ସ୍ତ୍ରୀ ଦେହକୁ ଡାକ୍ତର ଛୁଇଁଲା ବୋଲି ରାସ୍ତାରେ ଡାକ୍ତରକୁ ଆକ୍ର-ମଣ କରିଥିଲା ସ୍ବାମୀ । ଏବେ ଅଭି-ଯୋଗ ପରେ ଜେ-ଲ ଗଲା ସ୍ବାମୀ ।

ବନ୍ଧୁଗଣ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲର ହାଉସ୍ ସର୍ଜନ ଡା. ବିଶ୍ବରଞ୍ଜନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ର-ମଣ ଘଟ-ଣାକୁ ନେଇ କାଲି ଦିନ ତମାମ ମେଡିକାଲ ପରିସର ଅଶାନ୍ତ ରହିଥିଲା । ମେଡିକାଲ ଛାତ୍ରମାନେ ଆକ୍ର-ମଣକାରୀଙ୍କୁ ଗି-ରଫ ଦାବିରେ ଅଡ଼ି ବସିଥିବା ବେଳେ ସମସ୍ତ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ ଗୁଡ଼ାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମେଡିକାଲ ଗେଟରେ ଧାରଣା ଦେଇଥିଲେ । ମେଡିକାଲ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପୁଲି-ସ ନାକେଦମ ହୋଇଥିଲା । ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବଛାବଛା ପୁ-ଲିସ ଅଧିକାରୀଙ୍କୁ ନେଇ ଏକାଧିକ ଟିମ୍‌ ଗଠନ କରାଯାଇ ଆକ୍ର-ମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନକୁ ପଠା ଯାଇଥିଲା ।

ଆଜି ଅପରାହ୍ନରେ ପୁଲି-ସର ଏକ ଟିମ୍‌ ଆକ୍ର-ମଣକାରୀ ଯୁବକ ଦ୍ବୟଙ୍କୁ ବୌଦ୍ଧ-କନ୍ଧମାଳ ସୀମା ନିକଟରୁ ଧରିଥିବା ବେଳେ ସେମାନେ ଆକ୍ର-ମଣ ସମୟରେ ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜ-ବତ କରାଯାଇଛି । ଅଭି-ଯୁକ୍ତ ଦ୍ବୟ ବଲାଙ୍ଗୀର ଚଁଟିଆପାଲିର ସମୀର ବଡ଼ମାଳୀ ଓ ଶାନ୍ତିପଡ଼ାର ଲିପୁନ ସାହୁ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଉଟ ଡୋର ଡ୍ୟୁଟି ସାରି ସନ୍ଧ୍ୟା ପଞ୍ଚଟାରେ କଲେଜକୁ ଫେରୁଥିଲେ ଡାକ୍ତର ବିଶ୍ୱରଂଜନ ସାହୁ । ହେଲେ ଲାଲଟିକ୍ରା ଠାରେ ତାଙ୍କୁ ୨ ଜଣ ଦୁର୍ବୃତ୍ତ ମର-ଣାନ୍ତକ ଆକ୍ର-ମଣ କରିଥିଲେ । ତାଙ୍କୁ ଗୁରୁ-ତର ଅବସ୍ଥାରେ ସାଥୀ ଡ଼ାକ୍ତର ଉ-ଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ଗୁରୁ-ତର ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ସେପଟେ ଆକ୍ର-ମଣ ଘଟ-ଣାକୁ ଗୁରୁ-ତର ଭାବେ ନେଇଥିଲା ବଲାଙ୍ଗିର ପୋ-ଲିସ । ଏହାପରେ ମେଡ଼ିକାଲରେ ଦେଖା ଯାଇଥିଲା ଉତ୍ତେଜନା । ଦୋ-ଷୀ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଓ ଜଲଦି ଗି-ରଫ ଦାବିରେ ଡାକ୍ତର ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପରିସରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ କରିଥିଲେ ଡ଼ାକ୍ତର ମାନେ । ଏପରିକି ଡାକ୍ତରଖାନାରେ ସବୁ ଗେଟ ବନ୍ଦ କରି ତୀବ୍ର ଆନ୍ଦୋଳନ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା । ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ନ ଛାଡିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତି-କ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ପବ୍ଲିକ ଓ ଡାକ୍ତରଙ୍କ ମଧ୍ୟରେ କଥା କ-ଟାକ-ଟି ଓ ଠେଲାପେଲା ହୋଇଥିଲା ।

Leave a Reply

Your email address will not be published. Required fields are marked *