ଏହି ୦୬ ଟି ଘଟଣା ବୈଜ୍ଞାନିକ ମାନଙ୍କର ବି ହୋସ୍ ଉଡେଇଦେଲା ! ଦେଖନ୍ତୁ ଭିଡ଼ିଓ

ଆମେ ଆମ ଜୀବନରେ ଏମିତି କିଛି ଘଟଣା ଦେଖି ଥାଉ ଯାହା ଆମେ କେବେ ଆଗରୁ କଳ୍ପନା ମଧ୍ୟ କରି ନଥିବୁ। ବେଳେ ଏମିତି କିଛି ଜିନିଷ ଆମ ଆଗକୁ ଆସି ଯାଏ , ଯାହା ଆମେ କେବେ ଦେଖି ନ ଥିବୁ କି ଶୁଣି ନ ଥିବୁ । ଆମ ପୃଥିବୀରେ ଏମିତି କିଛି ଘଟଣା ଘଟେ ଯାହା ଅନେକ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ଆଉ ବେଳେବେଳେ ଏହା ଲୋକଙ୍କୁ ଚମକାଇ ଦେଇ ଥାଏ। ତେବେ ଆପଣମାନେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖି ଥିବେ କିମ୍ବା ଶୁଣିଥିବେ।

ଆମ ପ୍ରକୃତିରେ ଏଭଳି ଜୀବଜନ୍ତୁ ରହିଛନ୍ତି। ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇ ଥାନ୍ତି। ବେଳେ ବେଳେ ଆମ ସହ ବା ଆମ ଆଖପାଖରେ ଏମିତି କିଛି ଘଟେ ବା ଦେଖିବାକୁ ପାଉ ଯାହା ଆମେ କେବେ ସ୍ବପ୍ନ ରେ ମଧ୍ୟ ଭାବି ନ ଥିବୁ।ସୋସିଆଲ ମିଡ଼ିଆ ରେ ଅନେକ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ଦେଖିବା କୁ ମିଳି ଥାଏ। ତେବେ ଆଜି ଆମେ ଜାଣିବୁ ଏମିତି କିଛି ଘଟଣା ଯାହା ଯାହା ଆପଣ କେବେ ଆଗରୁ ଶୁଣି ନଥିବେ କି ଦେଖି ନଥିବେ।

ତେବେ ଆପଣମାନେ ସୋସିଆଲ ମିଡିଆରେ ଅନେକ ଲୋକ ଙ୍କର ଚିତ୍ର ,ମୁରୁଜ୍ , ପ୍ରିଣ୍ଟ ଆଦି ଦେଖି ଥିବେ। ତେବେ ଆପଣ ୩ଡ଼ି ପ୍ରିଣ୍ଟ ବିଷୟରେ ମଧ୍ୟ ଜାଣି ଥିବେ। ଆପଣ ଅନେକ ଗଳି କନ୍ଦି ରେ ରାସ୍ତା ରେ ଅନେକ ଆର୍ଟ ଦେଖି ଥିବେ। କିନ୍ତୁ ଏହି ୩ଡ଼ି ଆର୍ଟିଷ୍ଟ ବାକି ସମସ୍ତଙ୍କ ଠୁ ସମ୍ପୂର୍ଣ ଅଲଗା।ତେବେ ସେହି ଆର୍ଟିଷ୍ଟ ବଡ଼ ବଡ଼ ସହରର ଗଳି କନ୍ଦିରେ ଏମିତି ଆର୍ଟ ବନଏ । ଯାହାକୁ ଦେଖିଲେ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଥାଏ। ଏହି ଆର୍ଟ କୁ ଆର୍ଟିଷ୍ଟ ଲିଅନ କିର ମିଡ଼ିଆରେ ରେ ଫେକ ନିୟୁଜ ବିରୋଧ ରେ ବନେଇ ଥିଲା। ତେଣେ ସେ ରାସ୍ତା ରେ ଟୋଇଲେଟର ଚିତ୍ର ଏମିତି ବନେଇ ଥିଲା ଯାହା ସତ ଭଳି ଲାଗୁ ଥିଲା ସେହି ଚିତ୍ର ରେ ଥିବା ପେପେର ପୁରା ସତ ଭଳି ଦେଖା ଯାଉ ଥିଲା

ତେବେ ଖାଲି ଗୋଟିଏ ନୁହଁ , ତାଙ୍କ ଦ୍ୱାରା ବନା ଯାଇଥିବା କୋଣ ଅନୁ କୋଣରେ 3D ଆର୍ଟକୁ ଲୋକ ମାନେ ବହୁତ ପ୍ରଶଂସା କରନ୍ତି।ତେବେ ଆପଣ ଚାଇନା ବିଷୟରେ ଜାଣି ଥିବେ। ସେମାନେ ସବୁ ଜିନିଷରେ କପି ବନେଇ ଦିଅନ୍ତି। ତେବେ ଚାଇନା ସରକାର ପ୍ୟାରିସ୍ ର ପୁରା ସହର କୁ ନିଜ ଦେଶରେ କପି କରି ବନାଇ ଦେଇଛନ୍ତି। ପ୍ୟରିସ୍ ରେ ଗଳି କନ୍ଦି , ମାର୍କେଟ , ଘର ,ଆଉ ତା ସହ ଆଇ ଫିଲ ଟାୱାର କୁ ମଧ କପି କରି ନିଜ ସହରରେ ବନେଇ ଛନ୍ତି। ତେଣୁ ତାଙ୍କ ଦେଶ ର ଲୋକ ମାନେ ବହୁତ ଖୁସି ସେମାନେ ବିନା ଭିସା ରେ ପ୍ୟରିସ୍ ର ମଜା ଉଠାଇ ପାରୁଛନ୍ତି।

ତେବେ ଆପଣ ଏକା ସାଙ୍ଗରେ କେତେ ଗାଈ ବା ମଇଁଷି ଦେଖିଥିବେ। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି କିଛି ଫୋଟ ଦେଖିବାକୁ ମିଲିଛି ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅଷ୍ତ୍ରେଲିଆ ର ଜଣେ ଗୋ ପାଲକ ନିଜ ଗାଈ ମାନଙ୍କ ପାଇଁ ପାଣିଟେଙ୍କ ନେଇ ପହଂଚିବା ମାତ୍ର ଅନେକ ଗାଈ ପାଣି ପି ବାକୁ ଚାଲି ଆସିଲେ। ସେତେବେଳେ ଅଷ୍ତ୍ରେଲିଆରେ ପାଣିର ଅନେକ ଅଭାବ ଦେଖା ଦେଇଥିଲା। ତେବେ କୋରୋନ ସମୟରେ ମାସ୍କ ପିନ୍ଧିବା ବାଧ୍ୟ ଥିଲା। ତେଣୁ ଜଣେ ଲୋକ ନିଜ ମୁଂହ ଭଳି ମାସ୍କ୍ ବନେଇ ଆଣିଲା।

ଆଉ ସିଏ ଯୁଆଡେ ଯାଉ ଥିଲା ସେହି ମାସ୍କ୍ କୁ ପିନ୍ଧୁଥିଲା। ଲୋକମାନେ ଭାବୁ ଥିଲେ ସେ ମାସ୍କ୍ ଠିକ ସେ ପିନ୍ଧିନି୤। ତେଣୁ ତାଙ୍କୁ ଯେତେବେଳେ ପିନ୍ଧିବାକୁ କହିଲେ ସେ ଲୋକଙ୍କୁ ବେଜିତ କରୁଥିଲା।ତେବେ ଆପଣମାନେ ଜାଣି ଥିବେ କି ଯେତେବେଳେ ଅଗ୍ନେୟ୍ ଗିରି ଉଦ୍ଗିରଣ ହୁଏ , ସେଥିରୁ ଅନେକ ଖତରନାକ ଲର୍ଭା ବାହାରେ ଏହା ଏତେ ଗରମ ହୋଇଥାଏ କି ତା ଠୁ ବଂଚିବା ପାଉ ଲୋକ ଦୂର କୁ ପଳନ୍ତି। ତେବେ ଯେତେବେଳେ ହାୱାଇ ରେ ଲାର୍ଭା ବାହାରିଲା ସେହି ସମୟରେ ଜଣେ ଲୋକ ରସ୍ତ ରେ ଯାଉଥିଲା ଆଉ ଏହା ଦେଖି ସେ ତାର ନିଜର ଗାଡି ଛାଡି ସେଠାରୁ ପଳାଇ ଗଲା। ଆଉ ସେହି ଗରମ ଲାର୍ଭା ମାତ୍ର କେଇ ସେକେଣ୍ଡ ମଧ୍ୟରେ ସେହି ଗାଡିକୁ ପୋଡି ଦେଲା।

ତେବେ ଆପଣ ମାନେ ଦେଖିଥିବେ କି ସମୁଦ୍ରରେ ଅନେକ ସର୍ଫର୍ ମାନେ ରହିଥାନ୍ତି । ସେମାନେ ସର୍ଫିଙ୍ଗ୍ କରିବା ପାଇଁ ସୁମୁଦ୍ର ଜୁଆର କୁ ଅପେକ୍ଷା କରି ଛନ୍ତି। କିନ୍ତୁ ସେହି ସମୟରେ ଏକ ତିମି ମାଛ ସେହି ତାଙ୍କ ପଛରେ ରହିଥିଲା। ଏହି ସର୍ଫର୍ ମାନେ ସେତେବେଳେ ଜାଣି ପାରିଲେ ଯେତେବେଳେ ସେହି ତିମିଟି ମୁଣ୍ଡ ଉପରକୁ କରିଲା। ଆଉ ସେହି ତିମିକୁ ଦେଖି ସେହି ସର୍ଫର୍ ମାନେ ସେଠି ବସି ରହିଲେ। ସାଧାରଣତ ତିମି ମାଛ ମଣିଷର କୌଣସି କ୍ଷତି କରେ ନାହିଁ। ତେଣୁ ସେହି ତିମିଟି ସେହି ସର୍ଫର୍ ମାନଂକୁ ଟା ଟା କରି ପାଣି ଭିତର କୁ ଚାଲିଗଲା।

Leave a Reply

Your email address will not be published. Required fields are marked *