ପୁରୁଷଙ୍କ ପ୍ରାଇଭେଟ ପାର୍ଟକୁ ମାପିବା ପାଇଁ ମହିଳା ଜଣକ କଲେ ଏକ ନିଆରା ଟାଟୁ, ଯାହାକୁ ଦେଖି ବହୁତ ଲଜିତ ହେଲା ଝିଅ !

ଆଜିକାଲି ଶରୀରରେ ଟାଟୁ କରିବାର ଟ୍ରେଣ୍ଡ ବହୁତ ଚାଲିଛି। ସହର କିମ୍ବା ଗାଁର ଯେକୌଣସି ସ୍ଥାନରେ ଯୁବକ ଏବଂ ଯୁବତୀମାନେ ଅତ୍ୟଧିକ ଉତ୍ସାହର ସହିତ ନିଜ ଶରୀରରେ ଟାଟୁ କରିଥାନ୍ତି। ଯେଉଁଲୋକମାନେ ପରମାନେଣ୍ଟ ଟାଟୁ କରନ୍ତି ଏହା କରିବା ପୂର୍ବରୁ ଥରେ ଭଲଭାବରେ ରିସର୍ଚ୍ଚ କରନ୍ତି। ବହୁ ଚିନ୍ତା ପରେ ସେମାନେ ନିଜ ପାଇଁ ଟାଟୁ ଡିଜାଇନ୍ ବାଛନ୍ତି। ଏପରି ପରିସ୍ଥିତିରେ କିଛି ଅଦ୍ଭୁତ ଟାଟୁ ହେତୁ ଯେପରି ସେମାନଙ୍କୁ କିଛି ଅସୁବିଧାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ।

ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ସହ ପରିଚିତ କରାଇବାକୁ ଯାଉଛୁ ଯିଏ ତାଙ୍କ ଅନନ୍ୟ ଟାଟୁ ପାଇଁ ଆଲୋଚନାରେ ଅଛନ୍ତି। ଏହି ମହିଳା ଜଣକ ତାଙ୍କ ହାତରେ ଏପରି ଏକ ଟାଟୁ କରିଥିଲେ ଯାହାକୁ ଦେଖି ତାଙ୍କ ଝିଅ ମଧ୍ୟ ଲଜ୍ଜାରେ ମୁଣ୍ଡ ନୂଆଇଁଦେଲା। ସେ ତାଙ୍କ ମାଆର ଟାଟୁକୁ ନେଇ ବହୁତ ଲଜ୍ଜିତ। ବାସ୍ତବରେ ତାଙ୍କ ମା ତାଙ୍କ ହାତରେ ଏକ ସ୍କେଲ ଟାଟୁ କରିଛନ୍ତି। ବର୍ତ୍ତମାନ ଆପଣ କହିବେ ଏଥିରେ ଲଜ୍ଜିତ ହେବାର କଣ ଅଛି? ଏହି ଟାଟୁର ପ୍ରକୃତ ସତ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳା ଟିଆରି କଲେ ସ୍କେଲ ଵାଲା ଟାଟୁ।

ଯେତେବେଳେ ମହିଳା ଜଣକ ତାଙ୍କ ହାତରେ ଏକ ସ୍କେଲ ଟାଟୁ କରିବାର କାରଣ କହିଥିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପୁରୁଷଙ୍କର ପ୍ରାଇଭେଟ ପାର୍ଟର ଲମ୍ବ ନେବାକୁ ମହିଳା ଏହି ସ୍କେଲ ଟାଟୁ ତିଆରି କରିଛନ୍ତି। ଏହି ମହିଳାଙ୍କ ନାମ ହେଉଛି ଟ୍ରେସି କିସ୍ । ବୃତ୍ତି ଅନୁଯାୟୀ ସେ ଜଣେ ମଡେଲ ଅଟନ୍ତି। ମହିଳା ଜଣକ ତାଙ୍କ ଟାଟୁ ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ସେ ଏହି ଟାଟୁ କରିବାର କାରଣ ମଧ୍ୟ ପ୍ରକାଶ କରିଥିଲେ।

ପୁରୁଷଙ୍କର ପ୍ରାଇଭେଟ ପାର୍ଟର ମାପ ନିଏ ଏହି ଟାଟୁ।

ଟ୍ରେସି କେସ୍ ତାଙ୍କ କାଣି ଆଙ୍ଗୁଠିରୁ କହୁଣୀ ପର୍ଯ୍ୟନ୍ତ ଏହି ସ୍କେଲ୍ ଟାଟୁ କରିଛନ୍ତି। ଏହାର ମାପ ଇଞ୍ଚରେ ଅଛି। ଟ୍ରେସି କହିଛନ୍ତି ଯେ ଲୋକମାନେ ଯେତେବେଳେ ତାଙ୍କ ଟାଟୁ ଦେଖନ୍ତି ସେତେବେଳେ ଲୋକମାନେ ଅଜବ ଦାବି କରନ୍ତି। ପୁରୁଷମାନେ ତାଙ୍କଠାରୁ ଖରଲ ସେଲଫି ମାଗନ୍ତି। କିନ୍ତୁ ସେହି ପୁରୁଷମାନେ ହୁଏତ ଜାଣି ନଥିବେ ଯେ ଏହି ଟାଟୁ ପାଇଁ ଏକ ବିଶେଷ କାରଣ ଅଛି। ଏହି ଟାଟୁ ପୁରୁଷମାନଙ୍କର ପ୍ରାଇଭେଟ ପାର୍ଟ ମାପିବା ପାଇଁ ତିଆରି ହୋଇଛି।

ଟ୍ରେସି କହିଛନ୍ତି ଯେ ତାଙ୍କ ବନ୍ଧୁ ସର୍କଲ ଏହି ଟାଟୁକୁ ବହୁତ ମଜାଳିଆ ମନେ କରନ୍ତି। କିନ୍ତୁ ଯେତେବେଳେ ତାଙ୍କ ଝିଅକୁ ଏହି ଟାଟୁ ହେବାର କାରଣ କୁହାଗଲା ସେ ବହୁତ ଲଜ୍ଜିତ ହେଲେ। ଯେତେବେଳେ ଝିଅ ପ୍ରଥମେ ଏହି ଅଜବ ଟାଟୁ କରିବାର କାରଣ ପାଇଁ ମାଆଙ୍କୁ ପଚାରିଲା ଟ୍ରେସି କହିଥିଲେ ଯେ ପାଣି ବୋତଲ ଏବଂ କାକୁଡି ମାପିବା ପାଇଁ ସେ ଏହି ଟାଟୁ କରିଛନ୍ତି। କିନ୍ତୁପରେ ଟାଟୁ ହେବାର ପ୍ରକୃତ କାରଣ ଜାଣି ଝିଅ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଟ୍ରେସି କିସ୍ ଏକ ମଡେଲ୍ ହେବା ସହ ସେକ୍ସ ଆଡିକଟ ମଧ୍ୟ ଅଟନ୍ତି। ଆଡଲଟ ସାଇଟରେ ସେ ନିଜର ହଟ ଫଟୋ ବିକ୍ରି କରି ଟଙ୍କା ରୋଜଗାର କରନ୍ତି।

Leave a Reply

Your email address will not be published. Required fields are marked *