ଏହି ଫୋଟୋରେ ଲୁ-ଚିରହିଛି ଏକ ଝିଅ, ନିଜକୁ ବୁଦ୍ଧିମାନ ଯଦି ଭାବୁଛନ୍ତି ତେବେ ଖୋଜିକରି ଦେଖାନ୍ତୁ, 99% ଲୋକ ହେଲେ ଫେଲ !

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଦିନ ହଜାର ହଜାର ଚିତ୍ର ଭାଇରାଲ ହେଉଥିବା ଆମେ ଦେଖୁ। କିଛି ଚିତ୍ର ଅଛି ଯେଉଁଥିରେ ଲୋକଙ୍କୁ କିଛି ପ୍ରଶ୍ନ ପଚରାଯାଏ। ଏହି ପଜଲ୍ ଗୁଡିକ ସମାଧାନ କରିବା ଏକ ବୁଦ୍ଧିର ଖେଳ। ଆଜିକାଲି ସୋସିଆଲ ମିଡିଆରେ ଏହିପରି ଅନେକ ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆପଣଙ୍କୁ କାହାକୁ ଖୋଜିବା କାର୍ଯ୍ୟ ଦିଆଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହିପରି ଚିତ୍ର ଉପରେ ନିଜର ପ୍ରତି-କ୍ରିୟା ଦିଅନ୍ତି ଏବଂ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତି।

ଆଜି ଆମେ ଏପରି ଏକ ଚିତ୍ର ଆଣିଛୁ, ଯାହା ବହୁତ ଶୀଘ୍ର ଭାଇରାଲ୍ ହେବାକୁ ଯାଉଛି, କିନ୍ତୁ ଏହି ଛବି ଟିକିଏ ଅଲଗା। କାରଣ ଯଦି ଆପଣ ଏହି ଛବିକୁ ଦେଖନ୍ତି ତେବେ ଆପଣଙ୍କ ମନ ମଧ୍ୟ ଭ୍ରମରେ ପଡିଯିବ। ବାସ୍ତବରେ ଏହି ଛବି ଭିତରେ ଗୋଟିଏ ଝିଅ ଲୁ-ଚି ରହିଛି ଏବଂ ଆପଣ ସେହି ଝିଅକୁ ଏହି ଛବିରେ ଖୋଜିବାକୁ ପଡିବ। କିନ୍ତୁ ଏହା ଆଦୌ ସହଜ ନୁହେଁ। କିନ୍ତୁ ଯଦି ଆପଣ ଚେଷ୍ଟା କରନ୍ତି, ଆପଣ ନିଶ୍ଚିତ ଭାବରେ ଏହାକୁ ପାଇପାରିବେ।

ଏହି ଚିତ୍ର ହେଉଛି ଭାଇରାଲ।

ଏହି ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ର ଦେଖିବା ପରେ ଝିଅଟି କେଉଁଠାରେ ଲୁ-ଚି ରହିଛି ତାହା ଆପଣ କହିପାରିବେ କି? ଲୋକମାନେ ଏହି ଚିତ୍ରରେ ଝିଅକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଅନେକ ଲୋକ ସଫଳ ହୋଇଛନ୍ତି, ଅଧିକାଂଶ ଲୋକ ବି-ଫ-ଳ ହେଉଛନ୍ତି। ଯଦି ଆପଣ ଟିକିଏ ଧ୍ୟାନ ଦେବେ ଏବଂ ଏହି ଚିତ୍ରକୁ ଭଲଭାବେ ଦେଖିବେ ଆପଣ ମଧ୍ୟ ଝିଅକୁ ଖୋଜି ପାଇ ପାରିବେ।

ଯଦି ଆପଣ ଏପର୍ଯ୍ୟନ୍ତ ଏହି ଛବିରେ ଝିଅକୁ ପାଉନାହାନ୍ତି ତେବେ ଆସନ୍ତୁ ଆପଣଙ୍କୁ କିଛି ସୂଚନା ଦେବା। ଆପଣ ଟିକିଏ ଭଲ ଭାବରେ ଧ୍ୟାନ ଦିଅନ୍ତୁ ଏବଂ ଜୁମ୍ କରି ଏହି ଚିତ୍ରକୁ ଦେଖନ୍ତୁ। ଆପଣ ଛବିରେ ଲୁ-ଚି ରହିଥିବା ଝିଅଟିକୁ ପାଉଛନ୍ତି କି?

ଯଦି ତଥାପି ଆପଣ ଝିଅକୁ ଖୋଜିବାରେ ସକ୍ଷମ ହୋଇପାରୁନାହାନ୍ତି। ତେବେ ଟିକିଏ ଗଛକୁ ଭଲ ଭାବରେ ଦେଖନ୍ତୁ। ଆପାଣ ବର୍ତ୍ତମାନ ଝିଅକୁ ଦେଖପାରିଲେ କି? ଯଦି ଆପଣ ଏହାକୁ ଦେଖିପାରୁଛନ୍ତି, ତେବେ ମନ୍ତବ୍ୟ ଦେଇ ଆମକୁ ଜଣାନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି, ତେବେ ଚିତ୍ରକୁ ଆଉଥରେ ଯାଞ୍ଚ କରନ୍ତୁ।

ଏହା ଏକ ପାର୍କର ଚିତ୍ର। ଯଦି ଆପଣ ନିଜକୁ ଜଣେ ବୁଦ୍ଧିମାନ ବୋଲି ଭାବନ୍ତି ତେବେ ଏହି ଫଟୋରେ ଆପଣ ନିଶ୍ଚିତ ଭାବରେ ଲୁ-ଚି ରହିଥିବା ଝିଅକୁ ଦେଖିପାରିବେ। ଅନେକ ଲୋକ ଏହି ଚିତ୍ରରେ ଝିଅକୁ ଗୋଟିଏ ଥରରେ ହିଁ ଖୋଜିଦେଉଛନ୍ତି। ସେହି ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ ଝିଅକୁ ପାଇଲେ ନାହିଁ।

ଆପଣ ଏହି ଚିତ୍ରରେ ଦେଖୁଥିବା ଗଛଟି ପାଖରେ ହିଁ ଝିଅଟି ବସିରହିଛି। ଝିଅଟିର ଶରୀରକୁ ଏପରି ରଙ୍ଗ କରାଯାଇଛି, ଯାହା ଦେଖିବା ପରେ ସହଜରେ କହିବା କଷ୍ଟକର ହୋଇପଡୁଛି। ଯଦି ଆପଣ ଭାବୁଥିବେ ଯେ ଅନ୍ୟ କେହି ଏହି ପ୍ରଶ୍ନର ସହଜରେ ଉତ୍ତର ଦେଇ ପାରିବେ, ତେବେ ଏହି ଚିତ୍ରକୁ ସେୟାର କରନ୍ତୁ ଏବଂ ଦେଖନ୍ତୁ ଏହି ପ୍ରଶ୍ନର ସଠିକ୍ ଉତ୍ତର କିଏ ଦେଇପାରିବ।

Leave a Reply

Your email address will not be published. Required fields are marked *