ଠାକୁରଙ୍କ ଦାନ ପାତ୍ରରୁ ଟଙ୍କା ଚୋ-ରା-ଇ,ବ୍ଲାଉଜ ଭିତରେ ପୁରାଇ..ଠାକୁରଙ୍କୁ ମୁଣ୍ଡିଆ ମା-ରି ପଳାଇଲେ ମହିଳା,ଦେଖନ୍ତୁ ଭିଡ଼ିଓ

ଆଜିକାଲି ସିସିଟିଭି ଓ ମୋବାଇଲର କ୍ୟାମେରା ମଣିଷର ତୃତୀୟ ଆଖି ପାଲଟି ଯାଇଛି । ଏହା ଯୋଗୁଁ ଅବିଶ୍ୱାସନୀୟ ଘ-ଟଣା ଗୁଡ଼ିକୁ ନିଜ ଆଖିରେ ଦେଖି ପାରୁଛୁ । ଏମିତି କିଛି ଆଶ୍ଚ-ର୍ଯ୍ୟକର ଘ-ଟଣା ନେଇ ଆଜି ଆମେ ଆସିଛୁ । ସାଧାରଣ ମଣିଷ ପାଇଁ ଖାଦ୍ୟ,ବସ୍ତ୍ର,ବାସଗୃହ ଏକାନ୍ତ ଆବଶ୍ୟକ।ମଣିଷ ଟିଏ ସମାଜରେ ବଞ୍ଚିବାକୁ ହେଲେ କିଛି ବ୍ୟବସାୟ କରିବା ଜରୁରୀ ଅଟେ।କାହିକିଁ ନା ଆୟ କଲେ ହିଁ ମଣିଷ ଖାଦ୍ୟ ପାଇପାରିବ।

ବିନା ପରିଶ୍ରମରେ କେବେ ବି ମଣିଷ ସୁଖରେ ରହିପାରିବ ନାହିଁ।ଭଗବାନ ଆମକୁ ମଣିଷ ଭଳି ଶ୍ରେଷ୍ଠ ଜନ୍ମ ଦେଇଛି ଏହାର ସଦୁପଯୋଗ କରିବା ଉଚିତ୍।କିନ୍ତୁ କିଛି ମଣିଷ ଏହାକୁ ଦୁରପଯୋଗ କରିଥାନ୍ତି।ବର୍ତ୍ତମାନ କଳୁଷିତ ସମାଜରେ ଚୋ-ରି ଡକା-ୟତି ସାଧାରଣ କଥା ହେଇଗଲାଣି।ଦିନକୁ ଦିନ ଏସବୁ ଦ୍ରୁତ ଗତିରେ ବଢ଼ିବାରେ ଚାଲିଛି।ଯାହା ଦ୍ଵାରା ଜନ ଜୀବନ ବହୁ ବିପ-ଦରେ ସମ୍ମୁଖୀନ ହେଉଛନ୍ତି।ଏଭଳି ଅପନିନ୍ଦା କାର୍ଯ୍ୟ ଦ୍ଵାରା ସମାଜ କଳୁ-ଷିତ ହୋଇଗଲାଣି।ତେବେ ନିକଟରେ ଏଭଳି କିଛି ଚୋ-ରି ଘ-ଟ-ଣା ଦେଖିବାକୁ ମିଳିଛି

ଚୋ-ର ବିଭିନ୍ନ ପ୍ରକାର ଉପାୟ ରେ ଚୋ-ରି କରି ଥାଏ । ଏହି ଭିଡ଼ିଓ ରେ ଏପରି ଏକ ଚୋ-ର କୁ ଦେଖିବେ ଯିଏ ପୁରା ଦୁନିଆ କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇ ଥିଲା । କୁହା ଯାଏ ମଣିଷ ଭଗବାନ ଙ୍କୁ ଡରି ଥାଏ । ମାତ୍ର ଶିଶି ଟିଭି ରେ କ-ଏ-ଦ ହୋଇ ଥିବା ଏହି ଭିଡ଼ିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ । ଜଣେ ମହିଳା ଏକ ମନ୍ଦିର କୁ ପ୍ରବେଶ କରନ୍ତି । ଏହା ପରେ ସେ ଭଗବାନ ଙ୍କୁ ପ୍ରଣାମ କରନ୍ତି ।

କିନ୍ତୁ ଏହା ପରେ କିଛି ଏପରି ଘ-ଟ-ଣା ଘଟାଇ ଥାନ୍ତି ଯାହା ଆଶ୍ଚର୍ଯ୍ୟ କରାଇ ଥାଏ । ଜୁହାର ହେବା ସମୟ ରେ ସେ ଭଗବାନ ଙ୍କ ଥାଳି ରେ ଦାନ କରିଥିବା ଟଙ୍କା କୁ ଉଠାଇ ନିଜ ବ୍ଲାଉଜ ରେ ଭର୍ତି କରି ଦିଅନ୍ତି । ପୁଣି କିଛି ସମୟ ପରେ ସେ ଆଉ ଥରେ ଏହିପରି କରନ୍ତି । ମହିଳା ଜଣଙ୍କୁ ଜଣା ନ ଥିଲା ଯେ ସିଶି ଟିଭି ଅଛି ବୋଲି । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *