ବହୁତ ସାରା ମିଠା ଜିନଷ ଖାଇବା ପରେ ରଣଭୀର ସିଂଙ୍କର ହୋଇଗଲା ଏପରି ଅବସ୍ଥା,ଫୋଟୋରେ ନଜର ଆସୁଛି ତାଙ୍କ ଅବସ୍ଥା |

ବଲିଉଡ ଅଭିନେତା ରଣଭୀର ସିଂ ବର୍ତ୍ତମାନ ଆମେରିକାରେ ଅଛନ୍ତି | ସେଠାରେ ବହୁତ ସାରା ମିଠା ଜିନଷ ଖାଇବା ଦ୍ୱାରା ସେ ଫୁଡ଼ କୋମାରେ ପହଞ୍ଜି ଗଲେ | ଆମେ ଆପଣଙ୍କୁ କହିରଖୁଛୁ ଯେ ବଲିଉଡ ଅଭିନେତା ରଣଭୀର ସିଂ ନ୍ୟୁୟର୍କରେ କ୍ଯୁଲିଟି ସମୟ ଅତିବାହିତ କରିବାକୁ ପହଞ୍ଚିଛନ୍ତି | ସିଏ ନ୍ୟୁୟର୍କରେ ସପିଙ୍ଗ କଲେ ଆଉ ଟାକୋ, ହନି-ବଟର ଟୋଷ୍ଟ, ମାର୍ଶମେଲୋ, ପେଷ୍ଟ୍ରି ସହିତ ଏଠାରେ ଅନେକ ସୁସ୍ବାଦୁ ଖାଦ୍ୟର ବହୁତ ସାରା ସ୍ୱାଦ ଚାଖିଲେ | ବର୍ତ୍ତମାନ ଏତେ ସବୁ ଖାଇବା ପରେ ତାଙ୍କର ଅବସ୍ଥା କଣ ହେଇଥିବ, ଆପଣ ମାନେ ହିଁ ଏହାର ଅନୁମାନ ଲଗେଇଦିଅନ୍ତୁ | କିନ୍ତୁ ବେସ୍ତ ହେବାର କୌଣସି କଥା ନାହିଁ,,ତାଙ୍କର ଅବସ୍ଥା କଣ ହେଲା ଏହା ନିଜେ ରଣଭୀର ସିଂ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି କହିଛନ୍ତି |

ସୁସ୍ୱାଦୁ ଖାଇବା ସହିତ ଅନେକ ସାରା ଫୋଟୋ ସେୟାର କଲେ :-

ରଣଭୀର ସୁସ୍ବାଦୁ ଖାଇବାର ଅନେକ ଫଟୋ ସେୟାର କରିଛନ୍ତି | ପ୍ରଥମ ଫୋଟୋ ହେଉଛି ରେଷ୍ଟୁରାଣ୍ଟର ବାହାରେ ଠିଆ ହୋଇଥିବା ରଣଭୀର, ଆଉ ଦ୍ୱିତୀୟ ଫୋଟୋରେ ସେ ଟାକୋ ଖାଉଥୁବାର ନଜର ଆସିଛନ୍ତି | ଏହା ପରେ ହନି-ବଟର ଟୋଷ୍ଟ, ଅଧା ବକେଡ୍ ମାର୍ଶମାଲୋ,କୁକି ବିଟ,ପ୍ରିଜେଲ୍ସ ଏଣ୍ଡ କୁକି କ୍ରମ୍ବସ୍, ସଫ୍ଟ ଚିଜକେକ୍, ରା଼ପ୍ସବେରୀ ସୋର୍ବେଟ୍, ପଫ୍ ପେଷ୍ଟ୍ରି ପରି ଅନେକ ମିଠା ଖାଦ୍ୟ ଚାଖିଲେ |

‘…..ଆଉ ଇଏ ହେଲା ଫଳ,….ଫୁଡ କୋମା ‘ :-

ଏତେ ସାରା ଡ଼ିସେସ୍ ର ଫୋଟୋ ପରେ ରଣଭୀର ନିଜର ଅବସ୍ଥା ଦେଖେଇଲେ | ସେ ପେଟ ଉପରେ ହାତ ରଖି ସୋଫାରେ ଗଡୁଥିବାର ନଜର ଆସିଲେ | ଏହି ଫୋଟୋକୁ ସେୟାର କରିବା ସହିତ ରଣଭୀର ସିଂ ଲେଖିଲେ ‘…ଆଉ ଇଏ ହେଲା ଫଳ… ଫୂଡ଼ କୋମା’ |

ଏହି ନ୍ୟୁୟର୍କ ଟ୍ରିପ୍ ସମୟରେ ରଣଭୀର ସିଂଙ୍କ ସହିତ ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କ ତାଙ୍କ ସାଥିରେ ଅଛନ୍ତି | ଏମିତିରେ ରଣଭୀର ଆଉ ରୋହନଙ୍କର ଏହି ଫୋଟୋ ଦେଖି ଲାଗୁଛି ଯେ ଦୁହେଁ ବହୁତ ଏଞ୍ଜୟେ କରିଛନ୍ତି | ନ୍ୟୁୟର୍କର ଗଳି ମାନଙ୍କରରେ ସେ କ୍ଯୁଲିଟି ସମୟ ଅତିବାହିତ କରିଛନ୍ତି |

ରଣଭୀର ସିଂଙ୍କୁ ନିକଟରେ NBA ଅଲ ଷ୍ଟାର ସେଲିବ୍ରିଟି ଗେମରେ ଦେଖିବାକୁ ମିଳିଥିଲା ​​| ଏଠାରେ ତାଙ୍କର ଉପସ୍ଥିତି ବାସ୍କେଟବଲ୍ ଖେଳରେ ଚାର-ଚାନ୍ଦ ଲଗେଇ ଦେଇଥିଲା | ଗେମ୍ ଦେଖିବାକୁ ଆସିଥିବା ଦର୍ଶକମାନେ ରଣଭୀର ସିଂଙ୍କୁ ଦେଖି ବହୁତ ଖୁସି ନଜର ଆସିଲେ | ପୁରା ବାସ୍କେଟବଲ୍ ବାସ୍କେଟବଲ୍ ରଣଭୀର ସିଂଙ୍କ ନାମରେ ଗୁଞ୍ଜି ଉଠିଥିଲା |

ଫିଲ୍ମି ବିଷୟରେ କହିବା ତେବେ ରଣଭୀର ସିଂ ପୂର୍ବ ଥର ଫିଲ୍ମି 83 ରେ ଦେଖା ଯାଇଥିଲା | ଆଉ ଏବେ ତାଙ୍କର ଆସିବାକୁ ଯାଉଥିବା ଫିଲ୍ମି ରାକି, ଅଉ ରାନୀ କି ପ୍ରେମ୍ କାହାଣୀ, ସର୍କସ, ଜୟଶଭାଇ ଜୋରଦାର ସାମିଲ୍ ଅଟେ |

Leave a Reply

Your email address will not be published. Required fields are marked *