“ମୁଁ ଆଉ ସହିପାରୁନି ଜାନୁ ଶର୍ମିଷ୍ଠା, ଆଜି ବି ଭୁଲି ପାରୁନି ତୁମ ଜାନୁ ଜାନୁ ଡାକ”………….

ତେବେ ଏହି ବହୁ ଚର୍ଚ୍ଚିତ ଏହି ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡର ଘଟ-ଣାକୁ ନେଇ କ୍ରାଇ-ମବ୍ରାଞ୍ଚ୍ ଟିମ୍ ତ-ଦ-ନ୍ତ ଜାରି ରଖିଛି । ଏହାରି ମଧ୍ୟରେ ପୋ-ଲି-ସର ଛାନଭିନ ଭିତରେ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ରାଉତଙ୍କ ନିବିଡତାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଥିଲା । ଶର୍ମିଷ୍ଠା ଙ୍କୁ ନିୟମିତ ବ୍ୟବଧାନରେ ନିରଞ୍ଜନ ଦେଖା କରିବା ସହିତ ଫୋନରେ ଘଣ୍ଟା ଘଣ୍ଟା ଗପିବାର ପ୍ରମାଣ ମଧ୍ୟ ମିଳିଛି ।

ଏପଟେ ହ-ତ୍ୟା ପୁର୍ବରୁ ମାନସ ନଜ ପରିବାର ପାଇଁ ଲେଖିଥିଲେ ଏକ ଚିଠି । ଆଶ୍ରମରେ କାମ କରୁଥିବା ଜଣେ ସହାୟିକା ଏହି ଚିଠି ପାଇଥିଲେ । ଏହି ଚିଠି ପଢ଼ିବା ପରେ ଚିଠିଟିକୁ ଶର୍ମିଷ୍ଠା ନେଇ ଯାଇଥିଲେ । ଚିଠିରେ ଶର୍ମିଷ୍ଠାଙ୍କ କ-ଳାକା-ରନା-ମା ବିଷୟରେ ଲେଖିଥିଲେ ମାନସ ବୋଲି ଜଣା ପଡିଛି । ତେବେ ଧୀରେ ଧୀରେ ଶର୍ମିଷ୍ଠା ରାଉତଙ୍କ ଗୁ-ମର ଖୋଲି ଖୋଲି ଯାଉଛି ।ତେବେ ନିରଞ୍ଜନ କହିଚନ୍ତି ଯେ ମୁଁ ଆଉ ସହି ପାରୁନି ଶର୍ମିଷ୍ଠା ,ଏତେ ଅବିବେକି କେମିତି ହେଲ।ତୁମକୁ ମୁଁ ସବୁବେଳେ ଝୁରି ହେଉଛି, ମୋତେ ଡିଲିଟ କରିଦିଅ ତୁମରି ମନରୁ।

ପ୍ଲିଜ ଫେରି ଆସ ମୋ ପାଖକୁ। ତୁମ ଗୋଲାପ ତୋଡା ଆଉ ମିଠା କଥା ପାଇଁ ମୁଁ ଗୋଟେ ବଡ଼ ଭୁଲ୍ ନିଷ୍ପତି ନେଇଗଲି। ତୁମେ ଆଉ ପୋ-ଲି-ସ୍ ସହ ଲୁ-ଚକା-ଳି ଖେଳ ଖେଳନି,ସବୁ କଥା ଜାଣି ସରିଲାଣି ପୋ-ଲି-ସ୍, ପ୍ଲିଜ୍ ଫେରିଆସ।କିଛି ନହେଲେ ମୁଁ ତୋ ଟିକେ ଶାନ୍ତି ରେ ବଞ୍ଚିବି, ବହୁତ୍ ଦିନ ହବ ତୁମକୁ ଦେଖିନି ।ତୁମ ଜାନୁ ଜାନୁ ଡାକ ଶୁଣିବା ପାଇଁ ମୁଁ ତୁମକୁ ମୋ ହାର୍ଟ ଆଉ ଲିଭର ଦେଇଚି।

ମୁଁ ତୁମକୁ ପ୍ରେମିକା ଭାବିଥିଲି ହେଲେ ତୁମେ ନିଜେ ଲୁ-ଚିଯାଇ ମୋତେ ଜେ-ଲ୍ ରେ ପୁରାଇ ଦେଲ।ତେବେ ମାନସ ମ-ର୍ଡ-ର କେ-ସ ରେ ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ପୋ-ଲି-ସ୍ ଗି-ର-ଫ କରିସାରିଛି ।ଏହା ସହ ନିରଞ୍ଜନ ସହିତ ଶର୍ମିଷ୍ଠାଙ୍କ ର ସମ୍ପର୍କ ରହିଥିଲା।ନିରଞ୍ଜନ ଦିନରେ 20 ରୁ 25 ଥର କଲ୍ ରେ କଥା ହେଉଥିଲେ। ଆଉ ପ୍ରାୟ ସମୟ ସେ ଆଶ୍ରମ କୁ ଆସୁଥିଲେ ବୋଲି ଆଶ୍ରମ ସିକ୍ୟୁରୁଟି ଗାର୍ଡ କହିଛନ୍ତି।

Leave a Reply

Your email address will not be published. Required fields are marked *