କର୍ଣ୍ଣାଟକର ମାଙ୍ଗାଲୋରରେ ଦ୍ରୁତ ଗତିରେ ଆସୁଥିବା ବିଏମଡବ୍ଲୁ କାର ଅନେକ ଲୋକଙ୍କୁ ଆ-ଘା-ତ କରିଛି। ଏହି ସଡକ ଦୁର୍ଘ-ଟଣାର ଏକ ଭ-ୟଙ୍କର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। 9 ଏପ୍ରିଲ ଅଟେ ଏହି ଦୁର୍ଘ-ଟଣା। ଏହି ଦୁର୍ଘ-ଟଣାରେ ଆ-ହ-ତମାନେ ଚିକିତ୍ସିତ ହେଉଛନ୍ତି। ଗମ୍ଭୀର ବିଭାଗ ଅଧୀନରେ ସେହି ଡ୍ରାଇଭର ବି-ରୋ-ଧରେ ମା-ମ-ଲା ରୁ-ଜୁ କରି ଅଭି-ଯୁକ୍ତ ଡ୍ରାଇଭରକୁ ପୋ-ଲି-ସ ଗି-ରଫ କରିଛି।
ଦୁର୍ଘ-ଟଣାର ଶି-କା-ର ହୋଇଥିବା ଲୋକ।
ଖବର ଅନୁଯାୟୀ ମାଙ୍ଗାଲୋରର ବାଲାଲବାଗ ଛକ ନିକଟରେ ଦ୍ବୀପହର ପ୍ରାୟ 1:20 ଟା ବେଳେ ଏହି ଘ-ଟଣା ଘଟିଥିଲା। ଦୁର୍ଘ-ଟଣାର ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଦ୍ରୁ-ତ ଗତିରେ ଅନିୟନ୍ତ୍ରିତ ବିଏମଡବ୍ଲୁ କାର ଡିଭାଇଡରକୁ ଅତିକ୍ରମ କରି ବିପରୀତ ପାର୍ଶ୍ଵରେ ପ୍ରବେଶ କରେ। ଡିଭାଇଡର୍ ଅତିକ୍ରମ କରିବାବେଳେ ବିଏମଡବ୍ଲୁ କାର ସିଧାସଳଖ ମହିଳାଙ୍କ ସ୍କୁଟି ସହ ଯାଇ ମା-ଡ ହୁଏ। କାରର ଜୋରରେ ଧ-କ୍କା ହେବାରୁ ସ୍କୁଟି ରେ ବସିଥିବା ମହିଳା ଗୁରୁ-ତର ଆ-ହ-ତ ହୋଇଥିଲେ।
Mangaluru:Driving a BMW Thrills, but many times it Kills,when the driver behind its wheel is driving rash,or intoxicated by drugs or alcohol but whatever be the case,here is an example bizarre accident which took place during the afternoon hours of 9 April 22 on the M G Road pic.twitter.com/ncVwltdxW3
— BHARAT GHANDAT (@BHARATGHANDAT2) April 9, 2022
ସ୍କୁଟିରେ ବସିଥିବା ମହିଳାଙ୍କ ଚାଲିଛି ଚିକିତ୍ସା।
ବିଏମଡବ୍ଲୁ ଧ-କ୍କାରେ ଅନ୍ୟ ଗାଡିର ଡ୍ରାଇଭର ଏବଂ ସ୍କୁଟିରେ ଥିବା ମହିଳା ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ରାସ୍ତା ପାର ହେବା ପାଇଁ ଡିଭାଇଡର୍ ଉପରେ ଠିଆ ହୋଇଥିବା ଅନ୍ୟ ଜଣେ ମହିଳା ବିଏମଡବ୍ଲୁ ଧ-କ୍କା ହେବାରୁ ସଂକୀର୍ଣ୍ଣ ଭାବରେ ର-କ୍ଷା ପାଇଥିଲେ।
ପୋ-ଲି-ସର ସୂଚନାନୁସାରେ ବିଏମଡବ୍ଲୁ ଡ୍ରାଇଭର ମନ୍ନଗୁଡାର ଶ୍ରବଣ କୁମାର (30) ବୋଲି ଜଣାପଡିଛି। ଶ୍ରବଣ ଡେରେବେଲରେ ଭିତର ସାଜସଜ୍ଜାର ବ୍ୟବସାୟ ଚଳାନ୍ତି। ଦୁର୍ଘ-ଟଣାର ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକମାନେ ବିଏମଡବ୍ଲୁ କାରର ଡ୍ରାଇଭରକୁ ଧରି ତାଙ୍କୁ ପି-ଟି-ବା ଆରମ୍ଭ କରିଥିଲେ। ଅଭି-ଯୋଗ ହୋଇଛି ଯେ ଦୁର୍ଘ-ଟଣା ସମୟରେ ବିଏମଡବ୍ଲୁ ଡ୍ରାଇଭର ମ-ଦ୍ୟପା-ନ କରିଥଲା। ପୋ-ଲି-ସ ଦୁର୍ଘ-ଟଣାର ତ-ଦ-ନ୍ତ କରୁଛି।