ସ୍ତ୍ରୀକୁ କାହିଁକି ଛୁଇଁଲୁ କହି ବିଚ୍ ରାସ୍ତାରେ ଡାକ୍ତରଙ୍କୁ ଆକ୍ରମଣ କଲା ସ୍ୱାମୀ । ଏବେ ସ୍ୱାମୀ ସହ ଏମିତି କଲା ପୋଲିସ… ।

ମୋ ସ୍ତ୍ରୀର ଗୁପ୍ତାଙ୍ଗକୁ କାହିଁକି ଛୁଇଁଲୁ ? ତୋର ସାହସ କେମିତି ହେଲା? ଏକୁଟିଆ ପାଇ ମୋ ସ୍ତ୍ରୀର ଜାଗା ଅଜାଗାରେ ହାତ ମାରିଲୁ ଏମିତି କହିଲେ ଆଉ ବିଚ୍ ରାସ୍ତାରେ ଡାକ୍ତରଙ୍କୁ ନିସ୍ତୁକ ମା-ଡ଼ ମା-ରିଲେ ଯୁବକ । ଏମିତି ମା-ଡ଼ ମା-ରିଲେ ଯେ ସିଧା ଯାଇ ମେଡିକାଲ୍ ବେଡରେ ପଡ଼ି ଯନ୍ତ୍ର-ଣାରେ ଛଟପଟ ହେଉଛନ୍ତି ଡ଼ାକ୍ତର । ମୁଣ୍ଡରେ ଗଭୀର ଆ-ଘାତ ଲାଗିଥିବା ବେଳେ ମୁହଁ ନାକ କାନ, ହାତ, ଗୋଡ ସବୁଠି ମାଡ଼ ମାରି ଲହୁ ଲୁହାଣ କରି ପକାଇଛନ୍ତି । ହେଲେ ଏସବୁ ଦୃ-ଶ୍ୟକୁ ଆଖି ଫାଡ଼ି ଦେଖୁଥିଲେ ଲୋକ । କିନ୍ତୁ କେହି ହେଲେ ଆଗକୁ ଆସୁନଥିଲେ ।

ଅଭି-ଯୋଗ ଅନୁସାରେ, ଆଉଟ ଡୋର ଡ୍ୟୁଟି ସାରି ସନ୍ଧ୍ୟା ପଞ୍ଚଟାରେ କଲେଜକୁ ଫେରୁଥିଲେ ଡାକ୍ତର ବିଶ୍ୱରଂଜନ ସାହୁ । ହେଲେ ଲାଲଟିକ୍ରାଠାରେ ତାଙ୍କୁ କିଛି ଦୁ-ର୍ବୃତ୍ତ ମର-ଣାନ୍ତକ ଆକ୍ର-ମଣ କରିଥିଲେ । ତାଙ୍କୁ ଗୁରୁ-ତର ଅବସ୍ଥାରେ ସାଥୀ ଡ଼ାକ୍ତର ଉ-ଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ଗୁରୁ-ତର ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ସେପଟେ ଆକ୍ର-ମଣ ଘଟ-ଣାକୁ ଗୁରୁ-ତର ଭାବେ ନେଇଛି ବଲାଙ୍ଗିର ପୋ-ଲିସ । ଏହାପରେ ମେଡ଼ିକାଲରେ ଦେଖା ଯାଇଥିଲା ଉତ୍ତେ-ଜନା । କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମର-ଣାନ୍ତକ ଆକ୍ର-ମଣ ଘ-ଟଣା ନେଇ ତାତିଲେ ଡାକ୍ତର ।

ଦୋ-ଷୀ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଓ ଜଲଦି ଗି-ରଫ ଦାବିରେ ଡାକ୍ତର ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ । ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପରିସରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ କରିଛନ୍ତି । ଏପରିକି ଡାକ୍ତରଖାନାରେ ସବୁ ଗେଟ ବନ୍ଦ କରି ତୀବ୍ର ଆନ୍ଦୋଳନ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା । ଡାକ୍ତରଖାନା ଭିତରକୁ ଆମ୍ବୁଲାନ୍ସ ନ ଛାଡିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତି-କ୍ରିୟା ପ୍ରକାଶ ପାଇଥିଲା ।

ଏହାକୁ ନେଇ ପବ୍ଲିକ ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା । ପରେ ପୋ-ଲିସ ଓ ମେଡ଼ିକାଲ କଲେଜ ଡାକ୍ତରଖାନା ଅଧିକ୍ଷକଙ୍କ ହସ୍ତକ୍ଷେପ ପରେ ମାମ-ଲା ଶାନ୍ତ ହୋଇଥିଲା । ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟ-ଣାସ୍ଥ-ଳରେ ପହଞ୍ଚି ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପଟେ ପୋ-ଲିସ ତିନୋଟି ଟିମ ଗଠନ କରି ଆକ୍ର-ମଣକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ତେବେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ର-ମଣ ଘ-ଟଣା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଅଭି-ଯୁକ୍ତ ବିରୋ-ଧରେ ପୋ-ଲିସ କି କା-ର୍ଯ୍ୟାନୁ-ଷ୍ଠାନ ନେଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *