ପାହାଡ଼ି ରାସ୍ତାରେ ଖସିପଡ଼ିଲା କାର୍ । କିନ୍ତୁ ଧାଇଁ ଆସି ଶୁଣ୍ଢରେ ଟାଣି ଟାଣି ଉ-ଦ୍ଧାର କଲା ହାତୀ।

ପାହାଡ଼ି ରାସ୍ତାରେ କାର୍ ରେ ଯାଉଥିଲେ ଲୋକେ । ହଠାତ୍ ଘାଇ ତଳକୁ ଖସି ପଡ଼ିଲା କାର । ନିଶବ୍ଦ ରାସ୍ତାରେ ଶୁଭିଥିଲା ଚି-ତ୍କାର । ଆଉ ଏହି ସମୟରେ ଧାଇଁ ଆସିଥିଲା ହାତୀଟି । ଆଉ କାରଟିକୁ ଉ-ଦ୍ଧାର କରିଥିଲା । ହାତୀ ଉପଦ୍ରବ ବିଷୟରେ ଆପଣ ଆଗରୁ ଶୁଣିଥିବେ ନିଶ୍ଚୟ । କଉଠି ହାତୀ ଫସଲ ନ-ଷ୍ଟ କରି ଦେଲାଣି ତୋ ଆଉ କେଉଁଠି ହାତୀ ଦଳିକି କାହାର ଜୀବନ ନେଇଗଲାଣି । ଆଉ ଏସବୁ ମଧ୍ୟରେ ହାତୀର ଆଉ ଏକ ଦୃ-ଶ୍ୟ ସାମ୍ନାକୁ ଆସିଛି । ଆପଣ ସେହି ଦୃ-ଶ୍ୟ ଦେଖି ଭାବିବେ କି ଏପରି କଣ କିଛି ସତରେ ଘଟିଛି ଆଉ ହାତୀଟି କାରକୁ ଉ-ଦ୍ଧାର କରିଛି । ହଁ ଆଜ୍ଞା ଭିଡ଼ିଓରେ ଦେଖା ଯାଉଥିବା ଦୃଶ୍ୟ ଅନୁସାରେ ପାହାଡ଼ି ରାସ୍ତାରେ ଯାଉଥିଲା କାର ।

ହେଲେ ଅଧା ରାସ୍ତାରେ ଫସି ରହିଥିଲା । ଆଉ ତାକୁ ଉ-ଦ୍ଧାର କରୁଛି ହାତୀ । ତେବେ ଆମେ ଏଠି କହି ରଖିବାକୁ ଚାହିଁବୁ ଯେ ସୋସିଆଲ ମିଡ଼ିଆରେ ପଶୁ ପକ୍ଷୀଙ୍କୁ ନେଇ ଅନେକ ପ୍ରକାର ଭିଡ଼ିଓ ସାମ୍ନାକୁ ଆସିଥାଏ । ଏଥି ମଧ୍ୟରୁ କିଛି ଭିଡ଼ିଓ ଦେଖିବା ପରେ ମନ ଖୁସି ହୋଇ ଯାଉଥିବା ବେଳେ ଆଉ କିଛି ଭିଡ଼ିଓକୁ ଦେଖି ନିରାଶ ହେବାକୁ ପଡ଼ିଥାଏ । ବର୍ତ୍ତମାନ୍ ଏବେ ହାତୀକୁ ନେଇ ଗୋଟେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଆଉ ସେହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ ପାହାଡ଼ ଓ ରାସ୍ତା ମଧ୍ୟରେ ଧଳା ରଙ୍ଗର ଏକ କାର ଫସି ଯାଇଛି । ଆଉ ସେହି କାରକୁ ଟାଣି ରାସ୍ତାକୁ ଆଣିବା ପାଇଁ ହାତୀକୁ ଲଗା ଯାଇଛି । ହାତୀ ଉପରେ ମାହୁନ୍ତ ବସିଛନ୍ତି । ସେ ହାତୀକୁ ଆଗକୁ ବଢ଼େଇବାକୁ ଚେଷ୍ଠା କରୁଛନ୍ତି । ଯେମିତି ଯେମିତି ହାତୀ ଆଗକୁ ବଢୁଛି ପାହାଡ଼ ଭିତରୁ କାର ଧୀରେ ଧୀରେ ବାହାରକୁ ଆସୁଛି । କାରଣ ହାତୀ ପିଠିରେ ଏକ ଦଉଡ଼ି ବନ୍ଧା ଯାଇଛି ।

ଆଉ ସେହି ଦଉଡ଼ିକୁ ପୁଣି କାର ସହିତ ସଂଯୋଗ କରଯାଇଛି । ଆଉ ଉକ୍ତ ଘଟ-ଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଛି । ତେବେ ଏହି ଭିଡ଼ିଓକୁ ଦେଖି ହାତୀକୁ ଦିଆ ଯାଉଥିବା ନିର୍ଯ୍ୟା-ତନା ପାଇଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ଲୋକ କହିଛନ୍ତି ଯେ, “ଦୟାକରି ବନ୍ୟଜନ୍ତୁଙ୍କ ଉପରେ ଏଭଳି ଅ-ତ୍ୟାଚା-ର କରନ୍ତୁ ନାହିଁ । ଏସବୁ ବନ୍ଦ କରନ୍ତୁ । ଆମେ ଆମର ସ୍ୱାର୍ଥ ପାଇଁ ପଶୁ ପକ୍ଷୀଙ୍କ ସହିତ ଏମିତି ବ୍ୟବହାର କରିବା ଉଚିତ୍ ନୁହେଁ” ।

Leave a Reply

Your email address will not be published. Required fields are marked *