ତକିଆ ତଳେ ସ୍ତ୍ରୀ ଏମିତି ଜିନିଷ ରଖିବ ବୋଲି ଜାଣିନଥିଲା ସ୍ୱାମୀ, ନହେଲେ ସେଜକୁ ଯାଇନଥାନ୍ତା।

ସ୍ୱାମୀର ଅଜାଣତରେ ସ୍ତ୍ରୀ ସବୁଦିନ ସ୍ତ୍ରୀ ତକିଆ ତଳେ ଏମିତ କରୁଥିଲା। ହେଲେ ଜାଣି ପାରୁନଥିଲା ସ୍ୱାମୀ। ଯେଉଁ ଦିନ ସ୍ୱାମୀ ଜାଣିଦେଲା ସେହି ଦିନ ତାର ହସ ଉଡ଼ିଗଲା। ଆଉ ସ୍ୱାମୀ ଏଭଳି କିଛି ଦେଖିବା ପରେ ସେ ଶେଯରୁ ସଙ୍ଗେ ସଙ୍ଗେ ଚାଲିଆସିଥିଲା। କିଛି ସମୟ ପାଇଁ ସ୍ୱାମୀ ବିଚଳିତ ହୋଇପଡିଥିଲା। କାରଣ ତା ଅଜାଣତରେ ଏମିତି କିଛି କରୁଥିଲା ସ୍ତ୍ରୀ।

ସ୍ୱାମୀ ବାସୁଦେବ ଯେତେବେଳେ ଏହାସବୁ ଜାଣିଦେଇଥିଲେ ସ୍ତ୍ରୀକୁ ଗୋଟି ଗୋଟି କରି ପଚାରିଥିଲେ। ହେଲେ ସ୍ତ୍ରୀ ଜମାବି ମୁହଁ ଖୋଲୁନଥିଲେ। ସ୍ତ୍ରୀର ଏମିତି ହରକତକୁ ଜମାବି ବରଦାସ୍ତ କରିପାରିଲେ ନାହିଁ ସ୍ୱାମୀ।ଏ ଦେଖନ୍ତୁ ଏ ହେଉଛନ୍ତି ସେହି ସ୍ୱାମୀ ଜଣଙ୍କ ଯିଏକି ତାଙ୍କର ସ୍ତ୍ରୀ ଏବଂ ଶାଶୁଙ୍କ ନାଁରେ ଅଭି-ଯୋଗ ଆଣିଛନ୍ତି।ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଅଞ୍ଚଳରେ ଘଟି ଯାଇଛି କିଛି ଏଭଳି ଘ-ଟଣା। ଏ ଯୁବକ ଜଣଙ୍କ ନାମ ହେଉଛି ବାସୁଦେବ ମହାନ୍ତି ଆଉ ଏ ମହିଳା ଜଣଙ୍କ ହେଉଛନ୍ତି ଗୀତା ମହାନ୍ତି। ଉଭୟ ହେଉଛନ୍ତି ସ୍ୱାମୀ ସ୍ତ୍ରୀ। ଆଉ ତାଙ୍କର ଗୋଟିଏ ୫ ବର୍ଷର ପୁଅବି ଅଛି।

ସବୁବେଳେ ତାଙ୍କ ପରିବାରରେ ଅଶାନ୍ତି ଲାଗି ରହୁଥିଲା। କାରଣ ସ୍ୱାମୀ ବାସୁଦେବଙ୍କୁ ତାଙ୍କର ସ୍ତ୍ରୀର ପରିବାର ଲୋକେ ଚାହୁଁଥିଲେ ଯେ ତାଙ୍କୁ ଘର ଜୁଆଁଇ ରଖିବା ପାଇଁ। ହେଲେ ଘର ଜୁଆଁଇ ହୋଇ ନରହିବା ପାଇଁ ବାରଣ କରୁଥିଲେ ବାସୁଦେବ।ଶେଷରେ ତାଙ୍କ ସ୍ତ୍ରୀ ଗୀତା ସେ ଶୋଇ ଥିବା ଶେଯରେ ତକିଆ ତଳେ ପାନ ଜୋରିରେ ଗୋଡ଼ାଇ କରି କିଛି ସୂତା କିଛି ଚେରମୁଳି ଓ ଅନ୍ୟାନ୍ୟ କିଛି ସାମଗ୍ରୀ ରଖିଥିଲେ।

ତାପରେ ସ୍ୱାମୀ ବାସୁଦେବଙ୍କ ହାତରେ ଅଚାନକ ଦିନେ ତକିଆ ତଳେ ଥିବା ଚେରମୁଳିରେ ହାତ ବାଜିଯାଇଥିଲା। ତାପରେ ସ୍ୱାମୀ ବାସୁଦେବ ଅଚାନକ ଡରି ଯାଇଥିଲେ। ସଙ୍ଗେ ସଙ୍ଗେ ସେ ଶେଯରୁ ତଳକୁ ଓହ୍ଲାଇ ଆସିଲେ। ସ୍ୱାମୀ ଯେତେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ପଚାରୁଥିଲେ ଏହା କଣ ବୋଲି ତାଙ୍କ ସ୍ତ୍ରୀ ଜମାରୁ ବି ମୁହଁ ଖୋଲୁନଥିଲେ।

ସ୍ବାମୀଙ୍କ କହିବା ଅନୁସାରେ ସେ ହଠାତ ଦିନେ ଦେଖିଥିଲେ କି କିଛି ସୂତା କିଛି ଚେରମୁଳି ପାନ ଜରିରେ ଗୋଡ଼ାଇ ହୋଇ ମୋ ତକିଆ ତଳେ ଅଛି। ଦିନେ ମୋର ହାତ ବାଜିଗଲା। ଆଉ ପଚାରିବାରୁ ମୋତେ କହିଲା ଯେ ଆମର ଯେଉଁ ବୈଷ୍ଣବୀ ଦେବୀ ଠାକୁର ଅଛନ୍ତି ତାର ବିଭୁତି ମୋତେ ଦେଇଥିଲେ। ଘରର ଅଶାନ୍ତି କୁ ଦୂର କରି ଶାନ୍ତି ଆଣିବା ପାଇଁ। କିନ୍ତୁ ସ୍ୱାମୀ କହୁଛନ୍ତି ଯେ ଏସବୁ କରିବା ଅପେକ୍ଷା ମତେ ଭଲରେ କହିଥିଲେ ମୁଁ ବେଶି ଖୁସି ହୋଇଥାନ୍ତି। କିନ୍ତୁ ଏସବୁ ଚେରମୁଳି ମୋ ତକିଆ ତଳେ ରଖିବା କଣ ଦରକାର ଥିଲା।

ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ବାରମ୍ବାର ପଚାରିବା ପରେ ତାଙ୍କ ସ୍ତ୍ରୀ ଗୀତା କହିଥିଲେ ଯେ ଆମ ଘରେ ସବୁବେଳେ ଅଶାନ୍ତି ଲାଗିରହୁଛି ସେଥିପାଇଁ ଠାକୁରଙ୍କର ବିଭୁତି ତକିଆ ତଳେ ରଖିଥିଲେ। ଆଉ ଏସବୁ କଥା ମୁଁ ମୋର ମଳାସୁରଙ୍କୁ କହିଥିଲି ଆଉ ମଳାସୁର ଆସି ଗୀତାକୁ ନେଇଯାଇଥିଲେ।ତେବବ ଏବେ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ରହୁଛନ୍ତି ଆଉ ବାସୁଦେବଙ୍କର ୫ ବର୍ଷର ପୁଅକୁ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଛଡ଼ାଇ ନେଇଛନ୍ତି। ଏଭଳି କିଛି ଅଭି-ଯୋଗ କରିଛନ୍ତି ସ୍ୱାମୀ ବାସୁଦେବ।ତେବେ ଜାଣିବାକୁ ରହିଲା ଏ ଘଟ-ଣାଟି କେଉଁ ମୋଡ଼ ନେଉଛି ଆଉ ଏ ଘଟ-ଣାର କେମିତି ସମାଧାନ ହେଉଛି।

Leave a Reply

Your email address will not be published. Required fields are marked *