ଝାଡ଼ଖଣ୍ଡ ରୋପୱେ ଦୁର୍ଘ-ଟଣା : ଦେଖନ୍ତୁ ଏହି ୫ ଭିଡ଼ିଓ,ହୃଦୟ ଥରି ଉଠିବ,ଶେଷ ମୁହୁର୍ତରେ ହାତ ଛାଡି ଦେଲା ଜୀବନ !

ଝାଡ଼ଖଣ୍ଡର ରୋପୱେ ଦୁର୍ଘ-ଟଣାର ଦୁଇ ଦିନ ପରେ ମଧ୍ୟ ଉ-ଧା-ର କାର୍ଯ୍ୟ ଜାରି ରହିଛି। କିହାଯାଉଛି ଯେ ରୋପୱେ ଟ୍ରଲି ରେ ଏବେମଧ୍ୟ ଫସି ରହିଛନ୍ତି। ବାୟୁସେନାର ହେଲିକପ୍ଟର ଗୁଡିକ ଲୋକଙ୍କୁ ବଞ୍ଚାଇବା ଜାରି ରଖିଛନ୍ତି। ଏହି ସମୟରେ ଉ-ଧା-ର କାର୍ଯ୍ୟ ସହ ଜଡିତ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରୁ ଗୋଟିଏ ଅତ୍ୟନ୍ତ ହୃଦୟ ବିଦା-ରକ ଭିଡ଼ିଓ ଅଟେ।

ଯେଉଁଥିରେ ଜଣେ ବ୍ୟକ୍ତି ହେଲିକପ୍ଟର ଭିତରକୁ ଯାଉ ଯାଉ ସୁର-କ୍ଷା ବେଲ୍ଟ ଖସିଯାଏ ଏବଂ ସେ ଖାଇରେ ପଡ଼ିଯାଏ ଏବଂ ମ-ରିଯାଏ। ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛିଲୋକ ଉ-ଧା-ର ପଦ୍ଧତି ଉପରେ ପ୍ରଶ୍ନ ମଧ୍ୟ କରିଛନ୍ତି।

https://twitter.com/prakashyadav96/status/1513574813968728067?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1513574813968728067%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fhorrific-video-of-jharkhand-rescue-operation-man-fell-to-death-1169558.html

ସୋମବାର ଦିନର ହେଉଛି ଏହି ଘ-ଟଣା। ଟ୍ୱିଟରରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଦଉଡି ସାହାଯ୍ୟରେ ହେଲିକପ୍ଟରରେ ଝୁଲୁଛନ୍ତି।କିନ୍ତୁ କିଏ ଜାଣିଥିଲା ଯେ ପରମୁହୂର୍ତରେ କିଛି ଏପରି ଘ-ଟିବ। ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ହେଲିକପ୍ଟର ପାଖେ ପହଞ୍ଚିଛନ୍ତି। କିନ୍ତୁ ହେଲିକପ୍ଟର ଭିତରକୁ ଯାଉ ଯାଉ ବ୍ୟକ୍ତିର ସୁର-କ୍ଷା ବେଲ୍ଟ ଖୋଲିଯାଏ ଏବଂ ସେ ସିଧା 900 ଫୁଟ ଖାଇ ରେ ଗଳିପଡେ। ଏହି ଦୁଘ-ଟଣାରେ ଉକ୍ତ ବ୍ୟକ୍ତିଙ୍କର ଘ-ଟଣା ସ୍ଥ-ଳରେ ମୃ-ତ୍ୟୁ ଘ-ଟିଛି।

ମୃତ-କଙ୍କ ପରିଚୟ ଦୁମକା ଜିଲ୍ଲାର କକନି ଗାଁରେ ରହୁଥିବା ରାକେଶ ମଣ୍ଡଳ ରୂପରେ ହୋଇଛି। ସେ ଶିକାରୀ ପାଡାରେ ରୋଜଗାର ସେବକ ପଦରେ କାର୍ଯ୍ୟରତ ଥିଲେ। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକ ଉ-ଧା-ର ପଦ୍ଧତିକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ସମୟରେ ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବିମାନ ଉଡାଣ ସମୟରେ ତଳକୁ ଖସି ଯାଆନ୍ତି। ଲୋକମାନେ ମହିଳାଙ୍କ ସୁର-କ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

ଦୁର୍ଘ-ଟଣା କିପରି ହେଲା।

ରବିବାର ଦିନ ରାମନବମୀ ଅବସରରେ ଶତାଧିକ ଲୋକ ପୂଜାପାଠ କରିବା ପାଇଁ ଦେବଗଡ଼ ପାହାଡ଼ରେ ପହଞ୍ଚିଥିଲେ। ଏହି ସମୟରେ ରୋପୱେ ରେ ତଳକୁ ଆସୁଥିବା ଟ୍ରଲି ସହ ଉପରକୁ ଯାଉଥିବା ଟ୍ରଲି ଧ-କ୍କା ହୋଇଥିଲା। ଯେତେବେଳେ ଏହି ଦୁର୍ଘ-ଟଣା ଘ-ଟିଲା ସେହି ଟ୍ରେଲିରେ 2 ଦର୍ଜନ ଲୋକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *