ସ୍ୱାମୀ ନଥାଇ ଝିଅ ଗର୍ଭ-ବତୀ। ପେଟକୁ ଗୋଇଠା ମା-ରି ଜୀବନ ନେଲା ବାପା।

ଝିଅର ସ୍ୱାମୀ ବର୍ଷେ ତଳେ ଆରପାରିକୁ ଚାଲିଯାଇଥିଲା। ହେଲେ ଝିଅ ଏବେ ଗର୍ଭ-ବତୀ।ବାପାର ଗୋଇଠା ମାଡ଼ରେ ତଳେ ପେଟେଇ ପଡିଗଲା ଗର୍ଭ-ବତୀ ଝିଅ। ଲ-ହୁଲୁ-ହାଣ ହୋଇ ଛଟପଟ ହୋଇ ମ-ରିଗଲା ହେଲେ ଝିଅର ଏଭଳି ଅବସ୍ଥା ଦେଖି ବାପା ମନରେ ଟିକେ ବି ଦୟା ଆସିନଥିଲା ଓଲଟି ଝିଅକୁ ଛ-ଟପ-ଟ ହୋଇ ମ-ରିବାକୁ ଛାଡି ଦେଇଥିଲା ବାପା। ଏମିତିକି ଶେଷ ସମୟରେ ଝିଅକୁ ପାଣି ଟୋପେ ବି ଡେଇନଥିଲା।

ହଁ କଥାଟି ଜାଣି ଆପଣମାନେ ଭାବୁଥିବେ କି ଏ ବାପା ଜଣଙ୍କ କେତେ ନିଷ୍ଠୁର କୋଉ ଜନ୍ମ କଲା ବାପା କଣ ନିଜ ଝିଅ ସହିତ ଏମିତି କରିପାରିବ। ମାତ୍ର ପ୍ରକୃତ କଥା ଜାଣିଲେ ଆପଣମାନଙ୍କର ବି ହସ ଉଡିଯିବ। ଜୁଆଁଇ ବର୍ଷକ ତଳେ ମ-ରିଯାଇଥିବା ବେଳେ ଝିଅ ଗର୍ଭ-ବତୀ ହେଲା କେମିତି ଏସବୁ ଜାଣିବା ପରେ ନିଜକୁ ସମ୍ଭାଳି ପାରିଲା ନାହିଁ ବାପା ଗୋଡ଼ ର-କ୍ତ ମୁଣ୍ଡକୁ ଚଢି ଯାଇଥିଲା।

ଝିଅର କୁ-କର୍ମ ପାଇଁ ଝିଅର ବାପା ଲ-ଜ୍ୟାରେ ମୁଣ୍ଡ ତଳକୁ ନଇଁ ଯାଇଥିଲା। ସେ ୫ ଲୋକଙ୍କ ସାମ୍ନାରେ ମୁଣ୍ଡ ଉଠାଇ ଚାଲିପାରୁନଥିଲେ। ଶେଷରେ ବାପା ନେଲେ ଚରମ ନିଷ୍ପତି। ଝିଅର ପର-ଖିଆ ପ୍ରୀ-ତି ଯୋଗୁ ହିତାହିତ ଜ୍ଞାନ ଭୁଲି ମା’ ସହ ଗ-ର୍ଭସ୍ଥ ଶିଶୁକୁ ନ-ଷ୍ଟ କରିଦେଲା ବାପା।ମୃତ-କଙ୍କ ଭାଇଙ୍କ କହିବା ଅନୁଯାୟୀ ସେ ଘରେ ନଥିବାରୁ ସେ କିଛି ଜାଣିନାହିଁ ତ ସେ ତାର ବାପାଙ୍କୁ ପଚାରିବାରୁ ବାପା କହିଥିଲେ କି ମୁଁ ମା-ରିଦେଇଛି ତ ଭଉଣୀକୁ।

ଏଭଳି ଏକ ଅଭା-ବନୀୟ ଘ-ଟଣା ଘଟିଛି କପ୍ତିପଦା ଥା-ନା ପଥରି ଖଳି ଗାଁରେ। ପଥର ଖଳି ଗାଁରେ ଜିଠୁ ଟୁଡୁଙ୍କ ଝିଅ ଶାଖର ଟୁଡୁ। ବିବାହ କରିଥିବା ବେଳେ ତାଙ୍କର ଗୋଟେ ୩ ବର୍ଷର ଝିଅ ରହିଛି। ହେଲେ ଶାଖରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃ-ତ୍ୟୁ ହୋଇଯାଇଛି।ସ୍ବାମୀଙ୍କ ମୃ-ତ୍ୟୁ ପରେ ଶାଖର ଆସି ନିଜ ବାପ ଘରେ ରହୁଥିଲେ ମାତ୍ର ଶୁକ୍ରବାର ଦିନ ଶାଖର ୫ ମାସର ଗର୍ଭ-ବତୀ ଥିବା କଥା ତାଙ୍କ ବାପା ଜାଣିବାକୁ ପାଇଥିଲେ ଯାହା ବାବ-ଦରେ ସେ ଶାଖରଙ୍କୁ ଅନେକ କଥା ପଚାରିଥିଲେ ହେଲେ ଗର୍ଭ-ବତୀ ଝିଅ ବାପାଙ୍କର କିଛିବି ପ୍ରଶ୍ନର ଉତ୍ତର ଦେଇ ନଥିଲା ବରଂ ବାପାଙ୍କର କଥା ଶୁଣି ପାଟି ତାର ଖନୀ ମା-ରିଯାଇଥିଲା। ବାପାଙ୍କୁ ଏପଟ ସେପଟ କଥା କହି ବାପାଙ୍କର କଥାକୁ ଭୁଲାଇବାକୁ ଚେଷ୍ଟା କରୁଥିଲା ଝିଅ। ଯାହାକୁ ଦେଖି ବାପା ଜଣଙ୍କ ପ୍ରବଳ ରା-ଗି ଯାଇଥିଲେ

ବିଧବା ହୋଇ ଝିଅର ପର-ଖିଆ ପ୍ରୀ-ତିକୁ ସହଜରେ ଗ୍ରହଣ କରିପାରିନଥିଲେ ବାପା। ଲ-ଜ୍ୟାରେ ତାଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା। ଆଉ ଝିଅକୁ ଗା-ଳି ଗୁ-ଲଜ କରିବା ସହିତ ମା-ଡ଼ ମା-ରିଥିଲେ। ଶେଷରେ ଉକ୍ଷିପ୍ତ ହୋଇ ଶାଖରଙ୍କ ପେଟକୁ ଗୋଇଠା ମା-ରିଥିଲେ। ମୃତ-କଙ୍କ ଭଉଣୀ କହିଲେ କି ଆମେ ମନା କରିବା ସତେ ମଧ୍ୟ ବାପା ନମାନି ଭଉଣୀଙ୍କୁ ମୋର ମା-ଡ଼ ମା-ରିଲେ ଏବଂ ତା ପେଟରେ ଗୋଇଠା ମା-ରି ଜୀବନରୁ ମା-ରିଦେଲେ।

ଝିଅର ଚରିତ୍ରକୁ ସ-ନ୍ଦେହ କରି ବାପା ଏପରି ନାରକ୍ଷ କା-ଣ୍ଡ ଭିଆଇଥିବା ବେଳେ ଘଟ-ଣାକୁ ଲୁଚା-ଇବାକୁ ଚେଷ୍ଟା କରିଥିଲେ।ହେଲେ ଏନେଇ ପୋ-ଲିସ ଖବର ଜାଣିବା ପରେ ଘଟ-ଣା ସ୍ଥଳକୁ ପହଞ୍ଚି ମୃ-ତ ଦେହକୁ ଜ-ବତ କରିବା ସହିତ ଅଭି-ଯୁକ୍ତ ବାପାକୁ ଗି-ରଫ କରିଛି। ଏଥି ସହିତ ସାଇଣ୍ଟିଫିକ ଟିମ ଘ-ଟଣା ସ୍ଥଳରେ ପହଞ୍ଚି ତଦ-ନ୍ତକୁ ତ୍ୱରାନ୍ୱିତ କରିଛି।

Leave a Reply

Your email address will not be published. Required fields are marked *