ଜଣେ ସ୍ତ୍ରୀକୁ ୨ ଜଣ ସ୍ଵାମୀ । କିଏ କେତେ ଘଣ୍ଟା ରଖିବ ଛିଣ୍ଡୁନି ସମୟ…. ।

ଦୁଇ ଜଣ ସ୍ଵାମୀଙ୍କୁ ଜଣିଏ ସ୍ତ୍ରୀ । କିଏ କାହାକୁ ରଖିବେ କେହି ବି କିଛି ବୁଝି ପାରୁନାହାନ୍ତି । ଗୋଟାଏ ପଟେ ଛିଡ଼ା ହୋଇଛି ସ୍ତ୍ରୀ ଆଉ ଅନ୍ୟପଟେ ଛିଡ଼ା ହୋଇଛନ୍ତି ୨ଜଣ ସ୍ଵାମୀ । ଜଣେ ସ୍ତ୍ରୀକୁ କିଏ କାହାକୁ ନେବ ବୋଲି ନିଜ ନିଜ ଭିତରେ ଏବେ ଆଲୋଚନା ଚାଲିଛି । ସୂଚନା ମୁତାବକ ମହିଳା ଜଣକ ଆଗରୁ ବିବାହ କରିଥିଲେ । ତାହା ପୁଣି ଭଲପାଇ ପ୍ରେମ ବିବାହ । ଉକ୍ତ ମହିଳାଙ୍କ ମଧ୍ୟ ଗୋଟାଏ ଝିଅ ଅଛି । କିନ୍ତୁ ମହିଳା ଜଣଙ୍କ ଗୋଟିଏ ସ୍ଵାମୀରେ ସନ୍ତୁଷ୍ଟ ହେଲେନି ଯେ ଏବେ ଅନ୍ୟ ଜଣଙ୍କୁ ମଧ୍ୟ ଭଲ ପାଇ ଯାଇଛନ୍ତି ।

ଆଉ ମହିଳାଙ୍କ ପ୍ରଥମ ସ୍ଵାମୀ ମଧ୍ୟ ସ୍ଵଇଚ୍ଛାରେ ତାଙ୍କ ପତ୍ନୀଙ୍କୁ ବିବାହ କରେଇ ଦେଇଛନ୍ତି । ଘ-ଟଣା କ୍ରମରେ ମହିଳା ଜଣଙ୍କ ବଜାର ଯାଉଥିଲେ । ତାପରେ ସେଠି ପ୍ରେମିକ ଯୁବକ ସହିତ ଦେଖା ହୋଇଥିଲା । ଆଉ ସେହି ଯୁବକ ଜଣକ ହେଉଛନ୍ତି ଜଣେ ଅଟୋ ଡ୍ରାଇଭର । ତାଙ୍କ ଅଟୋରେ ବସି ମହିଳା ଜଣଙ୍କ ସବୁଆଡ଼େ ବୁଲାବୁଲି କରନ୍ତି ।

ତାପରେ ହେଉ ହେଉ ହେଇଗଲା ପ୍ରେମ । ସବୁ ସମୟରେ ମଧ୍ୟ ସେହି ଯୁବକ ଜଣକ ସହିତ ମହିଳା ଜଣକ ସବୁଆଡ଼େ ବୁଲା ବୁଲି କରନ୍ତି । ଆଉ ଶାରି-ରୀକ ସ-ମ୍ପର୍କ ମଧ୍ୟ ରଖିଛନ୍ତି । ମହିଳାଙ୍କ ସ୍ବାମୀ ଯେତେବେଳେ ଜାଣିବାକୁ ପାଇଲେ ଯେ ଜଣେ ଯୁବକ ସହିତ ତାଙ୍କ ସ୍ତ୍ରୀଙ୍କ ଅନୈ-ତିକ ସ-ମ୍ପର୍କ ଅଛି ସେତେବେଳେ ସେ ନିଷ୍ପତି ନେଇଥିଲେ ଯେ ତାଙ୍କ ସ୍ତ୍ରୀକୁ ସେ ତାଙ୍କ ପ୍ରେମିକ ସହ ବିବାହ କରେଇ ଦେବେ । ଆଉ ସେହିପରି ହିଁ ହେଲା ସ୍ଵାମୀ ଜଣକ ନିଜ ସ୍ତ୍ରୀଙ୍କୁ ତାର ପ୍ରେମିକ ସହ ବିବାହ କରେଇ ଦେଲେ । ଏହି ଘଟ-ଣାକୁ ଅନେକ ଦିନ ବିତି ସାରିଲାଣି ।

ଏ ମହିଳା ଜଣଙ୍କ ମଧ୍ୟ ତାଙ୍କ ପ୍ରଥମ ସ୍ୱାମୀକୁ ଛାଡ଼ି ଦ୍ଵିତୀୟ ସ୍ଵାମୀ ସହିତ ଘର ସଂସାର କରୁଥିଲେ । କିନ୍ତୁ ଏବେ ସେ ପୁଣି ତାଙ୍କ ପ୍ରଥମ ସ୍ଵାମୀ ପାଖକୁ ଚାଲି ଆସୁଛନ୍ତି । ହେଲେ ତାଙ୍କର ପ୍ରଥମ ସ୍ଵାମୀ କହୁଛନ୍ତି ଯେ ସେ ତାଙ୍କୁ ଆଉ ରଖିବେ ନାହିଁ । ତେବେ ଏଭଳି କିଛି ଘଟ-ଣା ଦେଖିବାକୁ ମିଳିଛି ବିହାରର ଚାପରା ଅଞ୍ଚଳର ଘେଟାଗା ଗ୍ରାମରେ । ଏବେ ଦେଖିବା ବାକି ରହିଲା ଏହି ଘ-ଟଣା ଆଗକୁ କଣ ମୋଡ଼ ନେଉଛି ।

Leave a Reply

Your email address will not be published. Required fields are marked *