦୂର ରେ ଥିବାରୁ ସ୍ତ୍ରୀ କଣ କରିଛନ୍ତି ସେ ନେଇ ସ୍ବାମୀ ଙ୍କୁ ଜଣା ଅଛି କି ନାହିଁ ତାହା ଜାଣିବା ପାଇଁ ଚାହୁଁଛନ୍ତି । କିନ୍ତୁ ସେପଟେ ଶର୍ମିଷ୍ଠା ନିଜ ସ୍ବାମୀ ଙ୍କୁ ଛା-ଡପ-ତ୍ର ଦେବା ପାଇଁ ୫୦ ଲକ୍ଷ୍ୟ ଟଙ୍କା ଦାବି କରିଥିବା କହିଛନ୍ତି । ଯାହା କି ତାଙ୍କ ସ୍ଵାମୀ ତାଙ୍କୁ ଦେଇ ନାହାନ୍ତି ।

Leave a Reply

Your email address will not be published. Required fields are marked *