ଇଏ କି ଖେଳ ଲୋ ମୋ ବାପ ! ମହିଳା ଜଣକ କଲେ ଏମିତି କିଛି ଖେଳ,ଭିଡ଼ିଓ ଭାଇରାଲ …

ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହିଛନ୍ତି। ସୋସିଆଲ ମିଡିଆରେ ଆପଣ ଦୁନିଆରେ ହେଉଥିବା ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇପାରିବେ। ବର୍ତ୍ତମାନର ଏହି ଦୁନିଆରେ ଅନେକ ସବୁ ଘଟଣା ଘଟୁଛି ଯାହା ଚର୍ଚାର ବିଷୟ ପାଳଟୁଛି। ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି।

ଆପଣମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏକ ଏପରି ଘଟଣା ବିଷୟରେ କହିବା ପାଇଁ ଯାଉଛୁ ଯାହାକି ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି।

ତେବେ ସେହି ଭିଡିଓରେ କଣ ଅଛି ଆସନ୍ତୁ ବିସ୍ତାରରେ ସେହି ଭାଇରାଲ ଭିଡିଓ ସମ୍ପର୍କରେ ଆଲୋଚନା କରିବା। ଘଟଣାଟି କିଛି ଏପରି ଅଛି ଭିଡିଓରେକି ରାସ୍ତାରେ ଏକ ବାଇକରେ ଜଣେ ପୁରୁଷ ଲୋକ ଏବଂ ଜଣେ ସ୍ତ୍ରୀ ଲୋକ ଯାଉଥିଲେ ଠିକ ସେହି ସମୟରେ ଆଉ ଏକ ବାଇକ ଯେଉଁଥିରେ କେବଳ ଜଣେ ଯୁବକ ଥିଲା ସେ ସେହି ଗାଡି ପାଖକୁ ଆସିଲା।

ସେପଟ ଗାଡିରେ ଯାଉଥିବା ସେହି ସ୍ତ୍ରୀ ଲୋକଙ୍କର ଗାଲକୁ ଛୁଇଁ ଚୁମ୍ବନ ଦେଲା ତେବେ ସେହି ସ୍ତ୍ରୀ ଲୋକ ଜଣକ ମଧ୍ୟ କୌଣସି ପ୍ରକାରର ରିଆକ୍ସନ କିମ୍ବା କିଛି କହିଲେ ନାହିଁ। ତେବେ ଏହି ଭିଡିଓଟି ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ମିଲିୟନ ଉପରେ ଭିୟୁ ମଧ୍ୟ ହୋଇସାରିଛି।

ଏହା ଛଡା ଅନେକ ଲୋକ ଅନେକ କଥା ମଧ୍ୟ କହୁଛନ୍ତି। କିଏ କହୁଛିକି ଆଜିକାଲି ଯୁବକ ଯୁବତୀଙ୍କର ଏହି ଭଳି ଘଟଣା ଦେଖିବାକୁ ମିଳିଥିଲା କିନ୍ତୁ ବର୍ତ୍ତମାନ ସ୍ୱାମୀ ସହ ଯାଇ ଆଉ ଏକ ଯୁବକ ସହ ପ୍ରେମର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି। ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛିଯେ ଯୁବକ ଜଣକ ସେହି ବିବାହିତ ମହିଳାଙ୍କର ବୟଫ୍ରେଣ୍ଡ। ତେବେ ଏହି ଘଟଣାକୁ କେହି ଜଣେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *