ଛୋଟ ବେଳୁ ମୁଁ ତାଙ୍କୁ ଭାଇ ଡାକୁଥିଲି ହେଲେ ପରେ ପ୍ରେମ ହେଇଗଲା।

ପ୍ରତିଦିନ ସୋସିଆଲ ମିଡ଼ିଆରେ ଆମେ ଅନେକ କପଲ୍ ମାନଙ୍କୁ ଦେଖନ୍ତି , ଯେଉଁମାନେ ନିଜ ଲିପସିଂରେ ହଉ କି ନିଜ ଅନ୍ ଭଏସରେ ଭିଡ଼ିଓ କରି ଭାଇରାଲ୍ ହୁଅନ୍ତି। ତ ସେଇ କପଲମାନେ କଣ ସାଙ୍ଗେ ସାଙ୍ଗେ ଇନଷ୍ଟାଗ୍ରାମ ଓପନ୍ କରି ରିଲ୍ସ କରନ୍ତି ଏବଂ ତାଙ୍କର କଣ୍ଟେଣ୍ଟକୁ ଅପଲୋଡ଼ କରିବାରେ ଲାଗନ୍ତି କି ତାଙ୍କୁ ସମୟ ମିଳେ କି ଏସବୁ କରିବା ପାଇଁ, କି ଯେଉଁମାନେ ୟୁଟୁବର୍ସ୍ ଥାନ୍ତି କି ଇନଫ୍ଲୁଏନ୍ସର୍ ଥାନ୍ତି ପ୍ରାୟତଃ କପଲ୍ ମାନଙ୍କୁ ଆପଣ ଢେର୍ ସାରା ଭଲ ପାଇବା ଦିଅନ୍ତି। ଅନେକ ଲୋକ ତ କହୁଥିବେ କି ଟାଇମ୍ ନାହିଁ ଭିଡ଼ିଓ କରୁଛନ୍ତି। ବଟ୍ ତାଙ୍କରି ବି କିଛି ଇଚ୍ଛା ଥାଏ ଯେ ସେ କାହିଁକି ଇନଷ୍ଟାଗ୍ରାମ ବାଛନ୍ତି ଏସବୁ କରିବା ପାଇଁ।

ମୋ ପାଖରେ ଅଛନ୍ତି ଚିକୁ ଭାଈ ଆଉ ଚିନୁ ଭାଉଜ ଯେଉଁମାନେ ବର୍ତ୍ତମାନ ବହୁତ୍ ଭାଇରାଲ୍ ଅଛନ୍ତି ତାଙ୍କ ଅନ୍ ଭଏସ୍ ଭିଡ଼ିଓକୁ ନେଇ ତାଙ୍କ କଣ୍ଟେଣ୍ଟକୁ ନେଇକି ଦୁଇ ଜଣ ଆଜି ସାଙ୍ଗରେ ଅଛନ୍ତି ଅନେକ ଦିନ ପରେ ଭେଟ ହୋଇଛନ୍ତି । ତାଙ୍କ ସହ ଆଜି କଥା ହେବା। ସେ ଦୁଇ ଜଣଙ୍କୁ ଦେଖିଲେ ଲାଗିବନି ଯେ ସେ ଦୁଇ ଜଣ ବାପାମାଆ ହେଇ ସାରିଲେଣି। ଏଞ୍ଜୟମେଣ୍ଟ ଏବେବି ଚାଲିଛି। ତ ବେବି ହେଲା ପରେ ଗୋଟେ ବର୍ଷ ଟାଇମ୍ ଦେବାକୁ ପଡେ। ମୁଁ ଯେଉଁଠି ରହିବି ମାନେ ସେ ବି ସେଇଠି ରହିବ, ସେ ଘର ଛୋଟ ହଉ କି ବଡ଼ ହଉ କି ଯେମିତି ବି ଘର ହଉ ସେ ମୋ ପାଖରେ ହିଁ ରହିବ।

ଭଲ ପାଇବା ଆମର ତିନି ବର୍ଷ ହବ ହେଇଗଲାଣି। ଆମେ ଛୋଟ ବେଳୁ ଦି ଜଣଙ୍କୁ ଜାଣିଥିଲୁ। ମୁଁ କେବଳ ରଜରେ ହିଁ ଯାଏ ସେତେବେଳେ ସ୍କୁଲ ଛୁଟି ଥାଏ। ସେତିକି ଆମେ ଛଅ ସାତ ଦିନ ରହୁ ସେଇ ଦିନ ଭିତରେ ଯାହା ଦେଖା ଦେଖି ହୁଏ। ନିଜ ରିଲେସନ ଭିତରେ ଏମିତି ହେବାଟା ଠିକ୍ କି। ମୁଁ ତ ମୋ ଫ୍ୟୁଚରକୁ ଦେଖିବି ନା। କିଛି ଅସୁବିଧା ନାହିଁ। ମୁଁ ବି ଚଲେଇ ପାରିବି ଆଉ ସେ ବି ଚଳି ପାରିବ କିଛି ଅସୁବିଧା ନାହିଁ। ଏମିତି କିଛି ଦିନ ଚାଲିଲା ପୁଣି କଣ ହେଲା ନା କହିଲେ ହଉ ଠିକ୍ ଅଛି ଦେଖ ତ ସୁବିଧା କେମିତି କଣ ହଉଛି।

ତାପରେ ତାଙ୍କ ଘର ଲୋକ ଆମ ଘର ଲୋକ ଜାଣିଲା ପରେ ସବୁ ଠିକ୍ଠାକ୍ ହେଇଗଲା। ଭାଈ ଡାକିବା ଝିଅ ହେବା ପରେ । ସେବେ ଯାଏଁ ତ ତୁ ତା, ବେ ବା ଚାଲିଥିଲା। ଝିଅ ହେବା ପରେ ଭାଈ ଡାକଟା ଛାଡ଼ିବା ପାଇଁ ପଡ଼ିବ। ଲୋକ ଶୁଣିଲେ କାଳେ ଖରାପ୍ ଭାବିବେ କି ସେବେଠୁ ଟିକେ ଚେଞ୍ଜ କଲି ଆଉ।ସେତେବେଳେ ସେ ଛୋଟ ପିଲା ଥିଲା ଝିଅ ଯେତେବେଳେ ହେଲା ଭାବିଲା କି ଲୋକ ଶୁଣିଲେ କାଳେ ଖରାପ୍ ଭାବିବେ ଧୀରେ ଧୀରେ ଚେଞ୍ଜ ହେଇଗଲା। ସାହି ପଡ଼ିଶା ତ କେହି କିଛି କହିଲେନି।

ସବୁ ଜିନିଷ ହେଲା ପରେ ଗୋଟେ ବର୍ଷ ଗଲା ପରେ ବାହାଘର ଯେମିତି ହେବା କଥା ସେମିତି ହେଲା। ଘର ଯାହା ଟିକେ ପ୍ରୋବଲେମ୍ ହେଇଥିଲା ଆଉ ପଛରେ ଯଦି କିଏ କିଛି କହୁଥିବା ଆଗରେ କାହିଁ କେହି ବି କିଛି କହି ନ ଥିଲେ। ବାହାଘର ଆଗରୁ ଯେମିତି ଖୁସି ଥିଲୁ ବାହାଘର ପରେ ବି ସେମିତି ଖୁସି ଅଛୁ। କିନ୍ତୁ ଝିଅ ହେଲା ପରେ ମୁଁ ବହୁତ୍ ଖୁସିରେ ଅଛି। ଆଉ ମୋର ବହୁତ୍ ଚେଞ୍ଜେସ୍ ବି ଆସିଛି।

Leave a Reply

Your email address will not be published. Required fields are marked *