ଶ୍ରମଯୋଗୀ ମାନଧନ ଯୋଜନା ମାଧ୍ୟମରେ ମାସକୁ ମିଳିବ 3000 ଟଙ୍କା,ଜାଣନ୍ତୁ କେମିତି ପାଇବେ ଏବଂ କିପରି ଆବେଦନ କରିବେ ?

ପ୍ରଧାନମନ୍ତ୍ରୀ ଜନତା ଙ୍କ ସୁବିଧା ପାଇଁ ବହୁତ୍ ପ୍ରକାର ନିୟମ ମାନ ବନାଇଛନ୍ତି । ଜନତା କିଭଳି ଭାବେ ସୁବିଧା ରେ ରହିବେ ଅଧିକ ପରିମାଣ ରେ ସରକାର ସମସ୍ତ ପରିବାର ଉପରେ ଦୃଷ୍ଟି ରଖିଛନ୍ତି । କୃଷକ ହୁଅନ୍ତୁ ଅଥବା ସାଧାରଣ ଜନତା ମାନଙ୍କ ପାଇଁ ସରକାର ଅର୍ଥାତ ପ୍ରଧାନମନ୍ତ୍ରୀ ଏତେ ସବୁ ଯୋଜନା ବନାଇଛନ୍ତି ।

ଆମ ସରକାର ବାହାର କରିଛନ୍ତି ଏକ ନୂଆ ଯୋଜନା ଯାହା ସମସ୍ତଙ୍କ ପାଇଁ ଖୁବ୍ ଲାଭ ଦାୟକ ହେବ । ଆମ କହିବା କଥା ଟି ହେଉଛି ଆପଣ ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ଏହି ନିୟମ ର ଲାଭ ଉଠାନ୍ତୁ । ତେବେ ଏହି ନିୟମ ଟି କେବେ ଠୁ କାହିଁକି ଓ ଏଥିରେ କଣ କଣ ଆବଶ୍ୟକ ହୋଇଥାଏ ତାହା ବିଷୟ ରେ ଚାଲନ୍ତୁ ଜାଣିବା । ସାଧାରଣ ଜନତା ଏଥି ପାଇଁ ଲାଭ ପ୍ରଦ ହେବେ

କେନ୍ଦ୍ରମନ୍ତ୍ରୀ ଗରିବ ଲୋକ ମାନଙ୍କ ପାଇଁ ସାହାରା ହେବା ପାଇଁ ବହୁତ୍ ଭଲ ଗୋଟିଏ ଯୋଜନା ବାନାଇଛନ୍ତି । ସେହି ଯୋଜନା ରେ ଯେଉଁ ବ୍ୟକ୍ତି ମାନେ ଦିନମଜୁରିଆ , ଛୋଟ ଓ ଉଠା ଦୋକାନ କରିଥିବା ବ୍ୟକ୍ତି ମାନେ ଲାଭ ବାନ୍ ହୋଇ ପାରିବେ ଆଜ୍ଞା ଆପଣ କୌଣସି ସ୍ଥାନ ରୁ ଭତ୍ତା ପାଉନଥିବା ଜରୁରୀ । ଏହି ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ ସମ୍ମନିଧି ମାନ୍ଧ୍ର ଯୋଜନା ।

ତେବେ ଏହି ଯୋଜନା ର ଲାଭ ଉଠାଇବା ପାଇଁ ଆପଣ ଙ୍କ ବୟସ ସୀମା ୧୮-୪୦ ବର୍ଷ ହୋଇଥିବା ଆବଶ୍ୟକ ଓ ଅପଙ୍କର ମାସିକ ଆୟ 15000 ହଜାର ରୁ କମ୍ ରହିଥିବା ଆବଶ୍ୟକ । ଏହି ଯୋଜନା ରେ ଆପଣଙ୍କୁ ପ୍ରତି ମାସ 55 ଟଙ୍କା ରୁ ଆରମ୍ଭ କରି 200 ଟଙ୍କା ପର୍ଯ୍ୟନ୍ତ ନିଜ ବ୍ୟାଙ୍କ୍ ଖାତା ରେ ଜମା କରିବା ପାଇଁ ପଡିବ ଏହା ପରେ ଯେତେବେଳେ ଆପଣଙ୍କୁ ୬୦ ବର୍ଷ ହୋଇଯିବ ଆପଣ ମାସିକ ୩୦୦୦ ଟଙ୍କା ଆୟ ହିସାବ ରେ ପାଇ ପାରିବେ । ଏଥି ପାଇଁ ଆପଣ ଜନ ସେବା କେନ୍ଦ୍ର କୁ ଯାଇ ନିଜର ଆଧାର କାର୍ଡ ଜରିଆ ରେ ଓ ବଙ୍କ ପାସ୍ ବୁକ୍ ଓ ନିଜ ଦସ୍ତଖତ ଏବଂ ଏହା ପରେ ନାମ କୁ ବୁକ୍ କରି ପାରିବେ।

Leave a Reply

Your email address will not be published. Required fields are marked *