ମହାନଦୀ ପଠାରେ ପରିବା ତୋଳିବା ସମୟରେ ମହିଳାଙ୍କୁ ଅସଦାଚରଣ କରିଥିଲେ ଗେଟମ।:-

ଜଣେ ମହିଳା ପରିବା ତୋଳିବା ସମୟରେ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ ଜଣେ ବ୍ୟକ୍ତି। କିନ୍ତୁ ଠିକ ସମୟରେ ଆସି ମହିଳାଙ୍କୁ ର-କ୍ଷାକଲେ ଗାଁ ଲୋକ। ଆଜ୍ଞା ହଁ କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ। ତେବେ ବ୍ୟକ୍ତି ଜଣକ ଏତେ ବଡ଼ ଭୁଲ କରିଛନ୍ତି ଯେ ଯେଉଁଥିପାଇଁ କ୍ଷମା କରି ପାରୁନାହାନ୍ତି ଗାଁ ଲୋକେ।

ବୃଦ୍ଧ ମହିଳାଙ୍କୁ ଏକା ଦେଖି ଅସଦାଚରଣ କରିବାକୁ ଉଦ୍ୟମ କରିଛନ୍ତି ଏ ନେଇ ଥା-ନାରେ ଅଭି-ଯୋଗ ମଧ୍ୟ ହୋଇଛି। ଘଟ-ଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶୋରନଗର ଥା-ନା ମୁରୁକୁଣ୍ଡି ଗ୍ରାମରେ। ତେବେ ମୁରୁକୁଣ୍ଡି ଗ୍ରାମର ମହାନଦୀ ତଟରେ ଜଣେ ମହିଳା ପରିବା ତୋଳିବା ସମୟରେ ସେହି ଅଞ୍ଚଳର ଗେଟମ ନାମକ ଜଣେ ବ୍ୟକ୍ତି ମହିଳାଙ୍କୁ ଅସ-ଦାଚରଣ କରିବାକୁ ଉଦ୍ୟମ କରିଥିଲେ।

ତେବେ ମହିଳାଙ୍କ ସହ ସେ ବହୁତ କିଛି କରିଦେଇଛନ୍ତି ଯାହାକୁ ଏହି ଆର୍ଟିକିଲରେ କହିବା ସମ୍ଭବ ପର ନୁହେଁ। କେବଳ ଏତିକି ଜାଣି ରଖନ୍ତୁ ଯେ ମହିଳା ଜଣକ ଏତେ ଗୁରୁତର ହୋଇଥିଲେ ଯେ ତାଙ୍କ ମୁହଁ ଆଉ ଦେହରେ ଅନେକ ଆ-ଘାତ ଲାଗିଛି ଆଉ ତାଙ୍କୁ ଗାଁ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି।

ମହିଳାଙ୍କ ଦାନ୍ତ ମଧ୍ୟ ଭାଙ୍ଗିଯାଇଛି। ତେବେ ଗାଁ ଲୋକେ ଉକ୍ତ ଅଭି-ଯୁକ୍ତକୁ ଧରି ନିର୍ଧୁମ ଛେଚିବା ସହ ପୋ-ଲିସ ହାତରେ ଧରାଇ ଦେଇଛନ୍ତି। ଆଉ ପୋ-ଲିସ ଉକ୍ତ ବ୍ୟକ୍ତିକୁ ଅଟକ ରଖି ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *